Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପ୍ରକାସିତ୍‌ 20:4 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

4 ତାର୍ ହ୍‌ଚେ ମୁଇ ତିନିଗଟ୍ ରାଜ୍‌ଗାଦି ଆର୍ ତାର୍‌ଉହ୍‌ରେ ଲକ୍‌ମ୍‍ନ୍‌କେ ବ୍‌ସି ରିଲାର୍ ଦ୍‌କ୍‌ଲେ। ସେ ଲକ୍‌ମ୍‍ନ୍‌କେ ବିଚାର୍‌ କ୍‌ର୍‌ତା ଶ୍‌କ୍‌ତି ଦିଆ ଅଇରିଲି। ଯୀଶୁର୍ ହାଇଁ ସାକି ଅମା ଆର୍ ଇଶ୍ଵରାର୍ ବାକ୍ୟ ପର୍‌ଚାର୍ କ୍‌ର୍‌ତା ହାଇଁ ଜୁଇ ଲକ୍‌ମ୍‍ନ୍‌କେ ମାରି ଦିଆ ଅଇରିଲି। ମୁଇ ସେ ଲକ୍‌ମ୍‌ନ୍‌କାର୍‌ ଆତ୍ମାକେ ଦ୍‌କ୍‌ଲେ। ସେ ଲକ୍‍ମ୍‍ନ୍ ପଶୁକେ କି ତାର୍ ମୁର୍‌ତିକେ ହୁଜାକ୍‌ରି ନ୍‌ରିଲାଇ। ସେମ୍‌ନ୍ ତାକାର୍ କ୍‌ହାଳେ କି ଆତେ ସେ ପଶୁର୍ ଚିନ୍ ଗଦାଇ ଅଇ ନ୍‌ରିଲାଇ। ସେମ୍‌ନ୍ ଆର୍‌ଗଟ୍‌ତର୍ ଜୀବନ୍ ଅଇଲାଇ ଆର୍ ଖ୍ରୀଷ୍ଟର୍ ସ୍‌ଙ୍ଗ୍ ହ୍‌ଜାର୍ ବ୍‌ର୍‌ସ୍ ହ୍‌ତେକ୍ ଶାସନ୍ କ୍‌ଲାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

4 ତାର୍‌ହଃଚେ ମୁୟ୍‌ ସିଙ୍ଗାସଣ୍‌ ସଃବୁ ଦଃକ୍‌ଲେ, ସେମଃନାର୍‌ ଉହ୍ରେ ବଃସିରିଲା କଃତେକ୍‌ ଲକ୍‌ମଃନ୍‌କେ ବିଚାର୍‌ କଃରୁକେ ଅଃଦିକାର୍‌ ଦିଆ ଜାୟ୍‌ଆଚେ । ଆରେକ୍‌ ହେଁ ମୁୟ୍‌ କଃତେକ୍‌ ମଃଲା ଲକ୍‌ମଃନାର୍‌ ଆତ୍ମାକେ ଦଃକ୍‌ଲେ, ସେମଃନ୍ ଜିସୁ ଜାଣାୟ୍‌ରିଲା କଃତା ଆର୍‌ ଇସ୍ୱରାର୍‌ କଃତା ପର୍ଚାର୍‌ କଃର୍ତି ରିଲାକ୍‌ ମଃର୍ତେ ମାରା ଜାୟ୍‌ରିଲାୟ୍‌ । ସେମଃନ୍ ଜଃତୁ କି ତାର୍‌ ମୁର୍ତି କେ ସେବା କଃରି ନଃରିଲାୟ୍‌, କି କାହାଳ୍‌ ଆର୍‌ ଆତେ ସେ ଜଃତୁର୍‌ ଚିନ୍ ଗଦାୟ୍‌ ଅୟ୍‌ନଃରିଲାୟ୍‌ । ସେମଃନ୍ ଆରେକ୍‌ ଜିବନ୍ ହାୟ୍‌ କ୍ରିସ୍ଟର୍‌ ସଃଙ୍ଗ୍ ୧,୦୦୦ ବଃର୍ସ୍‌ ରାଇଜ୍‌ କଃଲାୟ୍‌ ।

အခန်းကိုကြည့်ပါ။ ကော်ပီ




ପ୍ରକାସିତ୍‌ 20:4
40 ပူးပေါင်းရင်းမြစ်များ  

ଯୀଶୁ ସେମ୍‌ନ୍‍କେ କଇଲା, “ମୁଇ ତୁମୁକ୍‌ମ୍‌ନ୍ ସ୍‌ତ୍ କ୍‌ମ୍‌ଲେ, ଜ୍‌ଡେବ୍‌ଳ୍ ନ୍ଉଆ କ୍‍ରି ତିଆର୍ ଅଇଲା ରାଇଜେ, ମୁଇ ମାନାଇ ହିଲା ନିଜାର୍ ସନ୍‌ମାନାର୍ ସିଂହାସନେ ବ୍‍ସିନ୍ଦ୍, ସେଡେବ୍‍ଳ୍ ମର୍‍ହ୍‌ଚେ ହ୍‌ଚେ ଆସିଆଚାସ୍ ଯେ ତୁମିମ୍‍ନ୍, ତୁମିମ୍‍ନ୍ ହେଁ ବାରଗଟ୍ ସିଂହାସନେ ବ୍‍ସିକ୍‍ରି, ଇସ୍ରାଏଲ୍ ଦେଶାର୍ ବାରଗଟ୍ ଦ୍‍ଳ୍‍କେ ଶାସନ୍ କ୍‍ରାସ୍।


ସେଡେବ୍‌ଳ୍ ବେସି ଲକ୍‍ମ୍‍ନ୍ ମକେ ବିଶ୍‍ବାସ୍ କ୍‌ର୍‌ତାର୍ ଚାଡି ଦେତି, ଆରେକ୍‌, ଗଟେଲକ୍ ଆର୍ ଗଟେଲକ୍‌କେ ଦ୍‍ରାଇ ଦେତି ଆର୍ ଗଟେଲକ୍ ଆର୍ ଗଟେଲକ୍‌କେ ଗୁର୍‌ଣା କ୍‌ର୍‌ତି,


ମ୍‍ତର୍ ହେରୋଦ୍ ର୍‍ଜା ଇରି ଶୁଣି କଇଲା, “ଜୁଇ ଡୁବେନ୍ ଯୋହନାର୍ ମୁଣ୍ତ୍ ମୁଇ କାଟି ଆଚି, ସେ ମ୍‌ଲାଲକ୍ ଉଟିଆଚେ।”


ତ୍‍ବେ ହେରୋଦ୍ ର୍‍ଜା ସେମାଡେ ବନ୍ଦିଗ୍‍ରେ ଗଟେକ୍ ସେନାକେ ହ୍‍ଟାଇ ଡୁବେନ୍ ଯୋହନାର୍ ମୁଣ୍ତ୍ କାଟି ଆଣୁକେ ଆଦେଶ୍ ଦିଲା। ସେଡେବ୍‍ଳ୍ ସେ ଯାଇ ବନ୍ଦିଗ୍‍ରେ ଡୁବେନ୍ ଯୋହନାର୍ ମୁଣ୍ତ୍ କାଟି ଆନ୍‍ଲା,


ଆରେକ୍‌, ଚେଲାମ୍‌ନ୍ ଯୀଶୁକେ ହ୍‌ଚାର୍‌ଲାଇ, “ମୋଶାର୍ ନିଆଇ ଶିକାଉତା ଲକ୍‍ମ୍‍ନ୍ ଏଲିୟ ଖ୍ରୀଷ୍ଟର୍ ହ୍‌ର୍‍ତୁ ଆସେଦ୍‌ ବ୍‌ଲି କାଇତାକ୍ କ୍ଉତି?”


ସେ ଏଲିୟ ବବିଶତ୍ କ୍‌ତା କ୍‌ଉତା ଲକାର୍ ଆତ୍ମା ଆର୍ ଶ୍‌କ୍‌ତିର୍ ସ୍‍ଙ୍ଗ୍‍ ମାପ୍‌ରୁର୍ ଆଗ୍‍ତୁ ଆସେଦ୍, ଉବା ଆର୍ ହିଲାଜିଲାମ୍‍ନ୍‍କେ ଶାନ୍‌ତିତ୍‌ଇ ରେମ୍‌କେ ସାଇଜ କ୍‍ରେଦ୍, ଦୁଷ୍ଟ ଲକ୍‌ମ୍‍ନ୍‌କେ ଦ୍‌ର୍‌ମ୍ ବାଟ୍‌କେ ଲେଉଟାଇ କ୍‍ରି ଆଣେଦ୍, ଆର୍ ସେ ମାପ୍‌ରୁର୍ ଗିନେ ତାକାର୍ ଲକ୍‌ମ୍‍ନ୍‌କେ ଜାଗ୍‌ରତ୍ କ୍‍ରେଦ୍।”


ତୁମୁକ୍ କାଦି ଲେଉଟାଇ କ୍‍ରି ଦେତାର୍ ଗିନେ ସେମ୍‍ନ୍‍କାର୍ ଲ୍‌ଗେ କାଇରି ନାଇ ସେ ଲକ୍‌କେ କୁଦା, ତ୍‍ବେ ମରିକ୍‍ରି ଜିଇ ଉଟ୍‌ତା ଦିନ୍ ତୁମି ଇଶ୍ଵରାର୍ ତ୍ଇହ୍‍ଣି ନ୍‌ସେର୍‌ତା ଜୀବନାର୍ ଇନାମ୍ ହାଉଆସ୍।”


ଜ୍‌ନ୍‌କ୍‌ରି ତୁମିମ୍‍ନ୍ ମର୍ ରାଇଜେ ମର୍‌ସ୍‍ଙ୍ଗ୍‌ କାଦି କାହାସ୍, ଆର୍ ମର୍ ସିଙ୍ଗାସନେ ବ୍‌ସି ଇସ୍ରାଏଲ୍ ଦେଶାର୍ ବାରଗଟ୍ ଗଷ୍ଟିକେ ଶାସନ୍ କ୍‍ରାସ୍।”


ଅଳ୍‍କ୍ ସମୟ୍ ହ୍‌ଚେ ହୁର୍‌ତିବି ମକେ ଆରେକ୍‌ ଦ୍‌କୁ ନାହାରେ, ମ୍‍ତର୍ ତୁମିମ୍‍ନ୍ ମକେ ଦ୍‌କୁହାରାସ୍, କାଇତାକ୍ ମୁଇ ସ୍‌ବୁଦିନ୍ ଜୀବନ୍ ରେଇନ୍ ଆର୍ ତୁମିମ୍‍ନ୍ ହେଁ ମର୍‌ସ୍‍ଙ୍ଗ୍‌ ଜୀବନ୍ ରିଆସ୍‌।


ଯିହୁଦିମ୍‌ନ୍‌କେ ଇଶ୍ଵର୍ ନିଜାର୍ ନ୍‌କେଲା, ସେ ଜ୍‍ଗତାର୍ ବିନ୍‌ ଲକ୍‌ମ୍‌ନ୍‌କାର୍‌ ସ୍‌ଙ୍ଗ୍ ଆର୍ ଗଟେତର୍ ମିସାଇ ଆଚେ। ତ୍‍ବେ ଯିହୁଦିମ୍‌ନ୍‌କେ ଆର୍ ଗଟେତର୍ ନିଜାର୍ କ୍‌ର୍‌ତା ଅର୍‌ତ ଲକ୍ ମ୍‍ରିକ୍‍ରି ଆର୍ ଗଟେତର୍ ଜୀବନ୍ ହାମା।


ଅମି ଯଦି ଇଶ୍ଵରାର୍ ହିଲା, ତ୍‌ନ୍‌ଅଇଲେକ୍ ଇଶ୍ୱର୍‌ ତାକାର୍ ଲକ୍‌ମ୍‌ନ୍‌କାର୍‌ ହାଇଁ ଜୁଇ ଆଶିର୍‌ବାଦ୍‌ ସ୍‌ଙ୍ଗାଇ ଆଚେ, ସେରି ଅମୁକେ ମିଳେଦ୍। ଅମି ଇରି ଇଶ୍ଵରାର୍ ତ୍ଇହ୍‍ଣି ହାମ୍‌ନ୍ଦ୍‌। ଖ୍ରୀଷ୍ଟର୍ ସ୍‌ଙ୍ଗ୍ ଅମି ହେଁ ଇ ଆଶିର୍‌ବାଦ୍‌ ହାମ୍‌ନ୍ଦ୍‌। ମ୍‍ତର୍ ଖ୍ରୀଷ୍ଟର୍ ଲ୍‌ଗେ ଅମି କ୍‌ଷ୍ଟ ହାଉତା ଦ୍‌ର୍‌କାର୍। ତ୍‌ନ୍‌ଅଇଲେକ୍ ଖ୍ରୀଷ୍ଟର୍ ଲ୍‌ଗେ ଅମି ହେଁ ମଇମାର୍ ଅଦିକାର୍ ଅମା।


ଦୁକ୍‍କ୍‍ଷ୍ଟ ବଗିକ୍‌ରି, ଯଦି ସ୍‌ମ୍ବାଳି ଆଚୁ ତ୍‍ବେ ତାର୍‌ସ୍‍ଙ୍ଗ୍‍ ଅମିମ୍‍ନ୍ ଶାସନ୍ କ୍‌ରୁନ୍ଦ୍, ତାକେ ନ୍‍ଜାଣୁ ବ୍‌ଲି କଇଲେକ୍ ସେ ହେଁ ଅମୁକ୍ ନ୍‍ଜାଣିବ୍‍ଲି କଇଦ୍।


ଆର୍ ମୁଇ ଯାଇରି ସ୍‌ବୁ ଦ୍‌କ୍‌ଲେ, ସେରି ସ୍‌ବୁ ଲେକ୍‌ଲେ ଆର୍ ଇଶ୍ଵରାର୍ ଇସ୍‌ତ୍ ବାକ୍ୟ ଯୀଶୁ ଖ୍ରୀଷ୍ଟର୍ ଦ୍ୱାରା ମକେ କ୍‌ଉଆ ଅଇଲି।


ଯୀଶୁର୍ ଦୁକ୍ ବଗ୍‌ଲା ରାଇଜ୍ ଆର୍ ସାସେ ତୁମାର୍‌ମ୍‌ନ୍‌କାର୍ ବାଇ ମୁଇ ଯୋହନ୍, ଇଶ୍ଵରାର୍ ବାକ୍ୟ ପର୍‌ଚାର୍ ଆର୍ ଯୀଶୁର୍ ସାକି ଅଇଲାର୍ ଲାଗି ଅଲ୍‍ଗା ଅଇ ସ୍‌ମ୍‌ଦୁର୍ ମ୍‌ଜାଇ ପାତ୍ମ ନାଉର୍ ଜାଗାଇ ରିଲି। କାଇତାକ୍ ମୁଇ ଇଶ୍ଵରାର୍ ବାକ୍ୟ ପର୍‌ଚାର୍ କ୍‌ଲେ, ଆର୍ ମୁଇ ଯୀଶୁର୍ ବିଷୟରେ ସାକି ଦିଲେ।


ମ୍‌ତର୍ ତିନିଦିନ୍ ଅଦା ହ୍‌ଚେ ଇଶ୍ଵରାର୍ ତ୍‌ଇହ୍‌ଣି ଜୀବନ୍ ଦେତା ହୁଣ୍ଡାଣ୍ ସେ ଦୁଇଲକାର୍ ବିତ୍‌ରେ ହୁର୍‌ଲି। ସେମ୍‌ନ୍ ନିଜାର୍ ଗଡେ ଟିଆ ଉଟ୍‌ଲାଇ ଆର୍ ସେମ୍‌ନ୍‌କେ ଦ୍‍କ୍‍ତା ଲକ୍ ବେସି ଡିର୍‍ଲାଇ।


ସାତ୍ ଲମ୍‌ବର୍ ଦୂତ୍ ମରି ହୁକ୍‌ଲାକ୍, ସ୍‌ର୍‌ଗେ ହ୍‌ଣି ଇ ସ୍‌ବଦ୍‌ ଶୁଣା ଗ୍‍ଲି “ଜଗତ୍‍ ଅବେ ଅମାର୍ ମାପ୍‌ରୁ ଆର୍ ତାର୍ ଖ୍ରୀଷ୍ଟର୍ ରାଇଜ୍ ଅଇଆଚେ ଆର୍ ସେ ସ୍‌ବୁଦିନାର୍ ହାଇଁ ରାଜ୍ କ୍‍ରେଦ୍।”


ମୁଇ ମର୍ ଦୁଇଲକ୍ ସାକିକେ ଶ୍‌କ୍‌ତି ଦ୍‌ଇନ୍ଦ୍ ସେମ୍‌ନ୍ ବାରଶ ସାଟେ ଦିନ୍ ହ୍‌ତେକ୍ ମର୍ ସ୍‌ତ୍ ବାକ୍ୟ ପର୍‌ଚାର୍ କ୍‍ରି ବୁଲ୍‌ତି।


ସେ ଦୁଇ ଲକ୍ ସାକି ଦେତା ସ୍‌ମୟ୍ ସ୍‌ରିଗ୍‌ଲା ହ୍‌ଚେ ସେ ବୟଙ୍କାର୍ ପଶୁ ହାତାଳ୍ କୁଣ୍ଡେ ହ୍‌ଣି ବାରି ସେମ୍‌ନ୍‌କାର୍ ସ୍‌ଙ୍ଗ୍‌ ଯୁଜ୍ କ୍‍ରେଦ୍ ଆର୍‌ ସେ ଦୁଇ ଲକ୍‌କେ ଆରାଇ ମ୍‌ର୍‌ନେ ମାରେଦ୍।


ଅମାର୍ ବିଶ୍‍ବାସି ବାଇମ୍‌ନ୍ ମେଣ୍ଢା ଯେ କି ଯୀଶୁର୍ ବ୍‌ନି ଦ୍ୱାରା ସେମ୍‌ନ୍‌କାର୍ ପର୍‌ଚାର୍ ଦ୍ୱାରା ତାକେ ଆରାଇ ଆଚ୍‌ତି, ସେମ୍‌ନ୍ ନିଜାର୍ ନିଜାର୍ ଜୀବନ୍‍କେ ଲାଡ୍ କ୍‌ରିନ୍‌କେରି ମ୍‌ର୍‌ନେ ମାରୁକେ ହେଁ ଇଚାକ୍‌ର୍‌ତେ ରିଲାଇ।


ସେମ୍‌ନ୍‌କାର୍ କ୍‌ଷ୍ଟାର୍ ଦୁଆଁ ସ୍‌ବୁବ୍‌ଳାର୍ ହାଇଁ ବାର୍‌ତେ ର୍‌ଇଦ୍। ସେମ୍‌ନ୍‌କେ କ୍‌ଷ୍ଟେ ହ୍‌ଣି ଦିନ୍‍ରାତି କ୍‌ବେ ହେଁ ଆରାମ୍ ମିଳିନ୍‌କେରେ, କାଇତାକ୍ ସେମ୍‌ନ୍ ସେ ପଶୁକେ ଆର୍ ତାର୍ ମୁର୍‌ତିକେ ହୁଜା କ୍‌ରିଆଚ୍‌ତି ଆର୍ ତାର୍ ନାଉଁର୍ ଚିନ୍ ରୁପ୍ ଦ୍‍ରି ଆଚ୍‌ତି।”


ମୁଇ ମର୍ ସାମ୍‌ନାଇ ଜୟ୍ ମିସ୍‌ଲା କାଚ୍ ହର୍ ଗଟେକ୍ ସ୍‌ମ୍‌ଦୁର୍ ଦ୍‌କ୍‌ଲେ। ଜୁଇ ଲକ୍‍ମ୍‍ନ୍ ସେ ପଶୁ, ତାର୍ ମୁର୍‌ତି, ଆର୍ ତାର୍ ନାଉଁର୍ ସଂକ୍ଯା ଉହ୍‌ରେ ଜିତିରିଲାଇ, ସେମ୍‌ନ୍‌କେ ସେମ୍‌ନ୍‌କାର୍ ଆତେ ଇଶ୍ଵର୍ ଦ୍‌ଇରିଲା ସାର୍‌ଙ୍ଗି ଦ୍‍ରି ସେ କାଚ୍ ହର୍ ସ୍‌ମ୍‌ଦୁର୍ କ୍‍ଣ୍ଡିଏ ଟିଆ ଅଇରିଲାର୍ ଦ୍‌କ୍‌ଲେ।


ତୁମି ଜୁଇ ପଶୁକେ ଦ୍‌କ୍‌ଲାସ୍, ସେ ଆଗେହ୍‍ଣି ରିଲି, ମ୍‌ତର୍ ଅବେ ସେ ଜୀବନ୍ ନାଇ। ମ୍‌ତର୍ ହାତାଳ୍ କୁଣ୍ଡେ ହ୍‌ଣି ଉଟି ଆସି ନାସ୍ ଅଇଦ୍। ଜଗତ୍‍ ତିଆର୍ ଅଉତା ଆଗେହ୍‍ଣି ଜୁଇ ଲକ୍‌ମ୍‌ନ୍‌କାର୍‌ ନାଉଁ ନ୍‌ସେର୍‌ତା ଜୀବନ୍ ହାଉତା ଶାସ୍‌ତର୍‌ ଲ୍‌ଗେ ବିଲ୍‌କୁର୍‌ ଲେକା ଅଇନ୍‌କେରେ, ସେ ଲକ୍‍ମ୍‍ନ୍ ତାକେଦ୍‍କି ଚାନିଆ ଅଉତି, କାଇତାକ୍ ସେ ଆଗେ ରିଲା, ଅବେ ନାଇ ମ୍‌ତର୍ ଆରେକ୍‌ ବାଚେଦ୍।”


ଯେ କ୍‍ରାପ୍ କାମ୍‌କେ ଆରାଇ ଜିତେଦ୍ ଆର୍ ସ୍‌ରାସ୍‌ରି ହ୍‌ତେକ୍ ମର୍‌ଇଚା ଅନୁସାରେ କାମେ ଲାଗି ର୍‌ଇଦ୍ ମୁଇ ମର୍ ଉବା ଲ୍‌ଗେହ୍‌ଣି ଜୁଇ ଅଦିକାର୍ ହାଇଆଚି, ମୁଇ ତାକେ ସେ ସ୍‌ମାନ୍ ଅଦିକାର୍ ସ୍‌ଙ୍ଗ୍ ସ୍‌ବୁ ଜାତିର୍‌ ଲକ୍‌ମ୍‍ନ୍‌କେ ଶାସନ୍ କ୍‌ରୁକେ ଦ୍‌ଇନ୍ଦ୍।


ଇ ହ୍‌ର୍‌ତୁ ମ୍‌ଲାତ୍‌ଇହ୍‌ଣି ଜିଉଟି ଯେମ୍‍ନ୍ ବାଗିଦାର୍ ଅଉତି, ସେମ୍‌ନ୍ ଦନ୍ୟ ଆର୍ ପବିତର୍‌। ଏ ମ୍‌ନ୍‌କାର୍ ଉହ୍‌ରେ ଦୁଇତର୍ ମ୍‌ର୍‌ତାର୍ କାଇ ଶ୍‌କ୍‌ତି ନାଇ ସେ ଲକ୍‍ମ୍‍ନ୍ ଇଶ୍ଵରାର୍ ଆର୍ ଖ୍ରୀଷ୍ଟର୍ ଜାଜକ୍ ଅଉତି। ସେମ୍‌ନ୍ ତାର୍‌ସ୍‍ଙ୍ଗ୍‍ ହ୍‌ଜାର୍ ବ୍‌ର୍‌ସ୍ ହ୍‌ତେକ୍ ଶାସନ୍ କ୍‌ର୍‌ତି।


ସେତି କ୍‌ବେ ଆରେକ୍‌ ରାତି ଅଇନ୍‌କେରେ। ଲକ୍‍ମ୍‍ନ୍ କୁପି କି ବେଳାର୍ ଉଜାଳ୍ ଆରେକ୍‌ ଦ୍‌ର୍‌କାର୍ ଅଇନ୍‌କେରେ। ମାପ୍‌ରୁ ଇଶ୍ଵର୍ ସେମ୍‌ନ୍‌କେ ଉଜାଳ୍ ଦ୍‌ଇଦ୍। ସେମ୍‌ନ୍ ର୍‌ଜାର୍ ହର୍ ସ୍‌ବୁବ୍‌ଳ୍ ରାଜ୍ କ୍‌ର୍‌ତି।


ଯେ କ୍‍ରାପ୍ କାମ୍‌କେ ଆରାଇ ଜିତେଦ୍, ମୁଇ ତାକ୍ ମର୍ କାତାଆତ୍ ଲ୍‌ଗେ ମର୍ ରାଜ୍‌ଗାଦି ତ୍‌ଇ ବ୍‌ସାଇନ୍ଦ୍। ଜ୍‌ନ୍‌କ୍‌ରି ମୁଇ ଜିତିକ୍‌ରି ମର୍ ଉବାର୍ ସ୍‌ଙ୍ଗ୍ ତାର୍ ରାଜ୍‌ଗାଦି ତ୍‌ଇ ବ୍‌ସିରିଲେ, ସେ ସେନ୍‌କାର୍ ମର୍‌ସ୍‍ଙ୍ଗ୍‌ ବ୍‌ସେଦ୍।


ସେ ରା‌ଜ୍‌ଗାଦିର୍ ଚାରିହାକ୍ ଚବିଶ୍ ଗଟ୍ ରାଜ୍‌ଗାଦି ରିଲି। ସେ ଚବିଶ୍ ଗଟ୍ ରାଜ୍‌ଗାଦି ତ୍‌ଇ ଚବିଶ୍ ଲକ୍ ପାରାଚିନ୍‍ମ୍‍ନ୍ ବ୍‍ସିରିଲାଇ। ସେମ୍‌ନ୍ ଦବ୍ ହ୍‌ଚିଆ ହିନ୍ଦିରିଲାଇ ଆର୍ ମୁଣ୍ଡେ ସନାର୍ ଟହ୍‌ରି ହିନ୍ଦିରିଲାଇ।


ମେଣ୍ଢା ଯେ କି ଯୀଶୁ ହାଁଚ୍ ନ୍‌ମ୍‌ବର୍ ସିଲ୍ ବାଙ୍ଗାଇଲା ସେଡେବ୍‌ଳ୍ ମୁଇ ବେଦିତ୍‌ଳେ ଇଶ୍ଵରାର୍ ବାକ୍ଯକେ ବିସାସ୍ ରିଲାକ୍ ଆର୍ ସେମ୍‌ନ୍ ଦେତିରିଲା ସାକି ହାଇଁ ଜୁଇମ୍‌ନ୍‌କେ ମ୍‌ର୍‌ନେ ମାରିରିଲାଇ, ସେମ୍‌ନ୍‌କାର୍ ଆତ୍ମାକେ ଦ୍‌କ୍‌ଲେ।


ସେ ଚାରିଗଟ୍ ଦୂତ୍ କଇଲାଇ, ଅମିମ୍‌ନ୍ ଅମାର୍ ଇଶ୍ଵରାର୍ ଲକ୍‌ମ୍‌ନ୍‌କାର୍‌ କ୍‌ହାଳେ ସିଲ୍ ନ୍‌ମାର୍‌ତା ହ୍‌ତେକ୍ ତୁମିମ୍‍ନ୍ ହୁର୍‌ତିବିର୍ କି ସ୍‌ମ୍‌ଦୁର୍ ଆର୍ କାଇହେଁ ଗ୍‌ଚାର୍ ନାସ୍ କ୍‍ରି ନ୍‌କେରା।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ