28 ଆରେକ୍, ମୁଇ ତାକେ ସ୍କାଳାର୍ ତାରା ହେଁ ଦ୍ଇନ୍ଦ୍।
28 ଆରେକ୍ ମୁଁୟ୍ ସେମଃନ୍କେ ସଃକାଳାର୍ ତାରା ଦଃୟ୍ନ୍ଦ୍ ।”
ସେତାର୍ଗିନେ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍ କଇରିଲା ଖ୍ରୀଷ୍ଟର୍ ବିଷୟେ ବାବବାଣି ତ୍ଇ ଅମାର୍ ବିଶ୍ବାସ୍ ଅଦିକ୍ ଅଟୁଆ ଅଇଲିଆଚେ। ସେସ୍ବୁ ତୁମିମ୍ନ୍ ହେଁ ମ୍ନ୍ ଦେତା ଦ୍ର୍କାର୍, କାଇତାକ୍ ସେରି ଅନ୍ଦାରେ ଗଟେକ୍ କୁପି ହର୍। ଆର୍ ଖ୍ରୀଷ୍ଟ ତୁମାର୍ ହୁର୍ଦୟ୍କେ ଉଜାଳ୍ ହର୍ ଚ୍ମ୍କ, ଜ୍ନ୍କ୍ରି ସ୍କାଳାର୍ ତାରା ହୁର୍ତିବିକେ ଚ୍ମ୍କାଉତି।
ଏ ମର୍ ଲାଡାର୍ ବାଇମ୍ନ୍, ଅବେ ଅମିମ୍ନ୍ ଇଶ୍ଵରାର୍ ହିଲା, ମ୍ତର୍ ବବିଶତ୍ରେ ଅମି କାଇରି ଅମା ସେରି ଅମୁକେ ଜାଣାଇ ଦିଆଅଇ ନ୍କେରେ। ଅମି ଇରି ଜାଣୁନ୍ଦ୍ ଯେ ଖ୍ରୀଷ୍ଟ ଆର୍ ଗଟେତର୍ ଆସ୍ତାବ୍ଳ୍ ଅମିସ୍ବୁ ତାର୍ ହ୍ର୍ ଅଇ ଯୁମା, ସେ ଜ୍ନ୍କ୍ରି ଅମି ତାକେ ସେ ରୁପ୍ ଦ୍କୁନ୍ଦ୍।
“ମୁଇ ଯୀଶୁ, ମ୍ଣ୍ତଳିମ୍ନ୍କେ ଇ ସ୍ବୁ ଜାଣାଉତାର୍ ହାଇଁ ମର୍ ଦୂତ୍କେ ତୁମାର୍ ଲ୍ଗେ ହ୍ଟାଇ ଆଚି। ମୁଇ ଦାଉଦାର୍ ପରିବାରାର୍ ମୁଳ୍ ବ୍ଉଁଶାର୍। ମୁଇ ସେ ବର୍ ସ୍କାଳାର୍ ଉଜାଳ୍ ତାରା।”