ପ୍ରକାସିତ୍ 2:19 - ବ୍ଡ଼୍ ହ୍ର୍ଜା ବାଇବଲ19 ମୁଇ ତୁମାର୍ କାମ୍ ବିଷୟେ ଜାଣି, ମୁଇ ତୁମାର୍ ଲାଡ୍, ବିଶ୍ବାସ୍, ସେବା, ଆର୍ ସାସ୍ ବିଷୟେ ହେଁ ଜାଣି। ମୁଇ ଜାଣି ତୁମି ଆରାମେ କ୍ରିରିଲା କାମେ ହ୍ଣି ଅଦିକ୍ କାମ୍ କ୍ରୁଲାସ୍। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍19 ମୁଁୟ୍ ତୁମାର୍ କାମ୍, ଲାଡ୍, ବିସ୍ୱାସ୍, ସେବା ଆର୍ ସଃମ୍ବାଳ୍ତାର୍ ଜାଣି, ଆରେକ୍ ତୁମାର୍ ହୁର୍ବାର୍ କାମ୍ମଃନାର୍ ତଃୟ୍ହୁଣି ଅଃବାର୍ କାମ୍ ଜେ ଅଃଦିକ୍, ଇରି ହେଁ ଜାଣି । အခန်းကိုကြည့်ပါ။ |
ମ୍ତର୍ ତୀମଥି ତୁମାର୍ ଲ୍ଗେ ହ୍ଣି ଅମାର୍ ଲ୍ଗେ ବାଉଳି ଆଇଲା ଆଚେ। ସେ ତୁମାର୍ମ୍ନ୍କାର୍ ବିଶ୍ବାସ୍ ଆର୍ ଲାଡ୍ ବିଷୟେ ସୁବ୍କ୍ବର୍ ଅମୁକେ ଦିଲାଆଚେ। ତୁମିମ୍ନ୍ ଅମୁକେ ସ୍ବୁବ୍ଳ୍ ମ୍ନେ ହ୍କାମ୍ଲାସ୍ ବ୍ଲି ତୀମଥି ଅମୁକେ କଇଲା। ତୁମିମ୍ନ୍ ଅମୁକେ ଆର୍ ଗଟେତର୍ ଦ୍କୁକେ ମ୍ନ୍କ୍ରୁଲାସ୍ ବ୍ଲି ସେ ଅମୁକେ କଇଲା। ଅମିମ୍ନ୍ ହେଁ ତୁମୁକ୍ମ୍ନ୍ ଦ୍କୁକେ ବେସି ଇଚା କ୍ରୁଲୁ।