ପ୍ରକାସିତ୍ 19:12 - ବ୍ଡ଼୍ ହ୍ର୍ଜା ବାଇବଲ12 ତାର୍ ଆକି ଲାଗ୍ତା ଜୟ୍ହର୍, ତାର୍ ମୁଣ୍ଡେ ବେସି ଟହ୍ରି ଆଚେ। ତାର୍ କ୍ହାଳେ ଗଟେକ୍ ନାଉଁ ଲେକା ଅଇରିଲି, ମ୍ତର୍ ତାକେ ଚାଡି କେହେଁ ସେ ନାଉଁ ଜାଣିନ୍ରିଲାଇ। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍12 ତାର୍ ଆକି ଜୟ୍ ଅଳା ହର୍ ଆର୍ ତାର୍ ମୁଣ୍ଡେ ଗାଦେକ୍ ମୁକୁଟ୍ ରିଲି । ତାର୍ ଗଟେକ୍ ନାଉଁ ଲେକା ଜାୟ୍ରିଲି, ମଃତର୍ ସେରି କାୟ୍ରି, ତାକ୍ ଚାଡି ଆରେକ୍ କେ ହେଁ ନଃଜାଣ୍ତି । အခန်းကိုကြည့်ပါ။ |
ଅବେ ମୁଇ ତର୍ଲ୍ଗେ ଆସୁଲେ, ଆରେକ୍ ମୁଇ ଇ ହୁର୍ତିବି ଲ୍ଗେ ନ୍ରେଇ, ମ୍ତର୍ ଏମ୍ନ୍ ସ୍ବୁ ରେମ୍ଲାଇ, ପବିତର୍ ଉବା ଜ୍ତେକ୍ ସ୍ବୁ ଲକ୍ମ୍ନ୍କେ ତୁଇ ମର୍ ଆତେ ଅଇ ଆଚ୍ସି, ତର୍ ନାଉର୍ ଶ୍କ୍ତି ସ୍ଙ୍ଗ୍ ତୁଇ ସେମ୍ନ୍କେ ଉଦାର୍ କ୍ର୍। ତୁଇ ଆର୍ ମୁଇ ଜ୍ନ୍କ୍ରି ଗଟେକ୍ ସେମ୍ନ୍ ହେଁ ସେନ୍କ୍ରି ଗଟେକ୍ ଅମ୍କେ ସେମ୍ନ୍କେ ସାଇଜ କ୍ର୍।
ଜୁଇଲକ୍ କ୍ରାପ୍ କାମ୍କେ ଆରାଇକ୍ରି ଜିତେଦ୍, ତାକେ ମୁଇ ମର୍ ଇଶ୍ଵରାର୍ ମନ୍ଦିରେ ଗଟେକ୍ ମୁଣ୍ଡା ହ୍ର୍ ର୍କିନ୍ଦ୍। ସେ କ୍ବେ ହେଁ ସେତିହ୍ଣି ଗୁଚାଇ ଅଇନ୍କେରେ। ମୁଇ ସେ ଲକ୍ ଉହ୍ରେ ଇଶ୍ଵରାର୍ ନାଉଁ ଲେକିନ୍ଦ୍। ମର୍ ଇଶ୍ଵରାର୍ ସ୍ହ୍ରାର୍ ନାଉଁ ହେଁ ତାର୍ଉହ୍ରେ ଲେକିନ୍ଦ୍। ଇ ସ୍ହ୍ରାର୍ ନାଉଁ “ନ୍ଉଆ ଯିରୁଶାଲମ୍” ସେ ସ୍ହର୍ ମର୍ ଇଶ୍ଵରାର୍ ସ୍ର୍ଗ୍ ଲ୍ଗେହ୍ଣି ଆସିଆଚେ। ମୁଇ ମର୍ ନ୍ଉଆ ନାଉଁ ହେଁ ତାର୍ଉହ୍ରେ ଲେକିନ୍ଦ୍।