ପ୍ରକାସିତ୍ 17:15 - ବ୍ଡ଼୍ ହ୍ର୍ଜା ବାଇବଲ15 ତାର୍ ହ୍ଚେ ସ୍ର୍ଗ୍ ଦୂତ୍ ମକେ କଇଲା, “ତୁଇ ଜୁଇ ବେସି ହାଣି ଜାତାର୍ ଉହ୍ରେ ବ୍ସିରିଲା ଦାରି ମାଇଜି ଦ୍କ୍ଲିସ୍, ସେ ବେସି ହାଣି ଅମ୍ଲି ବିନ୍ବିନ୍ ଲକ୍ମ୍ନ୍, ବିନ୍ ବିନ୍ଜାତି ଆର୍ ବିନ୍ ବିନ୍ ବାଷା।” အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍15 ଆର୍ ମକ୍ ସେ କୟ୍ଲା, “ଜୁୟ୍ ହାଣି ଚଃମେ ଜୁୟ୍ ଦାରିଆଣିକ୍ ବଃସି ରିଲାର୍ ଦଃକ୍ଲିସ୍, ସେ ହାଣି ବିନ୍ ବିନ୍ ଗସ୍ଟି, ଲକ୍, ଜାତି ଆର୍ ବାସାବାଦି ଲକ୍ମଃନ୍କେ ବୁଜାୟ୍ଦ୍ । အခန်းကိုကြည့်ပါ။ |
ସେମ୍ନ୍ ମେଣ୍ଢା ଯେ କି ଯୀଶୁର୍ ହାଇଁ ଗଟେକ୍ ନ୍ଉଆ ଗିତ୍ କଇଲାଇ। “ତୁଇ ହ୍କା ସେ ଶାସ୍ତର୍ ନେମ୍କେ ଆର୍ ସିଲ୍ ବାଙ୍ଗ୍ତାର୍ ହାଇଁ ଯଗ୍ଯ, କାଇତାକ୍ ତୁଇ ମ୍ରି ରିଲିସ୍, ଆର୍ ନିଜାର୍ ବ୍ନି ଦ୍ୱାରା ସ୍ବୁ ଗଷ୍ଟିକେ, ସ୍ବୁ ବାଷାର୍ ଲକ୍କେ, ସ୍ବୁ ବଉଁସାର୍ ଲକ୍କେ ଆର୍ ସ୍ବୁ ଜାତିର୍ ଲକ୍ମ୍ନ୍କାର୍ ବିତ୍ରେ ଇଶ୍ଵରାର୍ ହାଇଁ ଲକ୍ମ୍ନ୍କେ ଗେନି ଆଚିସ୍