ପିଲିମନ୍ 1:5 - ବ୍ଡ଼୍ ହ୍ର୍ଜା ବାଇବଲ5 କାଇତାକ୍ ଯୀଶୁ ଖ୍ରୀଷ୍ଟର୍ ଉହ୍ରେ ତର୍ ବିଶ୍ବାସ୍, ଆର୍ ସ୍ବୁ ବିଶ୍ବାସିମ୍ନ୍କାର୍ ଗିନେ ତୁଇ କ୍ର୍ତା ଲାଡାର୍ ବିଷୟେ ମୁଇ ଶୁଣ୍ଲେ, အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍5 କାୟ୍ତାକ୍ବଃଲେକ୍ ମାପ୍ରୁ ଜିସୁ ଆର୍ ସଃବୁ ଇସ୍ୱରାର୍ ଲକ୍ମଃନାର୍ ତଃୟ୍ ତର୍ ଲାଡ୍ ଆର୍ ବିସ୍ୱାସାର୍ କଃତା ସୁଣି ଆଚି । အခန်းကိုကြည့်ပါ။ |
ମ୍ତର୍ ତୀମଥି ତୁମାର୍ ଲ୍ଗେ ହ୍ଣି ଅମାର୍ ଲ୍ଗେ ବାଉଳି ଆଇଲା ଆଚେ। ସେ ତୁମାର୍ମ୍ନ୍କାର୍ ବିଶ୍ବାସ୍ ଆର୍ ଲାଡ୍ ବିଷୟେ ସୁବ୍କ୍ବର୍ ଅମୁକେ ଦିଲାଆଚେ। ତୁମିମ୍ନ୍ ଅମୁକେ ସ୍ବୁବ୍ଳ୍ ମ୍ନେ ହ୍କାମ୍ଲାସ୍ ବ୍ଲି ତୀମଥି ଅମୁକେ କଇଲା। ତୁମିମ୍ନ୍ ଅମୁକେ ଆର୍ ଗଟେତର୍ ଦ୍କୁକେ ମ୍ନ୍କ୍ରୁଲାସ୍ ବ୍ଲି ସେ ଅମୁକେ କଇଲା। ଅମିମ୍ନ୍ ହେଁ ତୁମୁକ୍ମ୍ନ୍ ଦ୍କୁକେ ବେସି ଇଚା କ୍ରୁଲୁ।