Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ମାର୍କ 9:32 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

32 ମ୍‍ତର୍ ସେମ୍‍ନ୍ ସେ କ୍‌ତା ବୁଜୁ ନ୍‌ହାର୍‍ଲାଇ ଆର୍ ତାକେ ହ୍‍ଚାରୁକେ ଡିର୍‍ତି ରିଲାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

32 ମଃତର୍‌ ସେମଃନ୍ ଇ କଃତା ବୁଜୁ ନଃହାୟ୍‌ଲାୟ୍‌ ଆର୍‌ ଜିସୁକେ ହଃଚାରୁକ୍‌ ଡିର୍ତି ରିଲାୟ୍‌ ।

အခန်းကိုကြည့်ပါ။ ကော်ပီ




ମାର୍କ 9:32
12 ပူးပေါင်းရင်းမြစ်များ  

ହ୍‌ଚେ ଏଗାର୍ ଗଟ୍ ହ୍‌ଟାଇଲା ଚେଲାମ୍‌ନ୍ କାମ୍‌କେ ବ୍‍ସିରିଲା ବ୍‍ଳ୍, ଯୀଶୁ ସେମ୍‍ନ୍‍‍କେ ଦ୍‍କାଇ ଅଇଲା ଆରେକ୍‌ ସେମ୍‍ନ୍‍କାର୍ ଅବିଶ୍‍ବାସ୍ ଆର୍ ମ୍‌ନ୍ ଅଟୁଆର୍‌ ଗିନେ ସେମ୍‍ନ୍‍‍କେ ଉଳ୍‌ଲା, କାଇତାକ୍ ସେମ୍‍ନ୍ ତାକେ ଆର୍ ଗଟେତର୍ ଜୀବନ୍ ଦ୍‍କିକ୍‍ରି ହେଁ ବିଷ୍‍ବାସ୍ କ୍‌ରୁକେ ମ୍‍ନା କ୍‌ଲାଇ।


ସେଡେବ୍‍ଳ୍ ଯୀଶୁ ସେମ୍‍ନ୍‍‍କେ ହ୍‌ଚାର୍‌ଲା, “ତୁମିମ୍‍ନ୍ ହେଁ କାଇରି ସେନ୍‍କାର୍ ନିର୍‍ବୁଦିଆ? ଜୁଇରି ହେଁ କାଦି ମାନାଇର୍ ବିତ୍‌ରେ ହୁରେଦ୍, ସେରି ତାକେ କ୍‍ରାପ୍ କ୍‌ରୁନାହାରେ,


ମ୍‍ତର୍ ସେ ବୁଲିକ୍‍ରି ନିଜାର୍ ଚେଲାମ୍‍ନ୍‍କେ ଦ୍‍କି ପିତର୍‍କେ ଦ୍‍ମ୍‍କାଇ କ୍‍ରି କଇଲା, “ରେ ଶଇତାନ୍!, ମର୍ ମୁଏ ହ୍‍ଣି ଦୁର୍ ଅଉଅ, କାଇତାକ୍ ତୁଇ ଇଶ୍ୱର୍‌ ବିଷୟ୍ ନ୍‍ବାବି ଲକାର୍‌ ବିଷୟ୍ ବାବୁଲିସ୍।”


ସେଡେବ୍‍ଳ୍ ସେମ୍‍ନ୍ ଡଙ୍ଗୁର୍ ଉହ୍‍ରେ ଜୁଇରି ଅଇଲି ସେ ବିଷୟ୍ କାକେ କଇ ନ୍‌କେର୍‌ତି ମ୍‍ତର୍ “ମାନାଇ ହିଲା ଆର୍ ତରେକ୍ ମରିକ୍‍ରି ଜୀବନ୍ ଅଉତା” ବିଷୟ୍‌କେ ନିଜାର୍ ନିଜାର୍ ବିତ୍‌ରେ କ୍‌ତାବାର୍‍ତା ଅମ୍‍କେ ଲାଗ୍‍ଲାଇ।


ମ୍‍ତର୍ ଚେଲାମ୍‌ନ୍ ଯୀଶୁ କଇଲା ଇକ୍‍ତାର୍ ଅର୍‍ତ ବୁଜୁ ନ୍‌ହାର୍‍ଲାଇ, ଇକ୍‍ତା ସେମ୍‍ନ୍‍କାର୍ ତ୍ଇହ୍‍ଣି ଲୁକ୍‌ଲା ହର୍ ଅଇରିଲି, ଆର୍, ଜୁଇ ଜୁଇରି ଯୀଶୁ କ୍ଉତିରିଲା, ସେସ୍‍ବୁ ସେମ୍‍ନ୍ ବୁଜୁ ନାହାର୍‌ତି ରିଲାଇ।


ମ୍‍ତର୍ ଯୀଶୁ ସେମ୍‍ନ୍‍‍କେ ଜୁଇକ୍‍ତା କଇଲା, ସେମ୍‍ନ୍ ତାର୍ କ୍‌ତାକେ ବୁଜୁ ନ୍‌ହାର୍‍ଲାଇ।


ସ୍‌ଡେବ୍‌ଳ୍ ସେମ୍‍ନ୍ ଜ୍‌ନ୍‌କ୍‌ରି ଦ୍‌ର୍‌ମ୍ ଶାସ୍‌ତର୍ ବୁଜୁ ହାର୍‌ତି ସେତାର୍‍ଗିନେ ଲେକା ଅଇରିଲି, ସେତାର୍‍ଗିନେ ସେ ସେମ୍‍ନ୍‍‍କେ ମ୍‌ନ୍ ଉଜାଳ୍ ଜାଣାଉତି।


ମ୍‍ତର୍ ଚେଲାମ୍‌ନ୍ ଇକ୍‍ତାର୍ ଅର୍ତ ବୁଜୁ ନ୍‌ହାର୍‍ଲାଇ, ଆର୍ ସେମ୍‍ନ୍ ଜ୍‌ନ୍‌କ୍‌ରି ବୁଜୁ ନାହାର୍‌ତି ସେତାର୍‍ଗିନେ ଇଶ୍ୱର୍‌ ଇରି ସେମ୍‍ନ୍‍କାର୍ ତ୍ଇହ୍‍ଣି ଲୁକାଇ ରିଲା, ସେମ୍‍ନ୍ ହେଁ ଇ ବିଷୟେ ତାକେ ହ୍‍ଚାରୁକେ ଡିର୍‍ତି ରିଲାଇ।


ସେଡେବ୍‍ଳ୍ ଚେଲାମ୍‌ନ୍ ଇକ୍‍ତାର୍ ଅର୍ତ ବୁଜୁ ନ୍‌ହାର୍‍ଲାଇ, ମ୍‍ତର୍ ଯୀଶୁ ଜ୍‌ଡେବ୍‌ଳ୍ ମ୍‍ରିକ୍‍ରି ଜୀବନ୍ ହାଇ ଉଟ୍‍ଲା ସେଡେବ୍‍ଳ୍ ଇରି ସେମ୍‍ନ୍‍କାର୍ ମ୍‌ନେ ହ୍‍ଳ୍‍ଲି, ଯୀଶୁର୍ ବିଷୟେ ଦ୍‌ର୍‌ମ୍ ଶାସ୍‌ତର୍ ଲ୍‌ଗେ ଇ ସ୍‌ବୁ ଲେକା ଅଇରିଲି, ଆର୍ ସେନ୍‍କ୍‌ରି ଯୀଶୁ କାମ୍ କ୍‌ର୍‌ତିରିଲା।


ଚେଲାମ୍‌ନ୍ ତାକେ ଇ ବିଷୟେ ହ୍‍ଚାରୁକେ ମ୍‌ନ୍ କ୍‌ରୁଲାଇ ବ୍‍ଲି ଯୀଶୁ ଜାନ୍‌ଲା ଆର୍ ସେମ୍‍ନ୍‍‍କେ କଇଲା, “ଅଳକ୍ ସମୟ୍ ହ୍‌ଚେ ତୁମିମ୍‍ନ୍ ମକେ ଦ୍‌କୁ ନାହାରାସ୍ ଆର୍ ସମୟ୍ ହ୍‌ଚେ ହ୍‌ଚେ ଦ୍‌କୁହାରାସ୍ ବ୍‍ଲି କଇଲା କ୍‌ତାକ୍ ତୁମିମ୍‍ନ୍ ତୁମାର୍ ତୁମାର୍ ବିତ୍‌ରେ ତାର୍ ଅର୍ତ କାଇରି ବ୍‍ଲି ଦ୍‍ନ୍ଦା ନ୍‌ମ୍‌ଲାସ୍ କି?


ସେଡେବ୍‌ଳ୍ ଚେଲାମ୍‌ନ୍ ସ୍‌ହରେ ହ୍‍ଣି ଲେଉଟି ଆଇଲାଇ, ଆର୍ ଯୀଶୁ ଗଟେକ୍ ମାଇଜିକେ କ୍‌ତା ଅଉତି ରିଲାର୍ ଦ୍‍କି କାବା ଅଇଲାଇ, “ତୁଇ ତାର୍ ତ୍ଇହ୍‍ଣି କାଇରି ମ୍‌ନ୍ କ୍‍ରୁଲିସ୍? କି କାଇତାକ୍ ତୁଇ ତାର୍‌ସ୍‍ଙ୍ଗ୍‍ କ୍‌ତା କ୍‍ରୁଲିସ୍ ବ୍‍ଲି କେ ହେଁ ଯୀଶୁକେ ନ୍‌ହେଚାର୍‌ଲାଇ।”


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ