ମାର୍କ 9:3 - ବ୍ଡ଼୍ ହ୍ର୍ଜା ବାଇବଲ3 ଆରେକ୍ ଯୀଶୁର୍ ରୁପ୍ ସେମ୍ନ୍କାର୍ ସାମ୍ନାଇ ବାଦୁଲ୍ଲି, ସେ ହିନ୍ଦିରିଲା ହ୍ଚିଆ ଅନ୍କ୍ରି ଉଜାଳ୍ ଆର୍ ବେସି ଦବ୍ଳା ର୍ଙ୍ଗ୍ ଅଇଲି ଯେ, ହୁର୍ତିବିର୍ କାଇରି ହେଁ କଇକ୍ରି ସେନ୍କ୍ରି ଦବ୍ଳା ରଙ୍ଗ୍ କ୍ରୁନାହାରେ। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍3 ଆର୍ ତାକାର୍ ମୁଏଁ ଜିସୁ ଅଃହ୍ଣାର୍ ଗଃଗାଳାର୍ ରୁହ୍ ବାଦ୍ଲାୟ୍ଲା, ତାର୍ ବଃସ୍ତର୍ ଇବାନ୍ୟା ଉଜାଳ୍ ଆର୍ ଚିଟ୍ ଦବ୍ ଅୟ୍ଲି, ହୁର୍ତିବିର୍ କୁୟ୍ ଦବା ହେଁ ସେବାନ୍ୟା କଃରି ଆକାଳୁ ନାହାରେ । အခန်းကိုကြည့်ပါ။ |
ତାର୍ ହ୍ଚେ ମୁଇ ବେସିଲକାର୍ ବିଡ୍ ଦ୍କ୍ଲେ। ସେତି ବେସିଲକ୍ ରିଲାଇ କେହେଁ ସେମ୍ନ୍କେ ଗ୍ଣୁ ନ୍ହାର୍ତି। ସେମ୍ନ୍ ସ୍ବୁ ଜାତି, ସ୍ବୁ ଗଷ୍ଟି, ସ୍ବୁ ବ୍ଉଁସାର୍ ଆର୍ ସ୍ବୁ ବାଷା କ୍ଉତାଲକ୍ ରିଲାଇ। ସେ ଲକ୍ମ୍ନ୍ ରାଜ୍ଗାଦି ଆର୍ ମେଣ୍ଢା ଯେ କି ଯୀଶୁର୍ ସାମ୍ନାଇ ଟିଆ ଅଇରିଲାଇ। ସେମ୍ନ୍ ସ୍ବୁ ଲକ୍ ଦବ୍ ର୍ଜାର୍ ବ୍ସ୍ତର୍ ହିନ୍ଦି ଆତେ କ୍ଜ୍ରି ଡାଳ୍ ଦ୍ରିରିଲାଇ।