46 ସେମ୍ନ୍କେ ହ୍ଟାଇଲା ହ୍ଚେ ଯୀଶୁ ପାର୍ତେନା କ୍ରୁକେ ଡଙ୍ଗୁର୍ ଉହ୍ରେ ଗ୍ଲା।
46 ଜିସୁ ଲକ୍ମଃନ୍କେ ସେଲଚାଡି ଦଃୟ୍ ପାର୍ତ୍ନା କଃରୁକେ ଡଙ୍ଗୁର୍ ଉହ୍ରେ ଗଃଲା ।
ଲକ୍ମ୍ନ୍କେ ହଟାଇଲା ହ୍ଚେ ଯୀଶୁ ପାର୍ତେନା କ୍ରୁକେ ଡଙ୍ଗୁର୍ ଉହ୍ରେ ଗ୍ଲା, ଆରେକ୍ ସ୍ଞ୍ ଅଉତା ହ୍ତେକ୍ ସେ ସେତି ଏକ୍ଲା ରିଲା।
ମ୍ତର୍ ତୁମି ପାର୍ତେନା କ୍ର୍ତାବ୍ଳ୍ ତୁମାର୍ ଲୁକିରିଲା ବିତୁର୍ ଗ୍ରେ ହୁରା, ଆରେକ୍ ତୁମାର୍ କାହାଟ୍କେ ବ୍ନ୍ଦ୍କ୍ରି ତୁମାର୍ ଲୁକିରିଲା ଉବାର୍ ମୁଏ ପାର୍ତେନା କ୍ରା। ଆର୍ ତୁମାର୍ ଉବା ଯେ କି ଲୁକିରିଲା କ୍ତା ଦ୍କେଦ୍, ସେ ତୁମୁକେ ହ୍ଳ୍ ଦେଇଦ୍।
କୁକ୍ଳା ବାଶେ ଯୀଶୁ ଉଟିକ୍ରି ବାରିଗ୍ଲା ଆର୍ ଗଟେକ୍ ଶୁନ୍ସାନ୍ ଜାଗାଇ ଗ୍ଲା ଜୁଇତି କି ସେ ଗଟେକ୍ ରେଇ ପାର୍ତେନା କ୍ରୁକେ ଲାଗ୍ଲା।
ସ୍ଞ୍ ଅଇଲା ହ୍ଚେ ଡଙ୍ଗା ଗାଲିଲୀ ଜିଲାର୍ ସ୍ମ୍ଦୁର୍ କ୍ଣ୍ଡିଏ ହ୍ଣି ଦୁରିକେ ରିଲି, ଆର୍ ଯୀଶୁ ସେ ଡଙ୍ଗୁର୍ ଲ୍ଗେ ଗଟେଲକ୍ ରିଲା।
ସେଡେବ୍ଳ୍ ଯୀଶୁ ପାର୍ତେନା କ୍ରୁକେ ଗଟେକ୍ ଡଙ୍ଗ୍ରେ ଗ୍ଲା, ଆର୍ ସେତି ସେ ରାତି ସାରା ଇଶ୍ଵରାର୍ ତ୍ଇ ପାର୍ତେନା କ୍ଲା।
ପାଉଲ୍ କରନ୍ତି ସ୍ହରାର୍ ବିଶ୍ବାସିମ୍ନ୍କାର୍ ସ୍ଙ୍ଗ୍ ବେସିଦିନ୍ ରିଲା, ତାର୍ହ୍ଚେ ସେ ସେମ୍ନ୍କେ ଚାଡି ପ୍ରିସ୍କିଲା ଆର୍ ଆକ୍ବିଲାର୍ ସ୍ଙ୍ଗ୍ ସିରିୟା ରାଜିକେ ଜାଜେ ଚ୍ଗିଗ୍ଲା। କେଙ୍କ୍ରେୟା ସ୍ହରେ ହ୍ଣି ଜାଜେ ଚ୍ଗି ଜାତା ଆଗେ ତାର୍ ଗଟେକ୍ ଶଇତ୍ ରିଲି ଲାଗି ସେ ତାର୍ ମୁଣ୍ତ୍କେ କୁରାଇଲା।
ସେମ୍ନ୍କେ ଚାଡି ହ୍ଚେ ସେ ସେମ୍ନ୍କେ କଇଲା, “ଯଦି ଇଶ୍ଵରାର୍ ଇଚା ଅଇଦ୍ ତ୍ବେ ମୁଇ ଆରେକ୍ ତୁମାର୍ ଲ୍ଗେ ଆସିନ୍।” ତାର୍ହ୍ଚେ ସେ ଏଫିସ ସ୍ହରେ ହ୍ଣି ଜାଜେ ଚ୍ଗି ହ୍ଳାଇଲା।
ସେତି ମର୍ ବାଇ ତୀତସ୍କେ ନ୍ଦେକି ଜୀବନ୍ ନ୍ରିଲାର୍ ଲାଗି ତ୍ରୋୟା ସ୍ହରାର୍ ବିଶ୍ବାସିମ୍ନ୍କେ “ଜ୍ମ୍ଲେ” ବ୍ଲି କ୍ଇ, ତୀତସ୍କେ କଜୁକ୍ ମାକିଦନିଆ ଜିଲାକେ ଲେଉଟି ଆଇଲେ।
ଇରି କ୍ର୍ତା ହାଇଁ ତୁମି ବାଚା ଅଇଆଚାସ୍। ତୁମି ବାଟେ ଇଣ୍ଡ୍ତା ହାଇଁ ଖ୍ରୀଷ୍ଟ ଗଟେକ୍ ଉଦାହରଣ୍ ଦ୍କାଇଆଚେ, ସେ ଜାଇରି କ୍ରିରିଲା, ତୁମି ହେଁ ସେନ୍କାର୍ କ୍ର୍ତା ଉଚିତ୍। ସେ ତୁମାର୍ ହାଇଁ ଦୁକ୍କ୍ଷ୍ଟ୍ ହାଇ ରିଲାକ୍, ତୁମି ହେଁ ଦୁକ୍କ୍ଷ୍ଟ୍ ବଗ୍ଲା ବ୍ଳ୍ ସାସ୍ ଦ୍ରିରେତା ଦ୍ର୍କାର୍।