32 ସେତାକ୍ ସେମ୍ନ୍ ଡଙ୍ଗାଇ ବ୍ସି ଗଟେକ୍ ଶୁନ୍ସାନ୍ ଜାଗାଇ ବାରିଗ୍ଲାଇ।
32 ତାର୍ହଃଚେ ସେମଃନ୍ ସେ ଟାଣ୍ ଚାଡି ଡଙ୍ଗାୟ୍ ବଃସି ଗଟ୍ ସିଣିନ୍ଦ୍ ଟାଣେ ବାରାୟ୍ ଗଃଳାୟ୍ ।
ସେଡେବ୍ଳ୍ ବେସିଲକ୍, ଜ୍ନ୍କ୍ରି ଲକ୍ମ୍ନ୍ ତାର୍ ଉହ୍ରେ ମାଡା ମାଡି ଅଇ ନ୍ଅଦୁର୍ତି, ଇତାର୍ଗିନେ ଯୀଶୁ ନିଜାର୍ ଚେଲାମ୍ନ୍କେ ତାର୍ ଗିନେ ଗଟେକ୍ ସାନ୍ ଡଙ୍ଗା ଜାଗାମ୍କେ କଇଲା।
ସେଡେବ୍ଳ୍ ଚେଲାମ୍ନ୍ ଲକ୍ମ୍ନ୍କାର୍ ବାଳ୍କେ ଚାଡି, ଯୀଶୁ ଜ୍ନ୍କ୍ରି ରିଲା, ସେନ୍କ୍ରି ତାକେ ଡଙ୍ଗା ସ୍ଙ୍ଗ୍ ନ୍ଇକ୍ରି ଗ୍ଲାଇ। ଆରେକ୍, ଲକ୍ମ୍ନ୍ ଅଲ୍ଗା ଅଲ୍ଗା ଡଙ୍ଗାଇ ବ୍ସି ଯୀଶୁର୍ ସ୍ଙ୍ଗ୍ ଗ୍ଲାଇ।
ମ୍ତର୍ ବେସିଲକ୍ ସେମ୍ନ୍କେ ବାରିଯାତାର୍ ଦ୍କ୍ଲାଇ ଆର୍ ସେମ୍ନ୍ କୁନ୍ତି ଗଲାଇନି ସେରି ଦ୍କ୍ଲାଇ ଆର୍ ଜାନ୍ଲାଇ, ଆରେକ୍ ଲକ୍ମ୍ନ୍ ସ୍ବୁ ଗଳି ଗନ୍ଦି ବାଟ୍ ଅଇ ହ୍ଳାଇ ଜାଇ ଯୀଶୁ ଆର୍ ଚେଲାମ୍ନ୍କାର୍ କେଟ୍ଲା ଆଗେ ସେତି ଜାଇ ସେମ୍ନ୍ କେଟ୍ଲାଇ।
ସେମାଡେ ଯୀଶୁ ତାର୍ ଚେଲାମ୍ନ୍କେ ତାକାର୍ ଡଙ୍ଗାଇ ବ୍ସି ବେଥ୍ସାଇଦା ସ୍ହରାର୍ ସେହାଟିକେ ସେ କେଟ୍ତା ଆଗେ ଜ୍ମ୍କେ କଇଲା, ଆରେକ୍ ଯୀଶୁ ଇ ବିତ୍ରେ ଲକ୍ମ୍ନ୍କେ ତାକାର୍ ନିଜାର୍ ନିଜାର୍ ଗ୍ରେ ହ୍ଟାଇଲା।
ଆରେକ୍, ଯୀଶୁ ସେମ୍ନ୍କାର୍ ଲ୍ଗେଯାଇ ଡଙ୍ଗାଇ ଚ୍ଗ୍ଲା, ଆର୍ ହ୍ବନ୍ ତିର୍ ଅଇଲି। ସେଡେବ୍ଳ୍ ସେମ୍ନ୍ ମ୍ନେ ମ୍ନେ ଅଦିକ୍ କାବାଅଇଲାଇ,
ତାର୍ ହ୍ଚେ ଯୀଶୁ ଗାଲିଲୀ ଜିଲା ସ୍ମ୍ଦୁର୍ ବ୍ଲେକ୍ ତିବିରୀଆ ସ୍ମ୍ଦୁର୍ କ୍ଣ୍ତି ସେହାଟିକେ ଗ୍ଲା।