Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ମାର୍କ 5:36 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

36 ମ୍‍ତର୍ ଯୀଶୁ ସେ କ୍‌ତାଶୁଣି ନ୍‍ଶୁଣ୍‌ଲା ହର୍ ଅଇ ଯିହୁଦିମ୍‌ନ୍‌କାର୍ ପାର୍‌ତେନା ଗ୍‍ରାର୍ ମୁକିଆ ଯାଇରସ୍‍କେ କଇଲା, “ଡିରାନାଇ, ମ୍‍ତର୍ ମର୍ ଉହ୍‍ରେ ବିଶ୍‌ବାସ୍‌ କ୍‍ରା।”

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

36 ମଃତର୍‌ ଜିସୁ ସେମଃନାର୍‌ କଃତା ସୁଣ୍‌ଲା ନଃସୁଣ୍‌ଲା ହର୍‌ ଅୟ୍‌ ପାର୍ତ୍‌ନା ଗଃରାର୍‌ ମୁଳିକାକେ କୟ୍‌ଲା, “ଡିରା ନାୟ୍‌, ମଃତର୍‌ ବିସ୍ୱାସ୍‌ କଃର୍‌ ।”

အခန်းကိုကြည့်ပါ။ ကော်ပီ




ମାର୍କ 5:36
11 ပူးပေါင်းရင်းမြစ်များ  

ଯୀଶୁ ସେମ୍‍ନ୍‍‍କେ କଇଲା, “ତୁମାର୍‌ମ୍‌ନ୍‌କାର୍ ଅଳ୍‍କ୍ ବିଶ୍‍ବାସାର୍ ଗିନେ, କାଇତାକ୍ ମୁଇ ତୁମୁକ୍‌ମ୍‌ନ୍ ସ୍‌ତ୍ କ୍‌ମ୍‌ଲେ, ଯଦି ଗଟେକ୍ ସ୍‍ର୍‍ସୁ ମ୍‍ନ୍‍ଜି ହର୍ ତୁମାର୍‌ମ୍‌ନ୍‌କାର୍ ବିଶ୍‌ବାସ୍‌ ର୍‌ଇଦ୍, ସେରି ଅଇଲେକ୍ ଇ ଡଙ୍ଗୁର୍‍କେ ଇତିହ୍‍ଣି ସେତିକେ ଗୁଚିଯା ବ୍‍ଲି କଇଲେକ୍ ସେରି ଗୁଚି ଯାଇଦ୍, ଆର୍ କାଇରି ହେଁ ତୁମାର୍‌ମ୍‌ନ୍‌କାର୍ ହାଇଁ ଅସମ୍ବବ୍ ନଇ


ଯୀଶୁ ଇ ସ୍‌ବୁ ଶିକ୍ୟା ଦେତାବ୍‍ଳ୍ ଯାଇରସ୍ ନାଉର୍ ଗଟେକ୍ ଯିହୁଦିମ୍‌ନ୍‌କାର୍ ପାର୍‌ତେନା ଗ୍‍ରାର୍ ଅଦିକାରି ଯୀଶୁର୍ ଲ୍‌ଗେ ଆସି ତାର୍ ହାଦ୍‌ତ୍‌ଳେ ହ୍‍ଳି ମୁଣ୍ତିଆ ମାରି କଇଲା, “ମର୍ ସାନ୍ ଟକି ମ୍‌ଲାହର୍ ଅଇଆଚେ, ମ୍‍ତର୍ ତୁଇ ଆସି ତାର୍ ଉହ୍‍ରେ ଆତ୍ ସ୍‍ଙ୍ଗାଇଲେକ୍‌, ସେ ସ୍‌ତ୍‌କ୍‌ରି ବାଚେଦ୍।”


ସେଡେବ୍‍ଳ୍ ଯିହୁଦିମ୍‌ନ୍‌କାର୍ ପାର୍‌ତେନା ଗ୍‍ରାର୍ ମୁକିଆ ମ୍‌ନ୍‌କାର୍ ବିତ୍‌ରେ ଯାଇର୍‍ସ୍ ନାଉଁ ଗଟେକ୍ ଲକ୍ ଆସି ତାକେଦ୍‍କି ତାର୍ ହାଦ୍‌ତ୍‌ଳେ ହ୍‍ଳି ମୁଣ୍ତିଆ ମାର୍‍ଲା,


ସେତାକ୍ ଯୀଶୁ ତାକେ କଇଲା, “ଏ ଟକି, ତର୍ ବିଶ୍‌ବାସ୍‌ ତକେ ବ୍‍ଲ୍ କ୍‍ରିଆଚେ। ସୁସ୍‌ତାରେ ଇଣ୍ତି ଯାଆ ଆର୍ ତର୍ ର୍‍ଗେ ହ୍‍ଣି ତୁଇ ଉଦାର୍‌ ଅଇରେ।”


ସେଡେବ୍‍ଳ୍ ଯୀଶୁ ତାକେ କଇଲା, “କାଇରି କଇଲିସ୍, ‘ଯଦି କ୍‍ରୁହାର୍‍ସି’? କାଇତାକ୍ ଯେ ବିଶ୍‍ବାସ୍ କ୍‍ରେଦ୍ ତାର୍ ଗିନେ ସ୍‍ବୁ ଅଇଦ୍।”


ମ୍‍ତର୍ ଯୀଶୁ ଇରି ଶୁଣି ଯାଇରସ୍‍କେ କଇଲା, “ଡିରାନାଇ, ମର୍ ଉହ୍‍ରେ ବିଶ୍‌ବାସ୍‌ କ୍‍ରା।, ତର୍ ଜିଦି ବ୍‍ଲ୍ ଅଇଦ୍।”


ଯୀଶୁ ତାକେ କଇଲା, “ତୁଇ ବିଶ୍‍ବାସ୍ କ୍‌ଲେକ୍ ଇଶ୍ଵରାର୍ ମଇମା କାମ୍ ଦ୍‍କ୍‍ସି, ଇରି ମୁଇ ତୁମୁକେ କଇ ନ୍‌ରିଲେ କି?”


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ