Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ମାର୍କ 5:34 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

34 ସେତାକ୍ ଯୀଶୁ ତାକେ କଇଲା, “ଏ ଟକି, ତର୍ ବିଶ୍‌ବାସ୍‌ ତକେ ବ୍‍ଲ୍ କ୍‍ରିଆଚେ। ସୁସ୍‌ତାରେ ଇଣ୍ତି ଯାଆ ଆର୍ ତର୍ ର୍‍ଗେ ହ୍‍ଣି ତୁଇ ଉଦାର୍‌ ଅଇରେ।”

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

34 ଜିସୁ ତାକ୍‌ କୟ୍‌ଲା, “ଏ ମର୍‌ ଜିଇ ତର୍‌ ବିସ୍ୱାସ୍‌ ତକେ ଉଜ୍‌ କଃରିଆଚେ, ସୁସ୍ତାୟ୍‌ ଜାଆ ଆର୍‌ ତର୍‌ ରଗେ ହୁଣି ଉଜ୍‌ ଅୟ୍‌ରେ ।”

အခန်းကိုကြည့်ပါ။ ကော်ပီ




ମାର୍କ 5:34
19 ပူးပေါင်းရင်းမြစ်များ  

ଆର୍ ଦ୍‌କା, ଟାଟିଏ ସଇରିଲା ଗଟେକ୍ ନିର୍‍କୁଳୀ ରଗିକେ ଚାରିଲକ୍ ଯୀଶୁର୍ ଲ୍‌ଗେ ଟେକି ଆନ୍‍ଲାଇ, ଆରେକ୍‌ ଯୀଶୁ ସେମ୍‌ନ୍‍କାର୍ ବିଶ୍‌ବାସ୍‌ ଦ୍‍କି ସେ ନିର୍‍କୁଳୀ ରଗିକେ କଇଲା, “ହିଲା, ସାସ୍‌ଦ୍‌ର୍‌, ମୁଇ ତର୍ ସ୍‍ବୁ ପାପ୍ କେମା କ୍‌ଲେ।”


ମ୍‍ତର୍ ଯୀଶୁ ବୁଲିକ୍‍ରି ସେ ଟକିକେ ଦ୍‍କ୍‍ଲା ଆର୍ କଇଲା, “ଟକି, ସାସ୍‍ଦ୍‍ର୍, ତର୍ ବିଶ୍‌ବାସ୍‌ ତକେ ଉଦାର୍‌ କ୍‍ରିଆଚେ।” ସେଦିନେ ହ୍‍ଣି ସେ ଟକି ବ୍‍ଲ୍ ଅଇଲି।


ଯୀଶୁ ସେ କାଣାକେ କଇଲା, “ଯା! ତର୍ ବିଶ୍‍ବାସ୍ ତକେ ଉଦାର୍‌ କ୍‍ରିଆଚେ।” ସେମାଡେ ତାର୍ ଆକି ଡିସ୍‍ଲି ଆର୍ ସେ ବାଟେହ୍‌ଣି ଯୀଶୁର୍ ହ୍‌ଚେ ଇଣ୍ତ୍‍ତି ରିଲା ଲକ୍‌ମ୍‌ନ୍‌କାର୍‌ ସ୍‍ଙ୍ଗ୍‍ ମିସି ଯୀଶୁର୍ ହ୍‌ଚେ ହ୍‌ଚେ ଇଣ୍ଡ୍‌ଲା।


କାଇତାକ୍ ଯୀଶୁ ବେସି ରଗିଲକ୍‌କେ ବ୍‌ଲ୍‌କ୍‍ଲା ରଗିମ୍‌ନ୍ ସ୍‍ବୁ ତାକେ ଚୁଉତାର୍ ଗିନେ ତାର୍ ଉହ୍‍ରେ ମାଡି ଅଦୁର୍‍ତି ରିଲାଇ।


ସେମାଡେ ତାର୍ ବ୍‌ନି ଜାତାର୍ ବ୍‍ନ୍ଦ୍ ଅଇଲି, ଆରେକ୍‌ ସେ ଯେ ରଗେ ହ୍‍ଣି ବ୍‍ଲ୍ ଅଇଆଚି, ଇରି ସେ ନିଜାର୍ ଗ୍‍ଗାଳେହ୍‍ଣି ରଗ୍ ଗ୍‍ଲି ବ୍‍ଲି ଜାନ୍‍ଲି।


ସେଡେବ୍‍ଳ୍ ସେ ମାଇଜି ନିଜାର୍ ଗ୍‌ଗାଳ୍ ବ୍‍ଲ୍ ଅଇଲିଆଚେ ବ୍‍ଲି ଜାଣି, ଚିତି ଅଇକ୍‍ରି ହେଁ ଯୀଶୁକେ ଚୁଇଲି, ସେତାର୍‍ଗିନେ ସେ ଡିରିକ୍‍ରି ତ୍‌ର୍ ତରି ଆସି ଯୀଶୁର୍ ହାଦ୍‌ତ୍‌ଳେ ହ୍‍ଳି ସ୍‍ବୁ ସ୍‌ତ୍‌କ୍‍ତା ତାକେ କଇଲି।


ଯୀଶୁ ତାକେ କଇଲା, “ଉଟି ଯାହା ମର୍‍ତ୍‌ଇ ବିଶ୍‌ବାସ୍‌ କ୍‌ଲାକେ ଇଶ୍ୱର୍‌ ତକେ ବ୍‍ଲ୍ କ୍‍ରିଆଚେ।”


ଯୀଶୁ କାଣାକେ କଇଲା, “ଆକି ଦ୍‍କ୍, ତୁଇମକେ ବିଶ୍‍ବାସ୍ କ୍‌ଲାକେ ଇଶ୍ୱର୍‌ ତକେ ଉଦାର୍‌ କ୍‍ରିଆଚେ।”


ମ୍‍ତର୍ ଯୀଶୁ ସେ ମାଇଜିକେ କଇଲା, “ତର୍ ବିଶ୍‌ବାସ୍‌ ତକେ ଉଦାର୍‌ କ୍‍ଲିଆଚେ। ସୁସ୍‌ତା ସ୍‍ଙ୍ଗ୍‍ ଯାଆ।”


ସେତାକ୍ ଯୀଶୁ ତାକେ କଇଲା, “ଟକି! ତର୍ ବିଶ୍‌ବାସ୍‌ ତକେ ବ୍‍ଲ୍ କ୍‍ରିଆଚେ। ସୁସ୍‌ତାରେ ଇଣ୍ତି ଯାଆ।”


ସେତି ସେ ବ୍‌ସିକ୍‌ରି ପାଉଲାର୍ ଶିକ୍ୟା ଶୁଣ୍‍ତି ରିଲା, ପାଉଲ୍ ଜାନ୍‌ଲା ଯେ ସେ ବିଶ୍‍ବାସ୍ କ୍‌ରୁଲା, ଆର୍ ସେ ବ୍‍ଲ୍ ଅଇଦ୍‌ ସେତାର୍‍ଗିନେ ସେ ତାର୍ ହାକ୍ ଆକିର୍ ହାଣି ମ୍‌ରାଇ କ୍‍ରି ଦ୍‍କ୍‍ଲା ଆର୍ ବ୍‍ଡ୍ ଟଣ୍ତ୍‌କ୍‌ରି କଇଲା,


ଆର୍ ସେତି କ୍‍ତିଦିନ୍ ରିଲା ହ୍‌ଚେ ଯିହୁଦା ଆର୍ ଶୀଲାକେ ସେମ୍‍ନ୍ ହ୍‌ଟାଇ ରିଲାଇ, ସେମ୍‍ନ୍‍କାର୍ ଲ୍‌ଗେ ଲେଉଟି ଆସ୍‌ତାର୍ ଗିନେ ଜାଇରିଲା ବାଇମ୍‌ନ୍‌କେ ସେତିର୍ ବିଶ୍‍ବାସିମ୍‌ନ୍‌ ସୁସ୍‌ତାରେ ହ୍‌ଟାଇ ଦିଲାଇ,


ତ୍‍ବେ ସେ ଜେଇଲାର୍ ଅଦିକାରି ପାଉଲ୍‌କେ କଇଲା, “ତକେ ଆର୍ ଶୀଲାକେ ଚାଡି ଦେମ୍‌କେ ଶଇନ୍‌ମ୍‌ନ୍‌କେ ହ୍‌ଟାଇ ଆତ୍‍ତି, ସେତାର୍‍ଗିନେ ଅବେ ତୁମିମ୍‍ନ୍ ସୁସ୍‌ତାରେ ଇଣ୍ତି ଜାହା।”


ଆରେକ୍‌ ତୁମି ତାକେ କ୍‍ମ୍‍ଲାସ୍, “ଇଶ୍ଵର୍ ତର୍‍ସ୍‍ଙ୍ଗ୍ ରେଅ, ତୁମି ଉସୁମ୍ ଅଇରିଆ ଆର୍ କାମ୍‌କେ ଜ୍‌ବର୍ ମିଳ ଆର୍ ସୁସ୍‌ତାରେ ରିଆ।” ତୁମି ଇ ସ୍‌ବୁ ବିଷୟରେ ବେକାରେ କ୍‍ମ୍‍ଲାସ୍, ମ୍‍ତର୍ ତାକେ ଯୁଣ୍‌ରି ଦ୍‌ର୍‌କାର୍ ରିଲି ସେରି ତାକେ ନ୍‌ଦେମ୍‌ଲାସ୍, ଯଦି ତୁମି ତାକେ ସାଇଜ କ୍‍ରି ନ୍‌କେରାସ୍, ତ୍‌ନ୍‌ଅଇଲେକ୍ ତୁମାର୍ କ୍‌ତାସ୍‍ବୁ କୁଇରି ହେଁ ଲାବ୍‌ନାଇ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ