Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ମାର୍କ 3:6 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

6 ସେମାଡେ ଫାରୂଶୀମ୍‍ନ୍‍ ଜାଇ ଯୀଶୁକେ ନାସ୍ କ୍‌ରୁକେ ତାର୍ ବିରୁଦେ ହେରୋଦିୟ ଦ୍‌ଳାର୍ ଲକ୍‍ମ୍‍ନ୍‍କାର୍ ସ୍‍ଙ୍ଗ୍‍ ଉପାଇ କ୍‌ରୁକେ ଲାଗ୍‍ଲାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

6 ତାର୍‌ହଃଚେ ପାରୁସିମଃନ୍ ସେତିହୁଣି ବାରାୟ୍‌ ଗଃଲାୟ୍‌, ଆର୍‌ ସେଦାହ୍ରେ ସେମଃନ୍ ହେରଦିୟ ଦଃଳାର୍‌ କଃତିଲକାର୍‌ ସଃଙ୍ଗ୍ ମିସ୍‌ଲାୟ୍‌ ଆର୍‌ ଜିସୁକେ ମଃର୍ନେ ମାରୁଆଁ ବଃଲି କୁଟ୍‌ ହାଚ୍‌ଲାୟ୍‌ ।

အခန်းကိုကြည့်ပါ။ ကော်ပီ




ମାର୍କ 3:6
10 ပူးပေါင်းရင်းမြစ်များ  

ମ୍‍ତର୍ ଫାରୂଶୀମ୍‍ନ୍‍ ବାରିଜାଇ ଯୀଶୁକେ ନାସ୍ କ୍‌ରୁକେ ତାର୍ ବିରୁଦେ ଉପାଇ ହାଚ୍‍ଲାଇ।


ଆର୍ ତାର୍ ହ୍‌ଚେ, ସେ ଫାରୂଶୀମ୍‍ନ୍‍ ହେରୋଦିୟ ଦ୍‌ଳାର୍ ଲକାର୍‌ ସ୍‍ଙ୍ଗ୍‍ ନିଜାର୍ ଚେଲାମ୍‍ନ୍‍କେ ଶିକାଇ କ୍‍ରି ଯୀଶୁର୍ ଲ୍‌ଗେ ହ୍‌ଟାଇଲାଇ, ଆର୍ ସେମ୍‌ନ୍ ଯୀଶୁର୍ ଲ୍‌ଗେ ଆସି କଇଲାଇ, “ଏଗୁରୁ, ଅମିମ୍‍ନ୍ ଜାଣୁ, ତୁଇ ସ୍‌ତ୍ ଆର୍ ସ୍‌ତ୍ ହର୍ ଇଶ୍ଵରାର୍ ବାଟ୍ ଶିକ୍ୟା ଦେମ୍‍ଲିସ୍, ଆର୍ କାକେ ନ୍‌ଡିରିସ୍। କାଇତାକ୍ ତୁଇ ସ୍‌ବ୍‍କେ ସ୍‍ମାନ୍ ଦ୍‌କୁଲିସ୍।


ହ୍‌ଚେ ଯୀଶୁର୍ କ୍‌ତାର୍ ବୁଲ୍ ଦ୍‌ରୁକେ ସେମ୍‌ନ୍ ଫାରୂଶୀ ଆର୍ ହେରୋଦିୟ ଦ୍‌ଳାର୍ ଲକ୍‍ମ୍‌ନ୍‍କାର୍ ବିତ୍‌ରେହ୍‌ଣି କ୍‍ତେକ୍ ଲକ୍‌କେ ତାର୍ ଲ୍‌ଗେ ହ୍‌ଟାଇଲାଇ।


ହ୍‌ଚେ ଯୀଶୁ ଚେଲାମ୍‍ନ୍‍କେ ଅଟୁଆ ଆଦେଶ୍ ଦିଲା, “ଜାଗ୍‌ରତ୍ ଅଉଆ, ଫାରୂଶୀମ୍‍ନ୍‍କାର୍ ଆର୍ ହେରୋଦ୍ ର୍‍ଜାର୍ ସଡା ତ୍‌ଇ ସାବ୍‍ଦାନ୍ ଅଇରିଆ।”


ମୁକିଆ ଜାଜକ୍ ଆର୍ ମୋଶାର୍ ନିଆଇ ଶିକାଉତା ଲକ୍‍ମ୍‍ନ୍ କ୍‍ନ୍‍କ୍‍ରି ଯୀଶୁକେ ମ୍‌ର୍‌ନେ ମାରୁହାର୍‌ତି, ସେତିର୍ ବୁଦି ହାଚ୍‍ତି ରିଲାଇ। କାଇତାକ୍ ସେମ୍‍ନ୍ ମ୍‍ତର୍ ଲକ୍‌ମ୍‍ନ୍‌କେ ଡିର୍‍ତି ରିଲାଇ।


ମ୍‍ତର୍ ଫାରୂଶୀ ଆର୍ ଦ୍‌ର୍‌ମ୍ ଶାସ୍‌ତର୍ ଜାନ୍‍ତା ଲକ୍‍ମ୍‍ନ୍ ବେସି ରିସା ଅଇଲାଇ, ଆର୍ ଯୀଶୁକେ କାଇରି କ୍‍ରୁମା ବ୍‍ଲି ନିଜାର୍ ନିଜାର୍ ବିତ୍‌ରେ କ୍‌ତାବାର୍‍ତା କ୍‌ରୁକେ ଲାଗ୍‍ଲାଇ।


ସେତାକ୍ ସେଦିନ୍ ହ୍‍ଣି ଯିହୁଦି ନେତାମ୍‍ନ୍ ଯୀଶୁକେ ମ୍‌ର୍‌ନେ ମାରୁକେ ଚେଷ୍ଟା କ୍‌ଲାଇ।


ପବିତର୍ ଆତ୍ମାର୍ ଶ୍‌କ୍‌ତି ସ୍‍ଙ୍ଗ୍‍ ତୁଇ ଅମାର୍ ହୁର୍‍ବାର୍ କାଳାର୍ ଲକ୍‌ମ୍‍ନ୍‌କେ, ତର୍ ଦାସ୍ ଅମାର୍ ଉବା ଦାଉଦ୍ ର୍‌ଜା ଇକ୍‍ତା କଇରିଲା, ଯିହୁଦି ଚାଡି ବିନ୍‍ଜାତି ଲକ୍‍ମ୍‍ନ୍ କାଇତାକ୍ ମାଡ୍‌ଗଳ୍ କ୍‌ରୁଲାଇ, ଆର୍ ସ୍‌ବୁ ଇସ୍ରାଏଲ୍ ଲକ୍‍ମ୍‍ନ୍ କାଇତାକ୍ ବେକାରେ ଲିନ୍ଦା କ୍‌ରୁଲାଇ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ