Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ମାର୍କ 2:5 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

5 ଯୀଶୁ ସେମ୍‍ନ୍‍କାର୍ ବିଶ୍‌ବାସ୍‌ ଦ୍‍କି ସେ ନିର୍‍କୁଳୀ ରଗିକେ କଇଲା, “ବାଇ, ମୁଇ ତର୍ ସ୍‍ବୁ ପାପ୍ କେମା କ୍‌ଲେ।”

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

5 ଜିସୁ ସେ ଲକ୍‌ମଃନାର୍‌ ବିସ୍ୱାସ୍‌ ଦଃକି ଏକ୍‌ଅଃଙ୍ଗି ରଗିକ୍‌ କୟ୍‌ଲା, “ଏ ହିଲା ତର୍‌ ହାହ୍‌ ସଃବୁ କେମା କଃରା ଅୟ୍‌ଲି ।”

အခန်းကိုကြည့်ပါ။ ကော်ပီ




ମାର୍କ 2:5
28 ပူးပေါင်းရင်းမြစ်များ  

ଆର୍ ଦ୍‌କା, ଟାଟିଏ ସଇରିଲା ଗଟେକ୍ ନିର୍‍କୁଳୀ ରଗିକେ ଚାରିଲକ୍ ଯୀଶୁର୍ ଲ୍‌ଗେ ଟେକି ଆନ୍‍ଲାଇ, ଆରେକ୍‌ ଯୀଶୁ ସେମ୍‌ନ୍‍କାର୍ ବିଶ୍‌ବାସ୍‌ ଦ୍‍କି ସେ ନିର୍‍କୁଳୀ ରଗିକେ କଇଲା, “ହିଲା, ସାସ୍‌ଦ୍‌ର୍‌, ମୁଇ ତର୍ ସ୍‍ବୁ ପାପ୍ କେମା କ୍‌ଲେ।”


ମ୍‍ତର୍ ଯୀଶୁ ବୁଲିକ୍‍ରି ସେ ଟକିକେ ଦ୍‍କ୍‍ଲା ଆର୍ କଇଲା, “ଟକି, ସାସ୍‍ଦ୍‍ର୍, ତର୍ ବିଶ୍‌ବାସ୍‌ ତକେ ଉଦାର୍‌ କ୍‍ରିଆଚେ।” ସେଦିନେ ହ୍‍ଣି ସେ ଟକି ବ୍‍ଲ୍ ଅଇଲି।


‘ତର୍ ପାପ୍‌ସ୍‌ବୁ କେମା ଅଇଲି ବ୍‍ଲି କ୍ଉତାର୍’ କି, ‘ଉଟ୍ ଆର୍ ଇଣ୍ତିକ୍‌ରି ଜା’ ବ୍‍ଲି କ୍‍ମା, କାଇରି ସ୍‍ହଜ୍ କ୍‌ତା?


ମ୍‍ତର୍ ମୋଶାର୍ ନିଆଇ ଶିକାଉତା ଲକ୍ ସେ ଜାଗାଇ ବ୍‌ସି ନିଜାର୍ ନିଜାର୍ ମ୍‌ନେ ଚିଡ୍‍ହଡ୍ କ୍‍ର୍‍ତିରିଲାଇ,


ସେତାକ୍ ଯୀଶୁ ତାକେ କଇଲା, “ଏ ଟକି, ତର୍ ବିଶ୍‌ବାସ୍‌ ତକେ ବ୍‍ଲ୍ କ୍‍ରିଆଚେ। ସୁସ୍‌ତାରେ ଇଣ୍ତି ଯାଆ ଆର୍ ତର୍ ର୍‍ଗେ ହ୍‍ଣି ତୁଇ ଉଦାର୍‌ ଅଇରେ।”


ଯୀଶୁ ସେମ୍‍ନ୍‍କାର୍ ବିଶ୍‌ବାସ୍‌ ଦ୍‍କିକ୍‍ରି ସେ ରଗିକେ କଇଲା, “ଏ ବାଇ, ମୁଇ ତର୍ ପାପ୍‌ସ୍‌ବୁ କେମା କ୍‌ଲେଆଚି।”


ସେତାକ୍ ଯୀଶୁ ତାକେ କଇଲା, “ଟକି! ତର୍ ବିଶ୍‌ବାସ୍‌ ତକେ ବ୍‍ଲ୍ କ୍‍ରିଆଚେ। ସୁସ୍‌ତାରେ ଇଣ୍ତି ଯାଆ।”


ଆରେକ୍‌ ଲକ୍‍ମ୍‍ନ୍‍କାର୍ ବିଷୟେ ଜାଣୁକେ ତାକେ ଲକ୍‌ମ୍‌ନ୍‌କାର୍‌ ଲଡାନ୍‌ରିଲି, ଯୀଶୁ ସେମ୍‍ନ୍‍କାର୍ ମ୍‌ନ୍ ବିତ୍‌ରାର୍ ଚିନ୍‍ତା ଜାଣ୍‍ତିରିଲା।


ତାର୍ ହ୍‌ଚେ ଯୀଶୁ ତାକେ ମନ୍ଦିରେ ବେଟ୍ ଅଇଲା ଆର୍ କଇଲା, “ଦ୍‍କ୍ ଅବେ ତୁଇ ବ୍‍ଲ୍ ଅଇଲି ଆଚ୍‍ସି ଆରେକ୍‌ ପାପ୍ କ୍‍ର୍‍ନାଇ, ନଇଲେକ୍ ତୁଇ ଆରେକ୍‌ ବେସି ଡ୍‌ଣ୍ଡ୍ ହାଉସି।”


ସେ ସେତି ହଚି ସେମ୍‌ନ୍‌କେ ଇଶ୍ୱର୍‌ କ୍‍ନ୍‍କ୍‍ରି ଆଶିର୍‌ବାଦ୍‌ କ୍‌ଲାଆଚେ ସେରି ଦ୍‍କି ବେସି ସ୍‍ର୍‍ଦା ଅଇଲା, ଆର୍ ସେ କଇଲା, “ମାପ୍‌ରୁର୍ ଗିନେ ତୁମାର୍ ସ୍‌ବୁ ହୁର୍‌ଦୟକେ ଦ୍‌ଇକ୍‌ରି ବ୍‍ଲ୍‌କାମ୍‌କ୍‌ରା।”


ସେତି ସେ ବ୍‌ସିକ୍‌ରି ପାଉଲାର୍ ଶିକ୍ୟା ଶୁଣ୍‍ତି ରିଲା, ପାଉଲ୍ ଜାନ୍‌ଲା ଯେ ସେ ବିଶ୍‍ବାସ୍ କ୍‌ରୁଲା, ଆର୍ ସେ ବ୍‍ଲ୍ ଅଇଦ୍‌ ସେତାର୍‍ଗିନେ ସେ ତାର୍ ହାକ୍ ଆକିର୍ ହାଣି ମ୍‌ରାଇ କ୍‍ରି ଦ୍‍କ୍‍ଲା ଆର୍ ବ୍‍ଡ୍ ଟଣ୍ତ୍‌କ୍‌ରି କଇଲା,


ଇସ୍ରାଏଲ୍ ଲକ୍‍ମ୍‍ନ୍ ଜ୍‌ନ୍‌କ୍‌ରି ପାପେହ୍‌ଣି ମ୍‌ନ୍ ବାଦ୍‍ଲାଉତି ଆର୍ ପାପ୍ କେମା ହାମ୍‌ ହାରତି ସେତାର୍‍ଗିନେ ଇଶ୍ୱର୍‌ ଯୀଶୁକେ ନେତା ଆର୍ ଉଦାର୍‌‌କ୍‌ର୍‌ତା କ୍‍ରି ଉଟାଇଲା ଆଚେ, ଆର୍ ତାକେ କାତାଆତ୍ ହାକ୍ ବ୍‌ସାଇଲା ଆଚେ।


ସେତାର୍‍ଗିନେ ଆଜି ତୁମାର୍ ବିତ୍‌ରେ ଗାଦିଲକ୍‌ମ୍‌ନ୍ ଦୁର୍‌ବଳ୍ ଅଇଲାଇ ଆତ୍‍ତି, ଆର୍ ରଗେ ହ୍‌ଳିକ୍‌ରି ମ୍‌ଲାଇ ଆତ୍‍ତି।


ମ୍‍ତର୍ ତୁମିମ୍‍ନ୍ ଜାର୍ କାଇରି କେମା କ୍‍ରାସ୍, ମୁଇ ହେଁ ତାକେ କେମା କ୍‌ରିନ୍ଦ୍, ସେରି ମୁଇ ତୁମାର୍‌ମ୍‌ନ୍‌କାର୍ ହାଇଁ ଯୀଶୁ ଖ୍ରୀଷ୍ଟର୍ ସାମ୍‍ନାଇ କେମା କ୍‌ରିଆଚି।


କାଇତାକ୍ ଦୟାର୍ ଗିନେ ବିଶ୍‍ବାସ୍ କ୍‌ଲାକେ ତୁମିମ୍‍ନ୍ ଉଦାର୍‌ ହାଇଆଚାସ୍। ସେରି ତୁମାର୍ ନିଜାର୍ ତ୍ଇହ୍‍ଣି ଅଇନ୍‌କେରେ, ସେରି ଇଶ୍ଵର୍ ଦିଲା ଦାନ୍,


ନିଜାର୍ ନିଜାର୍ ବିତ୍‌ରେ ରିସା ଅଉଆନାଇ, ମ୍‍ତର୍ ନିଜାର୍ ନିଜାର୍ ଲକ୍‌କେ କେମା ଦିଆସ୍, ଯଦି ଏକ୍‍ଲା ତୁମାର୍ ବୁଲ୍‌କାମ୍ କ୍‍ରେଦ୍, ତାକେ କେମା ଦିଆସ୍, ମାପ୍‌ରୁ ତୁମୁକ୍ କେମା କ୍‍ରେଦ୍, ସେତାର୍‍ଗିନେ ତୁମିମ୍‍ନ୍ ହେଁ ବିନ୍‌ ଲକ୍‌ମ୍‍ନ୍‌କେ କେମା ଦିଆସ୍।


ବିଶ୍‍ବାସ୍ ସ୍‌ଙ୍ଗ୍‌ କ୍‍ଲା ସେ ପାର୍‌ତେନା ତାକେ ବ୍‍ଲ୍ କ୍‍ରେଦ୍। ମାପ୍‌ରୁ ତାକେ ବ୍‍ଲ୍ କ୍‍ରେଦ୍, ଯ୍‌ଦି ଇଲକ୍ ପାପ୍ କ୍‍ରି ର୍‌ଇଦ୍, ତ୍‍ବେ ଇଶ୍ଵର୍ ତାକେ କେମା କ୍‍ରେଦ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ