37 ମ୍ତର୍ ଯୀଶୁ ବେଲ୍କି ଅଇକ୍ରି ମ୍ଲା।
37 ଜିସୁ ସେଦାହ୍ରେ ଉଲ୍ଗାଟ୍ ଅୟ୍ ଜିବନ୍ ଚାଡ୍ଲା ।
ମ୍ତର୍ ଯୀଶୁ ଆର୍ ଗଟେତର୍ ବେଲ୍କି ଅଇକ୍ରି କୁଦି ମ୍ଲା।
ଆରେକ୍, ଏକ୍ଲା ଦ୍ବ୍ଳି ଜାଇ ଗଟେକ୍ ସ୍ପଜ୍ ଆଣି ତାକେ ଅମ୍ବ୍ଳି ଅଙ୍ଗୁର୍ ର୍ସ୍ ଲାଗାଇ ଗଟେକ୍ ଆର୍ ସେରି କ୍ଣ୍ତେକ୍ ନ୍ଳା ଡାଙ୍ଗେ ଲାଗାଇଲା ଆର୍ ତାକେ ର୍ସ୍ କାମ୍କେ ଦିଲା, “ତାକେ ଏକ୍ଲା ଚାଡିଦିଆସ୍, ଅମି ଦ୍କୁ ଏଲିୟ ଉଦାର୍ କ୍ରୁକେ ଆସୁଲା କି ନାଇ, ଦ୍କୁମା।”
ଆର୍ ଯୀଶୁ ବେଲ୍କି ଅଇକ୍ରି କଇଲା, “ଏ ଉବା, ମୁଇ ତର୍ ଆତେ ମର୍ ଜୀବନ୍କେ ସ୍ହ୍ରି ଦେମ୍ଲେ ବ୍ଲି କ୍ଇକ୍ରି ସେ ମ୍ଲା।”
ଯୀଶୁ ସେରି ଶକ୍ଲା ଆର୍ କଇଲା, “ସ୍ର୍ଲିବେ।” ଅନ୍କ୍ରି କ୍ଇକ୍ରି ସେ ତାର୍ ମୁଣ୍ତ୍ ତ୍ଳେକ୍ରି ମ୍ଲା।
ଇଶ୍ଵର୍ ତାକେ ମ୍ଲାତ୍ଇହ୍ଣି ଉଦାର୍ କ୍ରି ଉଟାମ୍ ହାରେ ତାର୍ ଲ୍ଗେ ଯୀଶୁ ଇ ଜୀବନେ କାନ୍ଦି କାନ୍ଦିକ୍ରି କାନିକ୍ର୍ମ୍ ଅଇକ୍ରି ପାର୍ତେନା କ୍ରିରିଲା। ସେ ନ୍ମ୍ର ରେଇ ନିଜ୍କେ ସାନ୍ କ୍ରି ପାର୍ତେନା କ୍ରିରିଲା ଲାଗି ଇଶ୍ଵର୍ ତାର୍ ପାର୍ତେନା ଶୁଣିରିଲା।