17 ହ୍ଚେ ସ୍ଞ୍ ଅଇଲାକେ ଯୀଶୁ ତାର୍ ବାର୍ଗଟ୍ ଚେଲାମ୍ନ୍କାର୍ ସ୍ଙ୍ଗ୍ ଆଇଲା।
17 ସଃଞ୍ଜ୍ ଅୟ୍ଲାକ୍ ଜିସୁ ବାରଗଟ୍ ଚେଲାମଃନ୍କେ ଦଃରି ସେତି ଜାୟ୍ ହଚ୍ଲା ।
ସେତାକ୍ ଜ୍ଡେକ୍ ଚେଲାମ୍ନ୍ ଜାଇକ୍ରି ଯିରୁଶାଲମ୍ ସ୍ହରେ ହୁର୍ଲାଇ, ଆରେକ୍ ଯୀଶୁ ସେମ୍ନ୍କେ ଜ୍ନ୍କ୍ରି କଇରିଲା, ସେନ୍କ୍ରି ଦ୍କି ନିସ୍ତାର୍ ହ୍ରବାର୍ ବଜି ତିଆର୍ କ୍ଲାଇ ଆର୍ ଯୀଶୁର୍ ଲ୍ଗେ ଲେଉଟି ଗ୍ଲାଇ।
ସେମନ୍ ବ୍ସି କାତିରିଲା ବ୍ଳ୍ ଯୀଶୁ କଇଲା, “ମୁଇ ତୁମୁକ୍ମ୍ନ୍ ସ୍ତ୍ କ୍ମ୍ଲେ, ତୁମାର୍ମ୍ନ୍କାର୍ ତ୍ଇହ୍ଣି ଗଟେଲକ୍, ଯେ କି ମର୍ସ୍ଙ୍ଗ୍ କାତା ତ୍ଇ ବ୍ସିଆଚେ, ସେ ମକେ ଶ୍ତ୍ରୁର୍ ଆତେ ସ୍ହ୍ରି ଦେଇଦ୍।”
ଆରେକ୍ ଜ୍ଡେବ୍ଳ୍ ବଜି କାତାର୍ ସ୍ମୟ୍ ଅଇଲି ସେଡେବ୍ଳ୍ ଯୀଶୁ ଆର୍ ତାର୍ ହ୍ଟାଇଲା ଚେଲାମ୍ନ୍କାର୍ ସ୍ଙ୍ଗ୍ ମିସି କାଦି କାମ୍କେ ବ୍ସ୍ଲାଇ।
ତୁମି ସ୍ବୁଲକାର୍ ବିଷୟେ ମୁଇ ଇକ୍ତା ନ୍କ୍ମ୍ଲେ, କାଇତାକ୍ ଜ୍ତେକ୍ ସ୍ବୁ ଲକ୍ମ୍ନ୍କେ ମୁଇ ବାଚିଆଚି ସେରି ମୁଇ ଜାଣି। ମ୍ତର୍ ଦ୍ର୍ମ୍ ଶାସ୍ତରାର୍ ଇ ବାକ୍ୟ ହୁରାଅଇଦ୍, ଯେ ମର୍ କାଦି କାଇଲା ଆଚେ ସେ ହ୍କା ମକେ ବିରଦ୍ କ୍ରେଦ୍।