ମାର୍କ 12:28 - ବ୍ଡ଼୍ ହ୍ର୍ଜା ବାଇବଲ28 ସେଡେବ୍ଳ୍ ମୋଶାର୍ ନିଆଇ ଶିକାଉତା ଲକ୍ମ୍ନ୍କାର୍ ବିତ୍ରେହ୍ଣି ଗଟେଲକ୍ ଯୀଶୁର୍ ଲ୍ଗେ ଆଇଲା ଆରେକ୍ ଯୀଶୁ ଆର୍ ସାଦ୍ଦୂକୀମ୍ନ୍କାର୍ ବିତ୍ରେ ଚିଡ୍ହଡ୍ ଅଉତାର୍ ଶୁଣ୍ଲା ଆର୍ ଯୀଶୁ ଯେ ସେମ୍ନ୍କେ ଟିକ୍ ଉତର୍ ଦେତିରିଲା, ଇରି ଶୁଣି ତାକେ ହ୍ଚାର୍ଲା, “ସ୍ବୁ ଆଦେଶ୍ ବିତ୍ରେହ୍ଣି କୁଇ ଆଦେଶ୍ ବ୍ଡ୍?” အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍28 ସଃଡେବଃଳ୍ ଗଟ୍ ଦଃର୍ମ୍ଗୁରୁ ଜିସୁର୍ ଲଃଗେ ଆସି ସେମଃନାର୍ କଃତା ଦଃରାଦଃରି ସୁଣ୍ଲା, ଆର୍ ଜିସୁ ଜେ ସାଦୁକିମଃନ୍କେ ଟିକ୍ ଉତୁର୍ ଦିଲା ଆଚେ ବଃଲି ଜାଣି ସେ ଜିସୁକେ ହଃଚାର୍ଲା, “ସଃବୁ ଆଦେସ୍ ବିତ୍ରେ କୁୟ୍ ଆଦେସ୍ ବଃଡ୍ ?” အခန်းကိုကြည့်ပါ။ |
ହାୟ୍, ଡ୍ଣ୍ଡ୍ ହାଉତାର୍ ଅକାରିଆ ନିଆଇ ଶିକାଉତା ଲକ୍ ଆର୍ ଫାରୂଶୀମ୍ନ୍, କାଇତାକ୍ ତୁମିମ୍ନ୍ ପୋଦିନା, ସଂମପ୍ ଆର୍ ଜୀରାର୍ ଦ୍ଶମାଂସ ଇଶ୍ଵର୍କେ ଦେତି ରିଆସ୍, ଆର୍ ମୋଶାର୍ ନିୟମାର୍ ବେସିବ୍ଡ୍ ବିଷଇ ମ୍ନ୍ ଜ୍ନ୍କ୍ରି ନିଆଇ ବିଚାର୍, ଦୟା ଆର୍ ବିଶ୍ବାସ୍, ଇରିସ୍ବୁ ଚାଡିଦେଇ ରିଆସ୍। ମ୍ତର୍ ଇରିସ୍ବୁ ମାନୁମା ଆର୍ ବିନ୍ସ୍ବୁ ନ୍ଚାଡ୍ ତାର୍ ଉଚିତ୍।