8 ଇତାର୍ ଲାଗି ସେମ୍ନ୍ ଆରେକ୍ ଦୁଇ ଲକ୍ନାଇ, ମ୍ତର୍ ଗଟେକ୍ ଗ୍ଗାଳ୍ ଅଇଆତ୍ତି।
8 ଇତାକ୍ ସେମଃନ୍ ଆର୍ ଜଳେକ୍ ଗଃଗାଳ୍ ନୟ୍, ମଃତର୍ ଗଟେକ୍ ଗଃଗାଳ୍ ଅଃଉତି ।
ସେତାର୍ଗିନେ, ଇଶ୍ୱର୍ ଯାକେ ହେଁ ମିସାଇ ଆଚେ, ସେ ଅଣ୍ତ୍ରା ଆର୍ ମାଇଜିକେ କୁଇଲକ୍ ହେଁ ବିନେ ନ୍କେରା।”
ତୁମି ନ୍ଜାଣାସ୍, ଯେ ଦାରିକାମ୍ ଲ୍ଗେ ଜାଇଦ୍ ସେ ତାର୍ ଗ୍ଗାଳ୍ ସ୍ଙ୍ଗ୍ ମିସି ଗଟେକ୍ ଅଇଦ୍? ଦ୍ର୍ମ୍ ଶାସ୍ତର୍ ଲ୍ଗେ ଲେକି ଆତ୍ତି, ଯେ “ସେ ଦୁଇ ଲକ୍ ଗଟେକ୍ ଗ୍ଗାଳ୍ ଅଉତି।”
ଅଣ୍ତରାମ୍ନ୍ ହେଁ ନିଜାର୍ ନିଜାର୍ ମାଇଜି ମ୍ନ୍କେ ନିଜାର୍ ନିଜାର୍ ଗ୍ଗାଳ୍ ହର୍ ଲାଡ୍ କ୍ର୍ତା ଦ୍ର୍କାର୍, ଯେ ନିଜାର୍ ମାଇଜିକେ ଲାଡ୍ କ୍ରେଦ୍, ସେ ନିଜ୍କେ ଲାଡ୍ କ୍ରେଦ୍।