42 ସେମାଡେ କୁଷ୍ଟରଗି ତାର୍ ଗ୍ଗାଳାର୍ ଗାଉ ଚାଡ୍ଲି ଆର୍ ସେ ବ୍ଲ୍ ଅଇଲା।
42 ଆର୍ ସେଦାହ୍ରେ ସେମାନାୟ୍ର୍ ବଃଡ୍ ରଗ୍ ଚାଡ୍ଲି, ଆର୍ ସେ ଉଜ୍ ଅୟ୍ଲା ।
ସେତାକ୍ ଯୀଶୁ ଉତର୍ଦିଲା, “ଗୋ ନୁନି, ତୁମାର୍ ବ୍ଡ୍ ବିଶ୍ବାସ୍, ତର୍ ଇଚାର୍ ହର୍ ତର୍ ସ୍ବୁ ଗଟ୍।” ସେମାଡେ ତାର୍ ଟକିହିଲା ବ୍ଲ୍ ଅଇଲି।
ସେଡେବ୍ଳ୍ ଯୀଶୁ ଲ୍ଗେଯାଇ ତାର୍ ଆତେ ଦ୍ରି ତାକେ ଉଟାଇଲା, ଆରେକ୍ ତାର୍ ଗ୍ଗାଳେହ୍ଣି ଜର୍ ଚାଡ୍ଲି, ଆରେକ୍ ସେ ସେମ୍ନ୍କେ ସେବା କ୍ରୁକେ ଲାଗ୍ଲି।
ସେତାର୍ଗିନେ ଯୀଶୁ ତାର୍ ମ୍ନେ ଜୀବନ୍ ଦୁକାଇ ଆତ୍ ଲାମାଇ କ୍ରି ତାକେ ଚୁଇଲା ଆର୍ କଇଲା, “ମୁଇ ମ୍ନ୍କ୍ରୁଲେ। ତୁଇ ବଲ୍ଅଉ!”
ଆରେକ୍, ଯୀଶୁ ତାକେ ଅଟୁଆ କ୍ରି ଆଦେଶ୍ ଦେଇ ସେମାଡେ ହ୍ଟାଇକ୍ରି କଇଲା,
ସେମାଡେ ତାର୍ ବ୍ନି ଜାତାର୍ ବ୍ନ୍ଦ୍ ଅଇଲି, ଆରେକ୍ ସେ ଯେ ରଗେ ହ୍ଣି ବ୍ଲ୍ ଅଇଆଚି, ଇରି ସେ ନିଜାର୍ ଗ୍ଗାଳେହ୍ଣି ରଗ୍ ଗ୍ଲି ବ୍ଲି ଜାନ୍ଲି।
ମୁଇ ତୁମୁକ୍ମ୍ନ୍ ଜୁଇକ୍ତା ଦିଲେଆଚି, ସେତାର୍ଗିନେ ତୁମିମ୍ନ୍ ଆଗ୍ତୁ ହ୍କା ହ୍ର୍ଚାଳ୍ ଅଇଆଚାସ୍।