Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ମାର୍କ 1:23 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

23 ଜ୍‌ଡେବ୍‌ଳ୍ ଯିହୁଦିମ୍‌ନ୍‌କାର୍ ପାର୍‌ତେନା ଗ୍‍ରେ ଯୀଶୁ ଶିକ୍ୟା ଦେତିରିଲା, ସେମାଡେ ଗଟେକ୍ ବୁତ୍‌ଆତ୍ମା ଡ୍‍ସ୍‍ଲା ଲକ୍ ବେଲ୍‌କି ଅଇ କଇଲା,

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

23 ସଃଡେବଃଳ୍‌ ଜିଉଦିମଃନାର୍‌ ପାର୍ତ୍‌ନା ଗଃରେ ବିଟାଳ୍‌ ଆତ୍ମା ଡସି ରିଲା ଲକ୍‌ ରିଲା, ସେ ଆଉଲି ଅୟ୍‌କଃରି କୟ୍‌ଲା,

အခန်းကိုကြည့်ပါ။ ကော်ပီ




ମାର୍କ 1:23
10 ပူးပေါင်းရင်းမြစ်များ  

ଜ୍‌ଡେବ୍‌ଳ୍ ଗଟେକ୍ ଲକାର୍‌ ତ୍ଇହ୍‍ଣି ବୁତ୍‌ଆତ୍ମା ବାରାଇ ଜାଇଦ୍, ସେ ତାର୍ ରେତାର୍ ଗିନେ ଗଟେକ୍ ହାଣି ନ୍‌ରିଲା ସୁକ୍‌ଲା ଟାଣ୍ କଜେଦ୍ ଆର୍ ସେରି ନ୍‌ହାଇଲେକ୍।


ଲକ୍‍ମ୍‍ନ୍ ଯୀଶୁର୍ ଶିକ୍ୟା ଶୁଣି ଚ୍‌ମ୍‍କି ଗ୍‍ଲାଇ, କାଇତାକ୍ ସେ ମୋଶାର୍ ନିଆଇ ଶିକାଉତା ଲକ୍‍ମ୍‍ନ୍‍କାର୍ ହର୍ ଶିକ୍ୟା ନ୍‌ଦେଇ ‍ଜ୍‍ତେନ୍‍କି ତାର୍ ଲ୍‌ଗେ ଅଦିକାର୍ ହାଇଲା ଲକ୍ ହର୍ ସେମ୍‍ନ୍‍‍କେ ଶିକ୍ୟା ଦେତିରିଲା।


“ଏ ନାଜରିତ ସହ୍‍ରାର୍ ଯୀଶୁ, ଅମାର୍ ସ୍‍ଙ୍ଗ୍‍ ତର୍ କାଇକାମ୍? ତୁଇ କି ଅମୁକେ ନାସ୍ କ୍‌ରୁକେ ଆଇଲିସ୍? ତୁଇ କେ, ସେରି ମୁଇ ଜାଣି। ତୁଇ ସେ ପବିତର୍‌ ଲକ୍ ଯେ କି ଇଶ୍ୱର୍‌ ଲ୍‌ଗେ ହ୍‍ଣି ଆଇଲିସ୍ ଆଚି।”


ଜ୍‌ଡେବ୍‌ଳ୍ ଯୀଶୁ ଆର୍ ତାର୍ ଚେଲାମ୍‌ନ୍ ଯିହୁଦିମ୍‌ନ୍‌କାର୍ ପାର୍‌ତେନା ଗ୍‍ରେହ୍‍ଣି ବାରାଇଲାଇ, ଯାକୁବ ଆର୍ ଯୋହନ୍ ତାର୍‌ସ୍‍ଙ୍ଗ୍‍ ରିଲାଇ। ସେମନ୍ ଶିମୋନ୍ ଆର୍ ଆନ୍ଦ୍ରିୟର୍ ଗ୍‍ରେ ଗ୍‍ଲାଇ।


ସେଡେବ୍‌ଳ୍ ଯୀଶୁ ବିନ୍‌ବିନ୍ ପ୍ରକାର୍ ରଗିମ୍‌ନ୍‍କେ ବ୍‌ଲ୍‌କ୍‍ଲା ଆର୍ ବେସି ବୁତ୍‌ଆତ୍ମା ଚାଡାଇଲା, ଆରେକ୍‌ ସେ ବୁତ୍ ମ୍‌ନ୍‌କେ କ୍‌ତା କ୍‍ମ୍‍କେ ସୁଜଗ୍ ନ୍‍ଦିଲା, କାଇତାକ୍ ସେମ୍‌ନ୍ ତାକେ ଇଶ୍ଵରାର୍ ହିଲା ବ୍‍ଲି ଚିନ୍‍ତି ରିଲାଇ।


ଆରେକ୍‌, ଯୀଶୁ ଗାଲିଲୀ ଜିଲାର୍ ସ୍‍ବୁ ବାଟାର୍ ଗାମ୍‍କେ ବୁଲି ବୁଲି ସ୍‍ବୁ ଯିହୁଦି ମ୍‌ନ୍‍କାର୍ ପାର୍‌ତେନା ଗ୍‍ରେ ପର୍‍ଚାର୍ କ୍‍ଲା ଆର୍ ବୁତ୍‌ଆତ୍ମାମ୍‌ନ୍‌କେ ଚାଡାଇଲା।


ଯୀଶୁ ଡଙ୍ଗାଇ ହ୍‍ଣି ଉତୁର୍‍ଲା ମାଡେ ଗଟେକ୍ ବୁତ୍‌ଆତ୍ମା ଡ୍‍ସ୍‍ଲା ଲକ୍ ମ୍‍ସ୍‍ଣେ ହ୍‍ଣି ବାରି ତାକେ ବେଟ୍‍ଲାଇ।


ସେମାଡେ ଗଟେକ୍ ମାଇଜି, ଯାର୍ ଟକିକେ ବୁତ୍‌ଆତ୍ମା ଲାଗିରିଲି, ସେ ଯୀଶୁର୍ ବିଷୟେ ଶୁଣି ତାର୍ ହାଦ୍‌ତ୍‌ଳେ ଆସି ମୁଣ୍ତିଆ ମାର୍‍ଲି।


ହ୍‌ଚେ ଲକ୍‍ମ୍‍ନ୍ ମିସି ଦ୍‍ବ୍‍ଳି ଆସ୍‌ତାର୍ ଦ୍‍କି ଯୀଶୁ ସେ ବୁତ୍‌ଆତ୍ମାକେ ଦ୍‍ମ୍‍କାଇ କ୍‍ରି କଇଲା, “ରେ ଗୁଲା ଆର୍ ବ୍ଇରା ବୁତ୍‌ଆତ୍ମା, ମୁଇ ତକେ ଆଦେଶ୍ ଦେମ୍‍ଲେ, ଆର୍ ତ୍ଇହ୍‍ଣି ବାରିଯା, ଆରେକ୍‌ କ୍‍ବେହେଁ ଆର୍ ତୁଇ ହୁର୍‍ ନାଇ।”


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ