Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ମାର୍କ 1:14 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

14 କ୍‍ତିଦିନ୍ ଗ୍‍ଲାହ୍‌ଚେ ହେରୋଦ୍ ର୍‍ଜା ଡୁବେନ୍ ଯୋହନ୍‍କେ ଦ୍‍ରାଇଲା ଆର୍ ଜେଲ୍ ତାନାଇ ବ୍‍ର୍‍ତି କ୍‍ଲା, ଆର୍ ହ୍‌ଚେ ଯୀଶୁ ଗାଲିଲୀ ଜିଲାର୍ ସ୍‍ବୁହାକ୍ ବୁଲ୍‌ଲା ଆର୍ ଲକ୍‌ମ୍‍ନ୍‌କେ ଇଶ୍ୱର୍‌ ରାଇଜାର୍ ସୁବ୍‌କ୍‌ବର୍ କ୍‍ମ୍‍କେ ଲାଗ୍‌ଲା,

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

14 ଜହନ୍‌କେ ବାନ୍ଦି ଜଃଇଲେ ହୁରାୟ୍‌ଲା ହଃଚେ, ଜିସୁ ଗାଲିଲିକେ ଆୟ୍‌ଲା ଆର୍‌ ଇସ୍ୱରାର୍‌ ନିକ କବୁର୍‌ ପର୍ଚାର୍‌ କଃରୁକେ ଦଃର୍ଲା ।

အခန်းကိုကြည့်ပါ။ ကော်ပီ




ମାର୍କ 1:14
16 ပူးပေါင်းရင်းမြစ်များ  

ସେଡେବ୍‍ଳ୍ ଡୁବେନ୍ ଦେତା ଯୋହନ୍ ଜ୍‌ଇଲେ ରିଲା ଆର୍ ଖ୍ରୀଷ୍ଟ ଯୀଶୁର୍ କ୍‍ଲା କାମାର୍ କ୍‌ବର୍ ଶୁଣିକ୍‍ରି ନିଜାର୍ ଜଳେକ୍ ଚେଲାମ୍‍ନ୍‍କେ କ୍‌ବର୍ ଦେଇ ଯୀଶୁର୍ ଲ୍‌ଗେ ହ୍‌ଟାଇଲା,


ଏ ଡୁବେନ୍ ଯୋହନ୍, ସେ ମ୍‌ଲା ଲକାର୍‌ ତ୍ଇହ୍‍ଣି ଉଟିଆଚେ, ସେତାର୍‍ଗିନେ ଇରିସ୍‌ବୁ ଶ୍‌କ୍‌ତି ତାର୍ ତ୍‌ଇ ଚମ୍‌ତ୍‍କାର୍ କାମ୍ କ୍‌ରୁଲି।


ହ୍‌ଚେ ଡୁବେନ୍ ଯୋହନ୍‌କେ ହେରୋଦ୍ ର୍‍ଜା ଦ୍‍ରି ଜେଲ୍ ଗ୍‍ରେ ବ୍‍ର୍‍ତି କ୍‍ଲା ବ୍‍ଲି ଶୁଣି, ଯୀଶୁ ଯିହୁଦା ଦେଶ୍ ହ୍‍ଣି ଗାଲିଲୀ ଜିଲାକେ ଗ୍‍ଲା।


ସ୍‌ଡେବ୍‌ଳ୍ ଯୀଶୁ ପର୍‍ଚାର୍ କ୍‍ରି କ୍‍ମ୍‍କେ ଲାଗ୍‌ଲା, “ପାପେହ୍‌ଣି ମ୍‌ନ୍ ବାଦ୍‍ଲାଉଆ, କାଇତାକ୍ ଇଶ୍ଵରାର୍ ରାଇଜ୍ ଲ୍‌ଗେ ଆଇଲି।”


ହ୍‌ଚେ ଯୀଶୁ ଗାଲିଲୀ ଜିଲାର୍ ସ୍‌ବୁ ଗାମ୍ ମ୍‌ନ୍‌କେ ବୁଲି, ଯିହୁଦିମ୍‌ନ୍‌କାର୍ ପାର୍‌ତେନା ଗ୍‍ର୍‌ମ୍‌ନ୍‌କେ ଶିକ୍ୟା ଦେଇ ଇଶ୍ୱର୍‌ ରାଇଜ୍‍ର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‍ଲା, ଆର୍ ଲକ୍‍ମ୍‍ନ୍‍କାର୍ ସ୍‍ବୁ ପର୍‍କାର୍ ରଗ୍ ଆର୍ କ୍‌ଷ୍ଟକେ ବ୍‍ଲ୍‌କ୍‍ରୁକେ ଲାଗ୍‌ଲା,


ତାର୍ ହ୍‌ଚେ ଯୀଶୁ ଯିହୁଦିମ୍‌ନ୍‌କାର୍ ପାର୍‌ତେନା ଗ୍‍ରେ ଶିକ୍ୟା ଦେଇ ଇଶ୍ୱର୍‌ ରାଇଜର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‍ଲା, ଆର୍ ସ୍‍ବୁ ପର୍‍କାର୍ ରଗ୍ ଆର୍ ବେମାର୍ ଲକ୍‌କେ ବ୍‌ଲ୍‌କ୍‍ରି ସ୍‍ବୁ ସ୍‍ହର୍‍ ଆର୍ ଗାମ୍ ବୁଲୁକେ ଲାଗ୍‍ଲାଇ।


ହେରୋଦ୍ ର୍‍ଜା ଯୋହନ୍‍କେ ଜେଇଲ୍ ଗ୍‍ରେ ହୁରାଇ କ୍‍ରି, ସେ ଆର୍ ଗଟେକ୍ କ୍‍ରାପ୍ କାମ୍ କ୍‍ଲା।


ଅଳ୍‍କ୍ ସ୍‌ମୟ୍ ହ୍‌ଚେ ଯୀଶୁ ସ୍‍ହର୍‍ ସ୍‍ହର୍‍ ଆର୍ ଗାମ୍ ଗାମ୍ ବୁଲିକ୍‍ରି ଇଶ୍ଵରାର୍ ରାଇଜର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁକେ ଲାଗ୍‍ଲା, ବାର୍‍ଗଟ୍ ଚେଲାମ୍‌ନ୍ ହେଁ ତାର୍‌ସ୍‍ଙ୍ଗ୍‍ ରିଲାଇ।


ଆରେକ୍‌ ଅବେ ଦ୍‌କା, ମୁଇ ଜୁଇ ଜାଗାଇ ବୁଲି ବୁଲିକ୍‍ରି ଇଶ୍ଵରାର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରିଆଚି, ଆର୍ ତୁମୁକ୍‌ମ୍‌ନ୍ ହେଁ କଇଆଚି, ମ୍‍ତର୍ ମୁଇ ଅବେ ଜାଣୁଲେ ଯେ ତୁମିମ୍‍ନ୍ ମକେ ଆରେକ୍‌ ନ୍‌ଦେକାସ୍।


ତ୍‍ବେ ସେମ୍‍ନ୍ ପାଉଲାର୍ ସ୍‍ଙ୍ଗ୍‍ ବେଟ୍ ଅମ୍‍କେ ଦିନ୍ ଟିକ୍ କ୍‌ଲାଇ, ଆର୍ ସେଦିନ୍ ଗାଦି ଲକ୍‍ମ୍‍ନ୍ ସ୍‌ବୁ ପାଉଲ୍‌କେ ବେଟ୍ ହାମ୍‌କେ ଆଇଲାଇ। ସ୍‍କାଳ୍ ହ୍‍ଣି ରାତି ହ୍‌ତେକ୍ ଇଶ୍ଵରାର୍ ରାଇଜାର୍‌ ବିଷୟେ ସେ ଆସ୍‌ଲା ଲକ୍‌କେ ବୁଜାଇଲା, ମୋଶାର୍ ବିଦିବିଦାନ୍ ତ୍‌ଇହ୍‌ଣି ଆର୍ ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌‍କାର୍ ଲେକିରିଲା ବାକ୍ୟ ତ୍‌ଇହ୍‌ଣି ବାକ୍ୟ ବୁଜାଇଲା, ଜ୍‌ନ୍‌କ୍‌ରି ସେମ୍‍ନ୍ ଯୀଶୁ ଖ୍ରୀଷ୍ଟର୍ ଲ୍‌ଗେ ବିଶ୍‍ବାସ୍ କ୍‌ରତ୍‌ବ୍‌ଲି।


ଖ୍ରୀଷ୍ଟ ଯୀଶୁର୍ ଗଟେକ୍ ହ୍‌ଟାଇଲା ଚେଲା ପାଉଲ୍‌ଲାର୍ ତ୍‌ଇହ୍‌ଣି ଜୁଆର୍। ଇଶ୍ୱର୍‌ ମକେ ତାର୍ ହ୍‌ଟାଇଲା ହର୍ କୁଦ୍‍ଲା ସୁବ୍‌କ୍‌ବର୍ ଲକ୍‌ମ୍‍ନ୍‌କେ ପର୍‍ଚାର୍ କ୍‌ରୁକେ ମୁଇ ବାଚା ଅଇଲେଆଚି,


ଆର୍ ଇଶ୍ଵରାର୍ ଲଗେହ୍‍ଣି ଦୁରିରିଲା ତୁମି ଯିହୁଦି ନଇଲା ଆର୍ ଇଶ୍ଵରାର୍ ଲ୍‌ଗେରିଲା ଯିହୁଦିଲକ୍, ଖ୍ରୀଷ୍ଟ ଦୁଇବାଟ୍ ହେଁ ଆସିକ୍‍ରି ଶାନ୍‌ତିର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‍ଲା।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ