31 ମ୍ତର୍ ସେମ୍ନ୍ ସେତିହ୍ଣି ଜାଇ ଯୀଶୁ କ୍ରିରିଲା କାମ୍କେ ସ୍ବୁବାଟ୍ କ୍ଇଲାଇ।
31 ମଃତର୍ ସେମଃନ୍ ବାରାୟ୍ ଜାୟ୍ ସେ ଦେସ୍ ଜାକେ ତାର୍ କଃତା କୟ୍ ବୁଲ୍ଲାୟ୍ ।
ସେଡେବ୍ଳ୍ ଗାଲିଲୀ ଜିଲାର୍ ଶାସନ୍କ୍ର୍ତା ହେରୋଦ୍ ର୍ଜା ଯୀଶୁର୍ ବିଷୟାର୍ କ୍ବର୍ ଶୁଣି ନିଜାର୍ ଚାକର୍ମ୍ନ୍କେ କଇଲା,
ସେ ଜାଗୁଆଳିମ୍ନ୍ ସେ ଟ୍କାକେ ନିଲାଇ ଆର୍ ସେମ୍ନ୍କେ କଇରିଲା ହର୍ ଲକ୍ମ୍ନ୍କେ କଇଲାଇ। ତ୍ବେ ଇକ୍ତା ଯିହୁଦି ଲକ୍ମ୍ନ୍କାର୍ ବିତ୍ରେ ଉବ୍ଜ୍ଲି ଆର୍ ଆଜିହ୍ତେକ୍ ହେଁ ସେ କ୍ତା ଆଚେ।
ଆରେକ୍ ତାର୍ ବିଷୟ୍ ସିରିୟା ଦେଶ୍ ହ୍ତେକ୍ ଲକ୍ମନ୍ ଶୁଣ୍ଲାଇ, ଆରେକ୍ ବୁତ୍ ଲାଗ୍ଲା ଲକ୍, ମୃଗୀରୋଗୀ ଆର୍ ନିର୍କୁଳୀ ରଗି, ଆର୍ ସ୍ବୁ ବିନ୍ବିନ୍ ପର୍କାର୍ ରଗ୍ ଅଇରିଲା ଆର୍ କ୍ଷ୍ଟ ହାଉତା ସ୍ବୁ ଲକ୍କେ ତାର୍ ଲ୍ଗେ ଆନ୍ଲାଇ। ଆରେକ୍ ସେ ସେମ୍ନ୍କେ ବ୍ଲ୍କ୍ଲା।
ଆରେକ୍, ଇ ଗଟ୍ଣାର୍ କ୍ତା, ସେ ଦେଶାର୍ ସ୍ବୁବାଟ୍ ଉର୍ଜି ଅଇଲି।
ଆରେକ୍ ଯୀଶୁ କ୍ଲା କାମ୍କେ ଲକ୍ମ୍ନ୍ ବିନ୍ବିନ୍ ଲକ୍ମ୍ନ୍କେ କ୍ମ୍କେ ଆରମ୍ କ୍ଲାଇ। ଆରେକ୍ ଦାହ୍ରେ ଗାଲିଲୀ ଜିଲାର୍ ସ୍ବୁ ବାଟାର୍ ଲକ୍ ତାର୍ କ୍ତାକେ ଶୁଣ୍ଲାଇ।
ଆରେକ୍, ଇବିଷୟ୍ କାକେ ହେଁ ନ୍କମ୍କେ ଯୀଶୁ ସେମ୍ନ୍କେ ଡାଟ୍କ୍ରି ଆଦେଶ୍ ଦିଲା। ମ୍ତର୍ ଯୀଶୁ ସେମ୍ନ୍କେ ଜ୍ତେକ୍ ମ୍ନା କ୍ଲା, ସେମ୍ନ୍ ସେତେକ୍ ବେସି ସେରି ପର୍ଚାର୍ କ୍ଲାଇ।
ତାର୍ ହ୍ଚେ ଯୀଶୁ ଗାଲିଲୀ ଜିଲାକେ ଲେଉଟି ଗ୍ଲା, ଆର୍ ପବିତର୍ ଆତ୍ମାର୍ ଶ୍କ୍ତି ତାର୍ସ୍ଙ୍ଗ୍ ରିଲି, ତାର୍ କ୍ବର୍ ସେ ଚାରିହାକ୍ ଆଉଜି ଅଇଲି।
ଆରେକ୍ ଯୀଶୁ କ୍ଲାକାମ୍ ବିଷୟେ ଲକ୍ମ୍ନ୍ ବିନ୍ ଲକ୍ମ୍ନ୍କେ କ୍ଇଲାଇ, ଆର୍ ସ୍ବୁ ଗାମେ ତାର୍କ୍ତା ଆଉଜି ଅଇଲି।
ମ୍ତର୍ ଯୀଶୁର୍ କ୍ତା ବେସି ଆଉଜି ଅଇଲି, ଆର୍ ବେସି ଲକ୍ମ୍ନ୍ ତାର୍କ୍ତା ଶୁଣ୍ତାର୍ ଗିନେ ଆର୍ ରଗେ ହ୍ଣି ବ୍ଲ୍ ଅଉତାର୍ ଗିନେ, ଗଟେତ୍ଇ ରୁଣ୍ଡୁକେ ଲାଗ୍ଲାଇ।
ଆରେକ୍, ଯୀଶୁର୍ ଇ ବିଷୟାର୍ କ୍ତାସ୍ବୁ ଯିହୁଦା ଜିଲା ଆର୍ ସେ ଚାରିହାକାର୍ ସ୍ବୁବାଟ୍ ଆଉଜି ଅଇଲି।