ମାତିଉ 4:9 - ବ୍ଡ଼୍ ହ୍ର୍ଜା ବାଇବଲ9 “ତୁଇ ଯଦି ଜ୍ବେ ମକେ ମୁଣ୍ତିଆ ମାରି ମର୍ ଆରାଦନା କ୍ର୍ସି, ତ୍ବେ ମୁଇ ଇରିସ୍ବୁ ତକେ ଦେଇନ୍ଦ୍।” အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍9 “ତୁୟ୍ ଜଦି ମକ୍ ମୁଣ୍ଡିଆ ମାରି ଜୁଆର୍ କଃର୍ସି, ତଃବେ ଇ ସଃବୁ ମୁୟ୍ ତକ୍ ଦଃୟ୍ନ୍ଦ୍ ।” အခန်းကိုကြည့်ပါ။ |
ତାର୍ ହ୍ଚେ ମୁଇ ସେ ଦୂତ୍କେ ଜୁଆର୍ କ୍ରୁକେ ହାଦ୍ତ୍ଳେ ଡୁଳ୍ଲେ। ମ୍ତର୍ ସେ ମକେ କଇଲା, “ମକେ ଜୁଆର୍ କ୍ର୍ନାଇ। ମୁଇ ତୁମାର୍ ଆର୍ ଖ୍ରୀଷ୍ଟକେ ବିଶ୍ବାସ୍ କ୍ର୍ତା ଲକ୍ ଆର୍ ଯୀଶୁର୍ ସାକି ବାଇମ୍ନ୍କାର୍ ହର୍ ଗଟେକ୍ ଇଶ୍ଵରାର୍ ସେବାକ୍ର୍ତା ଦାସ୍। ସେତାକ୍ ଇଶ୍ଵର୍କେ ମଇମା କ୍ର୍। କାଇତାକ୍ ଇଶ୍ଵରାର୍ ଆତ୍ମା ହ୍କା ଲକ୍ମ୍ନ୍କେ ଶ୍କ୍ତି ଦ୍ଇଦ୍ ଯୀଶୁର୍ ବିଷୟରେ ବିନ୍ ଲକ୍ମ୍ନ୍ କ୍ମ୍କେ।”