Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ମାତିଉ 4:10 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

10 ସେତାକ୍ ଯୀଶୁ ତାକେ କଇଲା, “ଦୁର୍ ଅଉ, ଶଇତାନ୍, କାଇତାକ୍ ପବିତର୍‌ ଶାସ୍‌ତର୍ ଲ୍‌ଗେ ଲେକାଆଚେ, ‘ତୁମି ନିଜାର୍ ମାପ୍‌ରୁ ଇଶ୍ୱର୍‌‍କେ ମୁଣ୍ତିଆ ମାରାସ୍, ଆରେକ୍‌ ତାର୍ ସେ ଆରାଦନା କ୍‍ରାସ୍।’”

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

10 ତଃବେ ଜିସୁ ଉତୁର୍‌ ଦିଲା, “ଦୁର୍‌ ଅଃଉ, ସୟ୍‌ତାନ୍‌ ! ସାସ୍ତରେ ଲେକା ଆଚେ, ‘ତୁୟ୍‌ ତର୍‌ ମାପ୍ରୁ ଇସ୍ୱର୍‌କେ ଜୁଆର୍‌ କଃର୍‌ ଆର୍‌ ତାର୍‌ ହଃକା ସେବା କଃର୍‌ ।’”

အခန်းကိုကြည့်ပါ။ ကော်ပီ




ମାତିଉ 4:10
30 ပူးပေါင်းရင်းမြစ်များ  

ମ୍‍ତର୍ ଯୀଶୁ ବୁଲିକ୍‍ରି ପିତରକେ କଇଲା, “ମର୍ ମୁଏ ହ୍‍ଣି ଦୁର୍ ଅଉଅ, ଶଇତାନ୍, ତୁଇ ମର୍ ବାଦା ହର୍, କାଇତାକ୍ ତୁଇ ଇଶ୍ଵରାର୍ ବିଷୟ୍ ନ୍‍ବାବି ଲକାର୍‌ ବିଷୟ୍ ବାବୁଲିସ୍।”


ଯୀଶୁ ଶୁନ୍‌ସାନ୍ ଜାଗାଇ ଚାଳିଶ୍‍ଦିନ୍ ଆର୍ ଚାଳିଶ୍‌ ରାତି ରିଲା, ଆରେକ୍‌ ସେତି ଶଇତାନ୍ ଯୀଶୁକେ ପରିକ୍ୟା କ୍‌ଲି। ସେ ବ୍‍ନାର୍ ପଶୁମ୍‌ନ୍‍କାର୍ ସ୍‍ଙ୍ଗ୍‍ ରିଲା, ଆରେକ୍‌ ସ୍‌ର୍‌ଗାର୍ ଦୂତ୍‌ମ୍‌ନ୍ ଆସି ଯୀଶୁକେ ଜ୍‌ତୁନ୍ କ୍‍ର୍‍ତିରିଲାଇ।


ଯୀଶୁ ସେମ୍‍ନ୍‍‍କେ କଇଲା, “ବିଜ୍‍ଲି ମାର୍‌ଲାହର୍ ସ୍‌ର୍‌ଗେ ହ୍‍ଣି ଶଇତାନ୍‌କେ ଅଦୁର୍‍ତାର୍ ମୁଇ ଦ୍‌କ୍‌ଲେ।


ଯଦି ଶଇତାନ୍ ନିଜାର୍ ବିରୁଦେ ଉଟି ନିଜାର୍ ସ୍‍ଙ୍ଗ୍‍ ଜଗ୍‍ଳା କ୍‍ରେଦ୍, ତ୍‍ବେ ତାର୍ ରାଇଜ୍ ତିର୍‌ଅଇ ରେମ୍ ନ୍‌ହାରେ। ତୁମିମ୍‍ନ୍ କ୍‍ମ୍‍ଲାସ୍ ଯେ ମୁଇ ବାଲ୍‌ଜିବୁଲାର୍ ଶ୍‌କ୍‌ତିର୍ ସ୍‍ଙ୍ଗ୍‍ ବୁତ୍‌ଆତ୍ମାମ୍‍ନ୍‍କେ ଚାଡାମ୍‍ଲେ ବ୍‍ଲି।


ତ୍‍ବେ ଅବ୍ରାହାମାର୍ ବ୍ଉଶାର୍ ଇ ମାଇଜି ଟକିକେ ଶଇତାନ୍ ଅଟ୍‍ର ବର୍ଷ ହ୍‍ତେକ୍ କୁବ୍‍ଳି କ୍‍ରି ରିଲି ଆର୍ କାଇରି ଇ ଟକି ହୁଣ୍ତ୍‌ତା ଦିନ୍ ବ୍‍ଲ୍ ଅଉତାର୍ ଦ୍‌ର୍‌କାର୍ ନ୍‌ରିଲି କି?”


ସ୍‌ଡେବ୍‌ଳ୍ ଯୀଶୁର୍ ବାରଗଟ୍ ଚେଲାମ୍‌ନ୍‌କାର୍ ବିତ୍‌ରେ ଇଷ୍କାରିୟତ୍ ଯିହୁଦାର୍ ମ୍‌ନ୍ ବିତ୍‌ରେ ପାପ୍‌କାମ୍ କ୍‌ରୁକେ ଶଇତାନ୍ ହୁର୍‍ଲି।


ଯୀଶୁ କଇଲା, “ଶିମୋନ୍, ଏ ଶିମୋନ୍ ଦ୍‍କ୍ ଜ୍‌ନ୍‌କ୍‌ରି ଚାଲାଣି ଲ୍‌ଗେ ଗ୍ଉଁ ହ୍‍ଲ୍ ତ୍ଇହ୍‍ଣି ଅଲ୍‍ଗା କ୍‌ର୍‌ତି। ସେନ୍‍କ୍‌ରି ଶଇତାନ୍ ହେଁ ତୁମୁକେ ବ୍‍ଲ୍ ଲକାର୍‌ ତ୍ଇହ୍‍ଣି କ୍‍ରାପ୍ ଲକ୍‌କେ ଚାଲାଣି ଲ୍‌ଗେ ଚାଲାଇ କ୍‍ରି ଅଲ୍‍ଗା କ୍‌ରୁକେ ଇଶ୍ୱର୍‌ ତ୍ଇହ୍‍ଣି ସେ ଅଦିକାର୍ ହାଇଲା ଆଚେ।


ଯୀଶୁ ତାକେ ଉତର୍‍ଦିଲା, “ଦ୍‌ର୍‌ମ୍ ଶାସ୍‌ତର୍ ତ୍‌ଇ ଲେକା ଅଇଆଚେ, ତୁମି ତୁମାର୍ ମାପ୍‌ରୁ ନିଜାର୍ ଇଶ୍ଵର୍‍କେ ମୁଣ୍ତିଆ ମାରି ଜୁଆର୍ କ୍‍ରା ଆର୍ ତାର୍ ଆରାଦନାକ୍‌ରା।”


ଯିହୁଦା ସେ ରୁଟିକେ କାଇଲା ଦାହ୍‍ରେ ଶଇତାନ୍ ତାର୍ ହୁର୍‍ଦୟେ ହୁର୍‍ଲି, ଯୀଶୁ ତାକେ କଇଲା, “ଜୁଇରି କ୍‌ରୁକେ ଜ୍‍ମ୍‍ଲିସ୍ ସେରି ବେଗିକ୍‍ର୍।”


ତୁଇ ସେମ୍‍ନ୍‍କାର୍ ଆକିକେ ଡିସାଇ ଦେସି ଆର୍ ଅନ୍ଦାରେ ହ୍‍ଣି ସେମ୍‌ନ୍‌କେ ଉଜାଳେ ଆଣ୍‌ସି, ଶଇତାନାର୍ ଅଦିକାରେ ହ୍‍ଣି ସେମ୍‌ନ୍‌କେ ଇଶ୍ଵରାର୍ ଲ୍‌ଗେ ଆଣ୍‌ସି। ସେମ୍‍ନ୍ ମର୍‍ଲ୍‌ଗେ ବିଶ୍‍ବାସ୍ କ୍‌ଲେକ୍ ସେମ୍‍ନ୍‍କାର୍ ପାପ୍ କେମା ଅଇଦ୍, ଆର୍ ସେମ୍‍ନ୍ ଇଶ୍ଵରାର୍ ବାଚ୍‌ଲା ଲକ୍‌ମ୍‌ନ୍‌କାର୍‌ ହ୍‌ର୍ ସ୍‍ମାନ୍ ଅଦିକାର୍ ହାଉତି।”


ସେତାର୍‍ଗିନେ ପିତର୍ କଇଲା, “ଏ ହନନୀୟ, ବେଡା ବିକି ରିଲା କ୍‍ତେକ୍ ଡାବୁ ଲୁକାଇକ୍‌ରି ସ୍‍ଙ୍ଗାମ୍‍କେ କାଇତାକ୍ ଶଇତାନ୍ ତୁମାର୍ ମ୍‌ନ୍ ବିତ୍‌ରେ କାମ୍‌କ୍‌ଲି, ତୁମି କାଇତାକ୍ ପବିତର୍ ଆତ୍ମାର୍ ଲ୍‌ଗେ ମିଚ୍‌କ୍‍ତା କ୍‍ମ୍‍ଲାସ୍, ବିକ୍‍ତା ଆଗେ କି ସେ ବେଡା ତୁମାର୍ ନ୍‌ରିଲି?


ମାପ୍‌ରୁ ଯୀଶୁର୍ ଶ୍‌କ୍‌ତି ସ୍‌ଙ୍ଗ୍ ସେନ୍‍କ୍‌ରି ମାନାଇକେ ତାର୍ ପାପାର୍ ଜୀବନ୍ ନ୍‌ଷ୍ଟ ଅମ୍‌କେ ଶଇତାନାର୍ ଆତେ ଚାଡିଦିଆସ୍, ତ୍‌ବେ ସେ ପାପ୍‌କାମ୍ ଚାଡି ମ୍‌ନ୍‌ ବାଦ୍‌ଲାଇ ମାପ୍‌ରୁ ଯୀଶୁ ଖ୍ରୀଷ୍ଟ ବିଚାର୍‌ କ୍‌ରୁକେ ଆସ୍‌ତା ଦିନ୍ ଉଦାର୍‌ ହାଇଦ୍।


ସେମ୍‌ନ୍ ତାକାର୍ ନିଜାର୍ ବିତ୍‌ରେ ଅଲ୍‌ଗା ଅଉତ୍ ନାଇ, ମ୍‌ତର୍ ସେମ୍‌ନ୍ ଦୁଇଲକ୍ ପାର୍‌ତେନା କ୍‍ରି ଅଳ୍‌କ୍ ସମୟ୍ ଅଲ୍‌ଗା ଅଉତ୍, ସେମ୍‌ନ୍ ସ୍‌ମ୍ବାଳିକ୍‌ରି ରେମ୍ ନାହାର୍‌ଲେକ୍‌, ଶଇତାନ୍ ସେମ୍‌ନ୍‌କେ କ୍‍ରାପ୍ ବାଟେ ନେଇଦ୍‌, ସେତାର୍‍ଗିନେ ସେମ୍‌ନ୍ ଆରେକ୍‌ ଗଟେକ୍ ଅଉତ୍।


ସେତାର୍‍ଗିନେ ଇକ୍‍ତାର୍ ଲାଗି କାବା ଅଉଆନାଇ, କାଇତାକ୍ ଶଇତାନ୍ ହେଁ ଉଜାଳ୍ ଡିସ୍‌ତିରିଲା ସ୍‌ର୍‌ଗ୍ ଦୂତାର୍ ହର୍ ରୁପ୍ ଦ୍‌ରୁଲି।


ମୁଇ ଇସ୍‌ବୁ ଦ୍‌ର୍‌ଶନେ ଦ୍‍‍କିରିଲେ ଲାଗି ଆର୍ ହାଇରିଲା ଆଦେଶାର୍ ଲାଗି ଜ୍‌ନ୍‌କ୍‌ରି ଗ୍‌ର୍‌ବ୍ ଅମ୍‌ନାହାରି, ସେତାର୍‍ଗିନେ ମର୍ ଗ୍‌ଗାଳ୍ ଗଟେକ୍ କ୍‌ଷ୍ଟ ଦେତା କାଟା ଦିଲାଆଚେ, କାଇତାକ୍ ମୁଇ ଜ୍‌ନ୍‌କ୍‌ରି ଗ୍‌ର୍‌ବ୍ ନ୍‌କେରି, ସେତାର୍‍ଗିନେ ଶଇତାନାର୍ ଗଟେକ୍ ଦୂତ୍‌କେ ମକେ ମାରୁକେ ହ୍‌ଟାଇ ଆଚ୍‌ତି।


ଜ‍ନ୍‌କ‍ରି କି ଶଇତାନ୍‍ ଅମୁକ୍‌ମ୍‌ନ୍ ପାପ୍‌କାମ୍ କ୍‌ରାମ୍‌କେ ସୁଜଗ୍ ହାଇ ନ୍‌କେରେ। କାଇତାକ୍ ଅମିମ୍‌ନ୍ ଜାଣୁ ଯେ ସେ ସ୍‌ବୁବ୍‌ଳ୍ ଆମୁକ୍ ପାପ୍ କ୍‌ରାମ୍‌କେ ଚେଷ୍ଟା କ୍‌ରୁଲା।


କାଇତାକ୍ ତୁମିମ୍‍ନ୍ ଇଶ୍ଵରାର୍ ଲ୍‌ଗେ ନିଜ୍‍କେ ସ୍‌ହ୍‌ରି ଅଉଆ। ଶଇତାନ୍‌କେ ବିରଦ୍ କ୍‍ରା, ତ୍‍ବେ ସେ ତୁମାର୍ ଲ୍‌ଗେ ହ୍‍ଣି ହ୍‍ଳାଇଦ୍।


ସଇତାନାର୍ ହ୍‌ଚେ ଜ୍‌ହାନାଇ, ନିଜାର୍ ବିଶ୍‌ବାସ୍‌ରେ ଡାଟ୍ଅଇ ରିଆ। ହୁରା ଜଗତାର୍ ତୁମାର୍ ବାଇ ଆର୍ ବେଣିମ୍‌ନ୍ ସ୍‌ମାନ୍ ବାବ୍‌ରେ ତୁମାର୍ ହ୍‌ର୍ କ୍‌ଷ୍ଟ୍‌ ହାମ୍‌ଲାଇ, ଇକ୍‍ତା ତୁମି ଜାଣାସ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ