6 ଆର୍ ବଜିତ୍ଇ ଆର୍ ପାର୍ତେନା ଗ୍ରାର୍ ମୁକିଆ ଜାଗାଇ ବ୍ସୁକେ,
6 ଆର୍ ବଜିଲଃଗେ ବଃଡ୍ ଟାଣେ ବଃସୁକେ ଆର୍ ପାର୍ତ୍ନା ଗଃରେ ବଃଡ୍ କୁର୍ଚି ଉହ୍ରେ ବଃସୁକେ ମଃନ୍ କଃର୍ତି ।
ତ୍ବେ ଯୀଶୁ ତାକେ ହ୍ଚାର୍ଲା, “ତୁଇ କାଇରି ଇଚା କ୍ରୁଲିସ୍?” ସେ ତାକେ କଇଲି, “ତର୍ ରାଇଜେ ଜ୍ନ୍କ୍ରି ମର୍ ଇ ଜଳେକ୍ ହିଲାମ୍ନ୍କାର୍ ବିତ୍ରେ ଏକ୍ଲା ତର୍ କାତାଆତ୍ ବାଟ୍ ଆର୍ ଏକ୍ଲା ତର୍ ଡେବ୍ରିଆତ୍ ବାଟ୍ ବ୍ସ୍ତି ବ୍ଲି ଆଦେଶ୍ କ୍ର୍।”
ବାଇ ଆର୍ ବେଣି ହ୍ର୍ ଅଇ ମିଶି ର୍ଇ ଏକ୍ଲା ଆର୍ ଗଟେକ୍ ଏକ୍ଲାକେ ଦୟା ସ୍ଙ୍ଗ୍ ଲାଡ୍କ୍ରା। ତୁମି ନିଜେ ଜ୍ତେକ୍ ସନ୍ମାନ୍ ହାମ୍କେ ମ୍ନ୍ କ୍ରାସ୍ ତାର୍ ତ୍ଇହ୍ଣି ଅଦିକ୍ ସନ୍ମାନ୍ ଇ ବାଇ ବେଣିମ୍ନ୍କେ ଦିଆସ୍।
ମୁଇ ମ୍ଣ୍ତଳିକେ ଗଟେକ୍ ଚିଟି ଲେକିରିଲେ ମ୍ତର୍ ଦୀୟତ୍ରଫା ଅମାର୍ କ୍ତା ଶୁଣୁକେ ରାଜି ଅଇନ୍କେରେ। ସେ ସ୍ବୁବ୍ଳ୍ ସେତି ନେତା ଅଇ ରେମ୍କେ ତାର୍ ଇଚା।