20 ଯୀଶୁ ସେମ୍ନ୍କେ ହ୍ଚାର୍ଲା, “ଇ ମୁର୍ତି ଆର୍ ଇତିରିଲା ନାଉଁ କାର୍?”
20 ଜିସୁ ସେମଃନ୍କେ ହଃଚାର୍ଲା, “ଇ ମୁର୍ତି ଆର୍ ନାଉଁ କାର୍ ?”
ସେ ରୁହାଟ୍କା ମ୍କେ ଦ୍କାଉଆ।” ସେତାକ୍ ସେମ୍ନ୍ ତାକେ ଗଟେକ୍ ଅଣା ଆଣି ଦିଲାଇ।
ସେମ୍ନ୍ କଇଲାଇ, “କାଇସର୍ ର୍ଜାର୍।” ସେତିର୍ ଲାଗି ଯୀଶୁ ସେମ୍ନ୍କେ କଇଲା, “ଯାଇରି କାଇସରାର୍ ର୍ଜାର୍, ସେରି କାଇସର୍ ର୍ଜାକେ ଦିଆସ୍। ଆରେକ୍, ଯାଇରି ଇଶ୍ଵର୍ରାର୍, ସେରି ଇଶ୍ଵର୍କେ ଦିଆସ୍।।”
ସେତାକ୍ ସେମ୍ନ୍ ସେରି ଆନ୍ଲାଇ। ଯୀଶୁ ସେମ୍ନ୍କେ ହ୍ଚାର୍ଲା, “ଇ ମୁର୍ତି ଆର୍ ଇତିରିଲା ନାଉଁ କାର୍?” ସେମ୍ନ୍ ତାକେ କଇଲାଇ, “କାଇସର୍ ର୍ଜା”
“ମକେ ଗଟେକ୍ ରୁହାର୍ ଟ୍କା ଦ୍କାଉଆ” ଆର୍ ସେମ୍ନ୍ ଦ୍କାଇ ଲାଇ, ତ୍ବେ ସେ ସେମ୍ନ୍କେ ହ୍ଚାର୍ଲା, “ଇତି କାର୍ ମୁର୍ତି ଆର୍ ନାଉଁ କାର୍?” ସେମ୍ନ୍ କଇଲାଇ, “ରୋମୀୟ ର୍ଜା କାଇସରାର୍ ବ୍ଲି କଇଲାଇ।”