19 ସେ ରୁହାଟ୍କା ମ୍କେ ଦ୍କାଉଆ।” ସେତାକ୍ ସେମ୍ନ୍ ତାକେ ଗଟେକ୍ ଅଣା ଆଣି ଦିଲାଇ।
19 ସେ ସିସ୍ଟୁ ଦେତା ଡାବୁ ମକ୍ ଦଃକାଉଆ ।” ତଃବେ ସେମଃନ୍ ଗଟ୍ କାସୁ ତାକ୍ ଦିଲାୟ୍ ।
ସେ ସେମ୍ନ୍କେ କଇଲା, “ହାଁ, ଦେତି।” ଆରେକ୍ ଯେଡେବଳ୍ ସେମ୍ନ୍ ଗରେ ଆଇଲା ହ୍ଚେ, ଯୀଶୁ ଆଗେ ପିତର୍କେ କଇଲା, “ଶିମୋନ୍, ତର୍ ମତ କାଇରି? ହୁର୍ତିବିର୍ ର୍ଜାମ୍ନ୍କାର୍ ଲ୍ଗେହ୍ଣି ସିସ୍ତୁ କି ଚାନ୍ଦା ନେତି? ସେମ୍ନାର୍ ହିଲାମ୍ନ୍କାର୍ ତ୍ଇହ୍ଣି କି ବିଦେଶୀ ଲକ୍ମ୍ନ୍କାର୍ ତ୍ଇହ୍ଣି?”
ମ୍ତର୍ ସେ ଦାସ୍ ବାରିଜାଇ ତାର୍ ତ୍ଇହ୍ଣି ଶହେ ଗଟ୍ ରୁହାଟ୍କା ରୁଣ୍ ନେଇରିଲା ଏକ୍ଲା ତାର୍ ସ୍ଙ୍ଗାର୍ ଚାକର୍କେ ଦ୍କି, ତାକେ ଦ୍ରି ତାର୍ ଟଟି ହିଚି କ୍ମ୍କେ ଲାଗ୍ଲା, ‘ତୁଇ ଜାଇରି ଉଦାର୍ ନିଲିସ୍ ଆଚିସି, ସେରି ସୁଜିଦେ।’
ଆର୍ ସେ କାମ୍କ୍ର୍ତା ଲକାର୍ ସ୍ଙ୍ଗ୍ ସେ ଗଟେକ୍ ଦିନାର୍ ହାଜ୍ରି ଦେଇନ୍ଦ୍ ବ୍ଲି ଚିଡାଇ କ୍ରି ସେମ୍ନ୍କେ ନିଜାର୍ ଅଙ୍ଗୁର୍ ହ୍ଦାଇ ହ୍ଟାଇଲା।
ମ୍ତର୍ ଯୀଶୁ ସେମ୍ନ୍କାର୍ କ୍ରାପ୍ ବୁଦିକେ ଜାଣିକ୍ରି କଇଲା, “ରେ ଅକାରିଆମ୍ନ୍, କାଇତାକ୍ ମକେ ପରିକ୍ୟା କ୍ରୁଲାସ୍?
ଯୀଶୁ ସେମ୍ନ୍କେ ହ୍ଚାର୍ଲା, “ଇ ମୁର୍ତି ଆର୍ ଇତିରିଲା ନାଉଁ କାର୍?”
ସେତାକ୍ ସେମ୍ନ୍ ସେରି ଆନ୍ଲାଇ। ଯୀଶୁ ସେମ୍ନ୍କେ ହ୍ଚାର୍ଲା, “ଇ ମୁର୍ତି ଆର୍ ଇତିରିଲା ନାଉଁ କାର୍?” ସେମ୍ନ୍ ତାକେ କଇଲାଇ, “କାଇସର୍ ର୍ଜା”
ଆରେକ୍ ଚାରିଗଟ୍ ଜୀବନ୍ ଜ୍ତୁ ବିତ୍ରେହ୍ଣି କେ ଏକ୍ଲା କ୍ତା କଇଲା ହର୍ ମୁଇ ଗଟେକ୍ ସ୍ବଦ୍ ଶୁଣ୍ଲେ। ସେ କ୍ଉତିରିଲା “ଗଟେକ୍ ଦିନାର୍ ହାଜ୍ରିକେ ଗଟେକ୍ ଅଡା ଗ୍ଉଁ ଆର୍ଗଟେ ଦିନାର୍ ହାଜ୍ରିକେ ତିନ୍ ଅଡା ମ୍ଣ୍ଡିଆ। ମ୍ତର୍ ଚିକାଣ୍ ଆର୍ ଅଙ୍ଗୁର୍ ର୍ସ୍କେ କରାପ୍ କ୍ରାନାଇ।”