14 କାଇତାକ୍ କୁଦାଇ ଅଇଲା ଲକ୍ ବେସି, ମ୍ତର୍ ବାଚା ଅଇଲା ଲକ୍ ଅଳକ୍।”
14 ଜିସୁ କୟ୍ ସଃରାୟ୍ ଇରି କୟ୍ଲା, “ବଃଲେକ୍ କୁଦ୍ଲା ଲକ୍ ଗାଦେକ୍, ମଃତର୍ ବାଚ୍ଲା ଲକ୍ ଉଣା ।”
ସେନ୍କ୍ରି ହ୍ଚେ ରେତା ଲକ୍ ଆଗେ ଅଉତି ଆର୍ ଆଗେ ରେତା ଲକ୍ ହ୍ଚେ ଅଉତି।”
ଆର୍, ଯଦି ସେ ଦୁକାର୍ ସ୍ମୟକେ ଉଣା କ୍ରାଅଇ ନ୍ରେତି, ତ୍ବେ କେ ହେଁ ହୁର୍ତିବିର୍ ଲକ୍ ଉଦାର୍ ହାଇ ନ୍କେର୍ତି, ମ୍ତର୍ ଯୀଶୁ ଜୁଇଲକ୍କେ ବାଚ୍ଲା ଆଚେ, ସେ ବାଚ୍ଲା ଲକାର୍ ଗିନେ, ସେ ସେଦିନ୍କେ ଉଣା କ୍ରା ଅଇଦ୍।
କାଇତାକ୍ ମିଚୁଆ ଖ୍ରୀଷ୍ଟ ମ୍ନ୍ ଆର୍ ମିଚୁଆ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍ ଉଟି, ଅନ୍କ୍ରି ବ୍ଡ୍ ବ୍ଡ୍ ଚିନ୍ ଆର୍ ଚାନିଆକାମ୍ମ୍ନ୍ ଦ୍କାଉତି ଯେ, ଯଦି ଅଇଦେ, ତ୍ବେ ମାପ୍ରୁ ବାଚ୍ଲା ଲକ୍ମ୍ନ୍କେ ହେଁ ବକୁଆ କ୍ରୁକେ ଚେଷ୍ଟା କ୍ର୍ତି।
କାଇତାକ୍, ଏ ବାଇ ବେଣିମ୍ନ୍ ଇଶ୍ଵର୍ ତୁମୁକେ ବାଚ୍ଲା ଆଚେ, ଇତାକ୍ ଜାଣିକ୍ରି ତୁମିମ୍ନ୍ ଅଦିକ୍ ମ୍ନ୍ ଦିଆନ୍ ଦ୍ଇକ୍ରି କାମ୍କ୍ରା। ଅନ୍କ୍ରି କ୍ଲେକ୍ ତୁମିମ୍ନ୍ ତୁମାର୍ ବିଶ୍ବାସ୍କେ ନ୍ଚାଡାସ୍।
ସେମ୍ନ୍ ମେଣ୍ଢା ଯେ କି ଯୀଶୁର୍ ବିରୁଦେ ଯୁଜ୍ କ୍ର୍ତି। ମ୍ତର୍ ମେଣ୍ଢା ଆର୍ ସେ କୁଦାଇ ଅଇଲା ଲକ୍ମ୍ନ୍ ତାର୍ସ୍ଙ୍ଗ୍ ଇଣ୍ଡ୍ତା ବିଶ୍ବାସି ସ୍ଙ୍ଗ୍ ମିଶି ସେମ୍ନ୍କେ ଆରାଇଦ୍ କାଇତାକ୍ ସେ ମାପ୍ରୁ ମ୍ନ୍କାର୍ ମାପ୍ରୁ ଆର୍ ର୍ଜାମ୍ନ୍କାର୍ ର୍ଜା।”