6 ଇରି ଶୁଣି ଚେଲାମ୍ନ୍ ମୁଉଁ ବାଟ୍ ଅଇ ବୁଏଁ ଅଦୁର୍ଲାଇ ଆର୍ ବେସି ଡିର୍ଲାଇ।
6 ଇରି ସୁଣି ଚେଲାମଃନ୍ ବେସି ଡିର୍ଲାୟ୍ ଆର୍ ମୁଁ ତଃଳେ କଃରି ବୁୟେଁ ଡୁଳ୍ଲାୟ୍ ।
ସେ ଇକ୍ତା କ୍ମ୍ କ୍ମ୍, ଦ୍କା, କ୍ଣ୍ଡେକ୍ ବାଦୁଳ୍ ଆସି ସେମ୍ନ୍କେ ଡାହ୍ଲି, ଆର୍ ଦ୍କା, ସେ ବାଦୁଳେ ହ୍ଣି ଇକ୍ତା ଅଇଲି, “ଏ ଅମାର୍ ଲାଡାର୍ ହଇସି ଆକାର୍ ତ୍ଇ ଅମାର୍ ବେସି ସ୍ର୍ଦା, ଆର୍ ଇ କ୍ତାକେ ଶୁଣା ଆର୍ ମାନା!”
ସେତି ଯୀଶୁ ଆସି ସେମ୍ନ୍କେ ଚୁଇକ୍ରି କଇଲା, “ଉଟା, ଡିରାନାଇ।”
ସ୍ଡେବ୍ଳ୍ ମୁଇ ବୁଏଁ ଅଦୁର୍ଲେ, ଆର୍ ମକେ ସ୍ର୍ଗେ ହ୍ଣି ଗଟେକ୍ କ୍ତା ଶୁଣ୍ଲେ, ‘ଶାଉଲ, ଶାଉଲ, ତୁଇ କାଇତାକ୍ ମକେ ଲିନ୍ଦା ତାଳ୍ନା କ୍ରୁଲିସ୍?’
ଅମିସ୍ବୁ ଲକ୍ମ୍ନ୍ ବୁଏଁ ଅଦୁର୍ଲୁ, ଆର୍ ଏବ୍ରୀ ବାଷାଇ ମକେ ଗଟେକ୍ ଶବ୍ଦ ଶୁଣ୍ଲେ, ‘ଶାଉଲ, ଶାଉଲ ତୁଇ କାଇତାକ୍ ମକେ ତାଳ୍ନା କ୍ରୁଲିସ୍? ତୁମି ମକେ ଦୁକ୍ ଦ୍ଇନ୍ଦ୍ ବ୍ଲି ନିଜେ ହ୍କା ଦୁକ୍ ହାମ୍ଲାସ୍।’
ଅମିମ୍ନ୍ ତାର୍ସ୍ଙ୍ଗ୍ ସେ ପବିତର୍ ଡଙ୍ଗ୍ରେ ରିଲାବ୍ଳ୍ ଅମିମ୍ନ୍ ସ୍ର୍ଗେ ହ୍ଣି ଇକ୍ତା ଶୁଣିଆଚୁ।