18 ଯୀଶୁ ଚେଲାମ୍ନ୍କେ କଇଲା, “ହାଁଚ୍ଗଟ୍ ରୁଟି ଆର୍ ଜଳେକ୍ ମାଚ୍ ଇତି ମର୍ଲ୍ଗେ ଆଣା।”
18 ଜିସୁ କୟ୍ଲା, “ସେରିମଃନ୍ ମର୍ ହାକ୍ ଆଣା ।”
ସେମ୍ନ୍ ଯୀଶୁକେ କଇଲାଇ, “ଅମାର୍ମ୍ନ୍କାର୍ ଲ୍ଗେ ଇତି ଚୁଚାଇ ହାଁଚ୍ଗଟ୍ ରୁଟି ଆର୍ ଜଳେକ୍ ମାଚ୍ ଆଚେ।”
ଆରେକ୍, ଯୀଶୁ ଲକ୍ମ୍ନ୍କେ ର୍ନ୍ ଉହ୍ରେ ବ୍ସୁକେ ଆଦେଶ୍ ଦିଲା, ଆର୍ ସେ ସେ ହାଁଚ୍ଗଟ୍ ରୁଟି ଆର୍ ଜଳେକ୍ ମାଚ୍ ନ୍ଇ ସ୍ର୍ଗ୍ ବାଟ୍ ଦ୍କିକ୍ରି ଇଶ୍ଵରାର୍ ଦନ୍ୟବାଦ୍ ଦିଲା ଆର୍ ରୁଟି ଚିଡାଇ କ୍ରି ଲକ୍ମ୍ନ୍କେ ବାଟାକ୍ରିଦେମ୍କେ ଚେଲାମ୍ନ୍କେ ଦିଲା। ଆର୍ ଚେଲାମ୍ନ୍ ଲକ୍ମ୍ନ୍କେ ବାଟାକ୍ରି ଦିଲାଇ।
ସେଡେବ୍ଳ୍ ଯୀଶୁ ସ୍ବୁ ଲକ୍ମ୍ନ୍କେ ବୁଏଁ ବ୍ସୁକେ ଆଦେଶ୍ ଦିଲା। ତାର୍ ହ୍ଚେ ସେ ସାତ୍ଗଟ୍ ରୁଟି ଆଣି ଇଶ୍ଵର୍କେ ଦନ୍ୟବାଦ୍ ଦ୍ଇ ସେ ସ୍ବୁ ରୁଟି ଚିଡାଇ କ୍ରି ବାଟା କ୍ରୁକେ ନିଜାର୍ ଚେଲାମ୍ନ୍କେ ଦିଲା ଆର୍ ସେମ୍ନ୍ ସ୍ବୁ ଲକ୍ମ୍ନ୍କେ ବାଟାକ୍ରି ଦିଲାଇ।
ଯୀଶୁ ଲକ୍ମ୍ନ୍କେ ବ୍ସାଉଆ ବ୍ଲି ଚେଲାମ୍ନ୍କେ କଇଲା। “ସେତି ର୍ନ୍ ବ୍ର୍ତି ଅଇରିଲି। ତ୍ବେ ସେତି ହାଁଚ୍ ହ୍ଜାର୍ ଅଣ୍ଡ୍ରାହିଲା ବ୍ସ୍ଲାଇ।”