10 ଆରେକ୍, ଲକ୍ ହ୍ଟାଇ ବନ୍ଦିଗ୍ରେ ଡୁବେନ୍ ଦେତା ଯୋହନାର୍ ମୁଣ୍ତ୍ କାଟ୍ଲାଇ,
10 ସେତାକ୍ ଜାଗୁଆଳିକେ ହଃଟାୟ୍ ଜଃଇଲ୍ ଗଃରେ ଜହନ୍କେ ମୁଣ୍ଡ୍ କାଟାୟ୍ଲା ।
ଆରେକ୍ ଯୋହନାର୍ ମୁଣ୍ତ୍ କାଟି ଗଟେକ୍ ତାଳିଏ ଆଣିକ୍ରି ସେ ଟକିକେ ଦିଲାଇ, ଆରେକ୍, ସେ ତାର୍ ଆଇସିକେ ନ୍ଇଦିଲି।
ସେତାକ୍ ହେରୋଦ୍ ର୍ଜା ବେସି ଦୁକ୍ ଅଇଲେକ୍ ହେଁ ନିଜାର୍ ହ୍ର୍ମାଣ୍ ଆର୍ ନିଜାର୍ ସ୍ଙ୍ଗ୍ ବଜିଲ୍ଗେ ଆସିରିଲା ଗତିଆ ମ୍ନ୍କାର୍ ଗିନେ, ସେ ଟକିର୍ ଇଚା ହୁରାକ୍ରୁକେ ଆଦେଶ୍ ଦିଲା।
ମ୍ତର୍ ମୁଇ ତୁମୁକ୍ମ୍ନ୍ କ୍ମ୍ଲେ, ଏଲିୟ ତ ଆସି ସ୍ର୍ଲାନି, ମ୍ତର୍ ଲକ୍ ତାକେ ନ୍ଚିନି ତାର୍ସ୍ଙ୍ଗ୍ ଯାଇରି ମ୍ନ୍, ସେରି କ୍ଲାଇ ଆତ୍ତି। ସେନ୍କାର୍ ମୁଇ ମାନାଇ ହିଲା ହେଁ ସେମ୍ନ୍କାର୍ ଆତେ ଦୁକ୍ ବଗ୍ କ୍ରୁକେ ଜ୍ମ୍ଲେ।”
ମ୍ତର୍ ମୁଇ ତୁମୁକ୍ମ୍ନ୍ କ୍ମ୍ଲେ, ଏଲିୟ ଆସି ସ୍ର୍ଲାନି, ଆରେକ୍ ତାର୍ ବିଷୟେ ଦ୍ର୍ମ୍ ଶାସ୍ତର୍ ଲଗେ ଜ୍ନ୍କ୍ରି ଲେକାଆଚେ, ସେନ୍କ୍ରି ସେମ୍ନ୍ ତାର୍ସ୍ଙ୍ଗ୍ ଯାଇରି ମ୍ନ୍, ସେରି କ୍ଲାଇ ଆତି।”
ମ୍ତର୍ ହେରୋଦ୍ ର୍ଜା କଇଲା, “ମୁଇ ତ ଡୁବେନ୍ ଦେତା ଯୋହନାର୍ ମୁଣ୍ତ୍ କାଟି ଆଚି, ମ୍ତର୍ ଇ ମାନାଇ ତ୍ବେ କେ? ଜାର୍ ବିଷୟେ ମୁଇ ଇ ସ୍ବୁ ଶୁଣୁଲେ?” ଆର୍ ସେତାର୍ଗିନେ ସେ ଯୀଶୁକ୍ ଦ୍କୁକ୍ ମ୍ନ୍କ୍ର୍ତିରିଲା।
ସେ ଦୁଇ ଲକ୍ ସାକି ଦେତା ସ୍ମୟ୍ ସ୍ରିଗ୍ଲା ହ୍ଚେ ସେ ବୟଙ୍କାର୍ ପଶୁ ହାତାଳ୍ କୁଣ୍ଡେ ହ୍ଣି ବାରି ସେମ୍ନ୍କାର୍ ସ୍ଙ୍ଗ୍ ଯୁଜ୍ କ୍ରେଦ୍ ଆର୍ ସେ ଦୁଇ ଲକ୍କେ ଆରାଇ ମ୍ର୍ନେ ମାରେଦ୍।