54 ମ୍ତର୍ ଯୀଶୁ ସେ ଟକିର୍ ଆତେ ଦ୍କିକ୍ରି କଇଲା, “ଏ ଟକି ଉଟ୍।”
54 ମଃତର୍ ଜିସୁ ଟକିର୍ ଆତେ ଦଃରି କୟ୍ଲା, “ଏ ନୁନି ହିଲା ଉଟ୍ ।”
ମ୍ତର୍ ଲକ୍ମ୍ନ୍କେ ହ୍ଦାଇ ବାର୍କ୍ଲା ଉତାରେ ଯୀଶୁ ଗ୍ର୍ ବିତ୍ରେ ଜାଇ ଟକିର୍ ଆତେ ଦ୍ରି ଉଟାଇଲା, ଆର୍ ସେ ଜୀବନ୍ ଅଇ ଉଟି ବ୍ସ୍ଲି।
ସେଡେବ୍ଳ୍ ଯୀଶୁ ଲ୍ଗେଯାଇ ତାର୍ ଆତେ ଦ୍ରି ତାକେ ଉଟାଇଲା, ଆରେକ୍ ତାର୍ ଗ୍ଗାଳେହ୍ଣି ଜର୍ ଚାଡ୍ଲି, ଆରେକ୍ ସେ ସେମ୍ନ୍କେ ସେବା କ୍ରୁକେ ଲାଗ୍ଲି।
ସେତାକ୍ ଯୀଶୁ କାଣାର୍ ଆତ୍ ଦ୍ରି ତାକେ ଗାମ୍ ବାହାରେ ନିଲା, ଆରେକ୍ ତାର୍ ଆକିଏ ନିଜାର୍ ଲାଳ୍ ଲାଗାଇ ଆର୍ ତାର୍ ଉହ୍ରେ ଆତ୍ ସ୍ଙ୍ଗାଇ ତାକେ ହ୍ଚାର୍ଲା, “ତୁଇ କାଇରି ଦ୍କୁଲିସ୍?”
ମ୍ତର୍ ଯୀଶୁ ତାର୍ ଆତ୍ ଦ୍ରି ତାକେ ଉଟାଇଲା, ଆରେକ୍ ସେ ବ୍ଲ୍ ଅଇ ଟିଆଅଇଲା।
ଆରେକ୍, ଯୀଶୁ ଯାଇରସାର୍ ଗ୍ରେ ହଚ୍ଲା, ସେଡେବ୍ଳ୍ ତାର୍ସ୍ଙ୍ଗ୍ ପିତର୍, ଯୋହନ୍ ଆର୍ ଯାକୁବ ଆରେକ୍ ସେ ଟକିର୍ ଆଇସି ଉବାସି ହ୍କା ଗ୍ରେ ହୁର୍ଲାଇ, ଆର୍ କାକେ ହୁରାଇ ନ୍କେଲାଇ।
ସେ ଇକ୍ତା କଇଲା ଲାଗି ସେତିରିଲା ସ୍ବୁ ଲକ୍ମ୍ନ୍ ନିଚଳି କ୍ରି ଯୀଶୁକେ ଲାଜ୍ କ୍ରାଇଲାଇ, କାଇତାକ୍ ସେ ଟକିହିଲା ମ୍ଲି ବ୍ଲି ସେମ୍ନ୍ ଜାଣିରିଲାଇ।
ସେଦାହ୍ରେ ସେ ଟକିର୍ ଜୀବନ୍ ଲେଉଟି ଆଇଲି ଆର୍ ସେ ଉଟିକ୍ରି ବ୍ସ୍ଲି, ଯୀଶୁ ତାକେ କାଇରି ଅଲେ କାମ୍କେ ଦିଆସ୍ ବ୍ଲି କଇଲା।
ସେ ଏତେକ୍ କ୍ଇକ୍ରି ଯୀଶୁ ବ୍ଡ୍ ଟଣ୍ତ୍କ୍ରି କଇଲା, “ଲାଜାର୍ ବାରି ଆଉ।”
ଇଶ୍ୱର୍ ଜ୍ନ୍କ୍ରି ମ୍ଲାଲକ୍କେ ଜୀବନ୍ ଦ୍ଇକ୍ରି ଉଟାମ୍ଲା, ସେନ୍କ୍ରି ହଇସି ହେଁ ଜାକେ ଇଚ୍ଚା ତାକେ ଜୀବନ୍ ଦାନ୍ କ୍ରେଦ୍।
ମ୍ତର୍ ପିତର୍ ସ୍ବୁ ଲକ୍ମ୍ନ୍କେ ସେତିହ୍ଣି ବାର୍କ୍ଲା ଆର୍ ମାଣ୍ଡିକୁଟା ଟେସି ପାର୍ତେନା କ୍ଲା, ତାର୍ହ୍ଚେ ସେ ଦର୍କାରାର୍ ମ୍ଲା ମ୍ଳ୍ ହାକ୍ ଦ୍ରିକ୍ରି କଇଲା, “ଟାବିଥା ଉଟ୍” ସ୍ଡେବ୍ଳ୍ ଦର୍କାରାର୍ ଆକି ଉଗାଳି ଅଇଲି, ଆର୍ ସେ ପିତର୍କେ ଦ୍କି ଉଟିକ୍ରି ବ୍ସ୍ଲା।
ପବିତର୍ ଶାସ୍ତର୍ ତ୍ଇ ଲେକାଆଚେ, “ମୁଇ ତ୍କେ ବେସି ଜାତିର୍ ଉବାସି ବ୍ଲି ଜାଣାଇ ଆଚି।” ଇଶ୍ଵରାର୍ ଆଗେ ଇରି ସ୍ତ୍। ଅବ୍ରାହାମ୍ ଜୁଇ ଇଶ୍ୱର୍କେ ବିଶ୍ବାସ୍ କ୍ରିରିଲା, ସେ ଇଶ୍ୱର୍ ମ୍ଲା ଲକ୍ମ୍ନ୍କେ ଜୀବନ୍ ଦ୍ଇ ବାଚାଇ ଆଚେ ଆର୍ ଜୁଇ ଗଟ୍ଣା ଯଦି ଗ୍ଟିନ୍କେରେ ସେ ସ୍ବୁ ଗ୍ଟ୍ତା କ୍ତା ହାଇଁ ଜଜ୍ନା କ୍ର୍ତି।