Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 6:29 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

29 ଯେ ତୁମୁକ୍ ଗଟେକ୍ ଗାଲେ ଚାହୁଳ୍ ମାର୍‍ଲେକ୍, ତାକେ ଆର୍‍ଗଟେ ଗାଲ୍ ହେଁ ଦ୍‍କାଇ ଦିଆସ୍। ଆରେକ୍‌, ଯେ ତୁମାର୍ ଚାଦର୍ ନ୍‌ଇ ଗ୍‍ଲେକ୍, ତାକେ ତୁମାର୍ ଉହ୍‍ରେ ହିନ୍ଦ୍‌ତା ଆଙ୍ଗି ହେଁ ନେମ୍ କେ ମ୍‍ନା କ୍‍ରାନାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

29 ଜେ ତୁମିକେ ଗଟେକ୍‌ ଗାଲେ ଚାହୁଳ୍‌ ମାରେଦ୍‌, ତାର୍‌ ଗିନେ ଆରେକ୍‌ ଗଟେକ୍‌ ଗାଲ୍‌ ହେଁ ଦଃକାୟ୍‌ ଦିଆସ୍‌; ଆର୍‌ ଜେ ତୁମାର୍‌ ହଃଚ୍ୟା ନଃୟ୍‌ଦ୍‌, ତାକ୍‌ ତୁମାର୍‌ ଆଙ୍ଗି ହେଁ ନେଉଁକେ ମଃନା କଃରା ନାୟ୍‌ ।

အခန်းကိုကြည့်ပါ။ ကော်ပီ




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 6:29
15 ပူးပေါင်းရင်းမြစ်များ  

ସେଡେବ୍‍ଳ୍ ଲକ୍‍ମ୍‍ନ୍ ଯୀଶୁର୍ ମୁଏ ଲାଳ୍ ତୁକି ତାକେ ବିଦା ମାର୍‌ଲାଇ। ଆର୍ କେ କେ ଯୀଶୁକେ ଚାହୁଳ୍ ମାରି କଇଲାଇ,


ସେମ୍‍ନ୍ ଯୀଶୁର୍ ଆକି ଲ୍‌ଗେ ହାଟ୍‍ଳି ବାନ୍ଦ୍‍ଲାଇ ଆର୍ ତାକେ ମାଡ୍ ମାରି ହ୍‌ଚାର୍‌ଲାଇ, ଯଦି ତୁଇ ବବିଶତ୍ କ୍‌ତା କ୍‌ଉତାଲକ୍! “କ୍ଉ ତକେ କେ ମାର୍‍ଲା?”


ଯେ ହେଁ ତୁମୁକ୍ ମାଗେଦ୍, ତାକେ ଦିଆସ୍। ଆରେକ୍‌ ଯେ ତୁମାର୍ ସ୍‌ମ୍‍ପତି ନ୍‌ଇଜାଇଦ୍, ତାର୍ ତ୍‌ଇ ସେରି ଆର୍ ଗଟେତର୍ ଦାବି କ୍‍ରାନାଇ।


ଯୀଶୁ ଅନ୍‍କ୍‍ରି କଇଲାକେ, ଗଟେକ୍ ଜାଗ୍‍ତା ଲକ୍ ଯୀଶୁକ୍ ଚାହୁଳ୍ ମାର୍‍ଲା ଆର୍ କଇଲା, “ତର୍ ଅତେକ୍ ସାହାସ୍, ତୁଇ ମୁକିଆ ଜାଜକ୍‌କେ ଅନ୍‍କ୍‍ରି ଉତର୍ ଦେମ୍‍ଲିସ୍?”


ଇକ୍‍ତା ଶୁଣିକ୍‍ରି ମୁକିଆ ଜାଜକ୍ ହାନାନ ପାଉଲାର୍ ଲ୍‌ଗେ ଟିଆ ଅଇରିଲା ଲକ୍‌କେ କଇଲା, “ତାର୍ ମୁଏ ଚାହୁଳ୍ ସ୍‍ଙ୍ଗ୍‍ ମାର୍‌ ବ୍‌ଲି ଆଦେଶ୍ ଦିଲା।”


ଅମୁକ୍‌ମ୍‌ନ୍ ଅବେ ହେଁ କାମ୍‌କେ ହିମ୍‌କେ ନାଇ, ହିନ୍ଦୁକେ ହ୍‌ଚିଆ ହାଟାନାଇ, କି ରେମ୍‌କେ ଗ୍‍ର୍ ଦୁଆର୍ ହେଁ ନାଇ, ଆର୍ ସ୍‌ବୁବ୍‌ଳ୍ ଦୁକ୍‍କ୍‍ଷ୍ଟ ବଗୁଲୁ।


ତୁମାର୍ ବିତ୍‌ରେ ଅଉତିରିଲା ବିଚାର୍‌ ସ୍‌ବୁ ଜାଣାମ୍‌ଲି ଯେ, ତୁମିମ୍‍ନ୍ ସ୍‌ବୁ ଆରି ଆଚାସ୍। କେସ୍‌ବାଟ୍ କ୍‌ର୍‌ତା ବାଦୁଲେ ବିନ୍‌ଲକାର୍ ଅନ୍ଯାୟ୍ ଆର୍ କ୍‌ଷ୍ଟକେ ସ୍‌ମ୍ବାଳାତାର୍ ବ୍‍ଲ୍ ନଇକି?


କେ ତୁମୁକେ ଚାକର୍‌ କ୍‍ରି ର୍‌କେଦ୍, କି ତୁମାର୍ ସ୍‌ବୁ ଦ୍‍ନ୍ ସ୍‌ମ୍ପତିକେ ନିଲେକ୍, କି ତୁମୁକେ ହାନ୍ଦାଇ ହ୍‍କାଇଲେକ୍, କି ତୁମୁକ୍ ଅକାର୍ ଅଇଲେକ୍, କି ତୁମାର୍ ଗାଲେ ଚାହୁଳ୍ ମାର୍‍ଲେକ୍ ହେଁ ତୁମିମ୍‍ନ୍ ସେ ସ୍‌ବୁକେ ସ୍‌ମ୍ବାଳି ରିଆସ୍।


ତୁମିମ୍‍ନ୍ ଜେଇଲେ ରିଲା ବନ୍ଦିମ୍‌ନ୍‌କାର୍ ଦୁକ୍ କ୍‌ଷ୍ଟକେ ଜାଣିଆଚାସ୍, ଆର୍ ଜ୍‌ଡେବ୍‌ଳ୍ ତୁମାର୍ ଦ୍‍ନ୍ ସ୍‌ମ୍‍ପତି ସ୍‌ବୁକେ ଚାଡାଇ ନିଲାଇ ତ୍‌ବେ ହେଁ ତୁମିମ୍‍ନ୍ ସ୍‌ର୍‌ଦା ଅଇକ୍‌ରି ସ୍‌ବୁ ସ୍‌ମ୍ବାଳି ରିଲାସ୍। କାଇତାକ୍ ତୁମାର୍ ଯେ ଗାଦି ଦ୍‍ନ୍ ସ୍‌ମ୍‍ପତି ସ୍‌ର୍‌ଗେ ଆଚେ ସେରି ତୁମିମ୍‍ନ୍ ଜାଣି ରିଲାସ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ