Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 6:15 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

15 ମାଥିଉ, ଥୋମା, ଆଲଫିର୍ ହଇସି ଯାକୁବ ଆର୍ ଶିମୋନ୍, ଯାକେ ଦେଶ୍ ସେବାକ୍‍ରୁ ବ୍‍ଲି କ୍ଉତି,

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

15 ମାତିଉ ଆର୍‌ ତମା, ଆଲ୍‌ପିଅର୍‌ ହୟ୍‌ସି ଜାକୁବ ଆର୍‌ ସିମନ୍ ଜାକେ ତିକ୍‌ତିକା ବଃଲି କଃଉତି,

အခန်းကိုကြည့်ပါ။ ကော်ပီ




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 6:15
14 ပူးပေါင်းရင်းမြစ်များ  

ଯୀଶୁ ସେତିହ୍‍ଣି ଜାତାବ୍‍ଳ୍ ମାଥିଉ ନାଉର୍ ଗଟେଲକ୍ ସିସ୍‌ତୁ ଆଦାଇ କ୍‌ର୍‌ତା ଟାଣେ ବ୍‌ସି ରିଲାର୍ ଦ୍‍କି, ଯୀଶୁ ତାକେ କଇଲା, “ମର୍‍ହ୍‌ଚେ ଆଉ।” ସେଡେବ୍‍ଳ୍ ମାଥିଉ ଉଟି ଯୀଶୁର୍ ହ୍‌ଚେ ଗ୍‍ଲା,


ଆରେକ୍‌, ଯୀଶୁ ବାଟେ ଜ୍‌ମ୍ ଜ୍‌ମ୍ ଆଲଫିର୍ ହଇସି ଲେବୀକେ ସିସ୍‌ତୁ ଆଦାଇ କ୍‌ର୍‌ତା ଗ୍‍ରେ ବ୍‌ସି ରିଲାର୍ ଦ୍‍କି, ଯୀଶୁ ତାକେ କଇଲା ମର୍‍ହ୍‌ଚେ ଆଶା। ସେଡେବ୍‌ଳ୍ ଲେବୀ ଉଟି ଯୀଶୁର୍ ସ୍‍ଙ୍ଗ୍‍ ଗ୍‍ଲା।


ଆନ୍ଦ୍ରିୟ, ଫିଲିପ୍ପ, ବାର୍‍ଥଲମୀ, ମାଥିଉ, ଥୋମା, ଆଲଫିର୍ ହଇସି ଯାକୁବ, ତଦ୍ଦିୟ, ଦେଶ୍ ସେବାକ୍‍ରୁ ଶିମୋନ୍,


ତାର୍ ହ୍‌ଚେ ଯୀଶୁ ସେ ସ୍‌ହରେ ହ୍‍ଣି ବାରିଗ୍‍ଲା ଆର୍ ଲେବୀ ନାଉର୍ ଗଟେକ୍ ଲକ୍‌କେ ସିସ୍‌ତୁ ଆଦାଇ କ୍‌ର୍‌ତା ଜାଗାଇ ବ୍‍ସି ରିଲାର୍ ଦ୍‍କି ତାକେ କଇଲା, “ମର୍ ହ୍‌ଚ୍ ହ୍‌ଚ୍ ଆଉ।”


ସେ ହ୍‌ଟାଇଲା ଚେଲାମ୍‌ନ୍‌କାର୍ ନାଉଁ ଶିମୋନ୍, ଯାକେ ସେ ପିତର୍ ବ୍‍ଲି ନାଉଁ ଦିଲା, ତାର୍ ସାନ୍ ବାଇସି ଆନ୍ଦ୍ରିୟ, ଯାକୁବ ଆର୍ ଯୋହନ୍, ଫିଲିପ୍ପ, ଆର୍ ବାର୍‍ଥଲମୀ,


ଯାକୁବାର୍ ହଇସି ଯୀହୂଦା ଆର୍ ଇଷ୍କାରିୟତ୍ ଯିହୁଦା, ଯେ ଯୀଶୁକେ ଶ୍‍ତ୍‍ରୁ ଆତେ ସ୍‍ହ୍‍ରିଦିଲା।


ଥୋମା, ଯାକେ ଦିଦୁମ୍ ବ୍‍ଲି କ୍ଉତି, ବିନ୍‌ସ୍‌ବୁ ଚେଲାମ୍‍ନ୍‍କେ କଇଲା, “ଗୁରୁର୍ ସ୍‍ଙ୍ଗ୍‍ ଯୁମା ଆର୍ ସେତି ସ୍‌ବୁଲକ୍ ମ୍‍ରୁମା।”


ଯୀଶୁ ବାରଗଟ୍ ଚେଲାମ୍‍ନ୍‍କେ ଦ୍‍କାଇ ଅଉତାବ୍‍ଳ୍ ଥୋମା (ଜାକେ ଦିଦୁମ୍ ବ୍‍ଲି କ୍ଉତି) ସେତି ନ୍‍ରିଲା।


ସେମ୍‍ନ୍ ଅଇଲାଇ ପିତର୍, ଯୋହନ୍, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା ବାର୍‍ଥଲମୀ, ମାଥିଉ, ଆଲଫିର୍ ହଇସି ଯାକୁବ, ଉଦ୍‌ଯୋଗି ଶିମୋନ୍ ଆର୍ ଯାକୁବାର୍ ହଇସି ଯୀହୂଦା, ଯିରୁଶାଲମ୍‌ ସହରେ ଜୁଇ ଉହ୍‌ରାର୍ ବ୍‌କ୍‌ରାଇ ସେମ୍‍ନ୍ ରେତିରିଲାଇ ସେତିକେ ସେମ୍‍ନ୍ ଲେଉଟି ଗ୍‍ଲାଇ।


ସେମ୍‍ନ୍ କଇ ସ୍‌ର୍‌ଲା ହ୍‌ଚେ ଯାକୁବ କଇଲା, “ହେ ବାଇମନ୍ ମର୍‍କ୍‍ତା ଶୁଣା।”


ମ୍‌ତର୍ ମାପ୍‌ରୁର୍ ବାଇସି ହ୍‌ଟାଇଲା ଚେଲା ଯାକୁବାର୍ ସ୍‌ଙ୍ଗ୍ ହ୍‌କା ମୁଇ ବେଟିରିଲେ, ମ୍‌ତର୍ ବିନ୍‌କୁଇ ହ୍‌ଟାଇଲା ଚେଲାମ୍‌ନ୍‌କାର୍ ସ୍‌ଙ୍ଗ୍ ବେଟି ନ୍‌ରିଲେ।


ଜ୍‌ଡେବ୍‌ଳ୍ ନେତାବାବେ ବାଚିଅଇରିଲା ଯାକୁବ, ପିତର୍ ଆର୍‌ ଯୋହନ୍‌ ମକେ ଇଶ୍ଵର୍ ଇ ସୁବ୍‍କ୍‍ବର୍ ପର୍‍ଚାର୍ କ୍‌ର୍‌ତା ବଜ୍ ଦିଲାଆଚେ ବ୍‌ଲି ସେମ୍‌ନ୍ ନିଜେ ହୁଟାଇକ୍‌ରି କଇଲାଇ। ସେତାର୍‍ଗିନେ ସେମ୍‌ନ୍ ମକେ ଆର୍ ବର୍ଣ୍ଣବାକେ ସ୍‌ର୍‌ଦା ଅଇକ୍‌ରି ମ୍‌ନ୍‌କ୍‌ଲାଇ। ବର୍ଣ୍ଣବା ଆର୍ ମୁଇ ଯିହୁଦି ନ୍‌ଇଲା ବିନ୍‍ଜାତି ଲକ୍‌ମ୍‌ନ୍‌କାର୍‌ ଲ୍‌ଗେ ପର୍‍ଚାର୍ କ୍‌ରୁକେ, ଆର୍ ସେମ୍‌ନ୍ ଯିହୁଦି ମ୍‌ନ୍‌କାର୍ ଲ୍‌ଗେ ପର୍‍ଚାର୍ କ୍‌ରୁକେ ସ୍‌ବୁଲକ୍ ବ୍‌ସିକ୍‌ରି ତିର୍‌କ୍‌ଲୁ।


ମୁଇ ଇଶ୍ଵର୍‌ରାର୍‌ ଆର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଗଟେକ୍ ସେବାକ୍‌ରତା ଲକ୍ ଯାକୁବ, ସ୍‌ବୁ ହୁର୍‌ତିବିର୍‌ ଚିନ୍‍ବିନ୍ ଅଇଲା ବାର ଜାତିର୍‌ ଯିହୁଦି ଖ୍ରୀଷ୍ଟାନ୍ ଲକ୍‌ମ୍‍ନ୍‌କେ ଜୁଆର୍ ଜାଣାମ୍‌ଲେ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ