Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 4:1 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

1 ଯୀଶୁ ପବିତର୍ ଆତ୍ମାର୍ ଶ୍‌କ୍‌ତିଏ ବ୍‍ର୍‍ତି ଅଇକ୍‍ରି ଯର୍ଦନ୍ ଗାଡେ ହ୍‍ଣି ଲେଉଟି ଆସି, ଆତ୍ମାର୍ ଇଚାହର୍ ଶୁନ୍‌ସାନ୍ ଜାଗାଇ ଗ୍‍ଲା। ଆର୍ ଶଇତାନ୍ ସେତି ଯୀଶୁକେ ପରିକ୍ୟା କ୍‌ର୍‌ତି ରିଲି।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

1 ଜିସୁ ପବିତ୍ର ଆତ୍ମାୟ୍‌ ହୁର୍ନ୍‌ ଅୟ୍‌ ଜର୍ଦନ୍ ଗାଡେ ହୁଣି ବାଉଳ୍‌ଲା, ଆର୍‌ ଚାଲିସ୍‌ ଦିନ୍‌ ହଃତେକ୍‌ ପବିତ୍ର ଆତ୍ମା ତାକ୍‌ ସୁକ୍‌ଲା ବଃଟାୟ୍‌ କାଡାୟ୍‌ ନିଲି, ସେତି ଜିସୁକ୍‌ ସୟ୍‌ତାନ୍ ପରିକ୍ୟା କଃର୍ତି ରିଲି ।

အခန်းကိုကြည့်ပါ။ ကော်ပီ




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 4:1
19 ပူးပေါင်းရင်းမြစ်များ  

ଯୀଶୁ ଡୁବେନ୍ ନିଲାମାଡେ ହାଣିଲ୍‌ଗେହ୍‌ଣି ଉଟି ଆଇଲା, ଆରେକ୍‌ ଦ୍‌କା, ଆକାଶ୍‌ ଉଗାଡି ଅଇଲି, ଆରେକ୍‌ ସେ ଇଶ୍ୱର୍‌ ପବିତର୍ ଆତ୍ମାକେ ହାରୁଆ ହର୍ ଉତ୍‍ରି ନିଜାର୍ ଉହ୍‍ରେ ବ୍‍ସ୍‍ତାର୍ ଦ୍‍କ୍‍ଲାଇ।


ପବିତର୍ ଆତ୍ମା କଇଲା ହର୍ ଶିମିୟନ୍ ମନ୍ଦିରେ ଗ୍‍ଲା। ସେଡେବ୍‍ଳ୍ ଯୀଶୁର୍ ଉବାସି ଆଇସି ମୋଶାର୍ ବିଦିବିଦାନ୍ ହୁରା କ୍‌ର୍‌ତାର୍ ଗିନେ ଯୀଶୁକେ ଦ୍‍ରି ଯିରୁଶାଲମ୍‌ ମନ୍ଦିରେ ଆଇଲାଇ। ଆର୍ ମୋଶାର୍ ନିୟମ୍ ହର୍ କାମ୍ କ୍‌ର୍‌ତାର୍ ଗିନେ ତାକେ ବିତ୍‌ରେ ଆନ୍‍ଲାଇ।


ତ୍‍ବେ ଡୁବେନ୍ ଯୋହନ୍ ଯର୍ଦନ୍ ଗାଡାର୍ ସ୍‍ବୁ ଗାମ୍‍କେ ଗ୍‍ଲା, ଆର୍ ଲକ୍‌ମ୍‍ନ୍‌କେ ପାପେହ୍‌ଣି ତୁମାର୍ ମ୍‌ନ୍ ବାଦ୍‍ଲାଉଆ ବ୍‌ଲି କଇଲା, ଆର୍ ହାଣିଲ୍‌ଗେ ଡୁବେନ୍ ନିଆ, ତ୍‍ବେ ଇଶ୍ୱର୍‌ ତୁମାର୍ ପାପ୍‌ସ୍‌ବୁ କେମା କ୍‍ରେଦ୍ ବ୍‍ଲି ପର୍‍ଚାର୍ କ୍‌ରୁକେ ଲାଗ୍‍ଲା।


କେନାନ ଏନୋଶର୍ ହଇସି, ଏନୋଶ ଶେଥର୍ ହଇସି, ଶେଥ ଆଦ‍ମର୍ ହଇସି, ଆଦ‍ମ୍ ଇଶ୍ଵରାର୍ ହଇସି।


ତାର୍ ହ୍‌ଚେ ଯୀଶୁ ଗାଲିଲୀ ଜିଲାକେ ଲେଉଟି ଗ୍‍ଲା, ଆର୍ ପବିତର୍ ଆତ୍ମାର୍ ଶ୍‌କ୍‌ତି ତାର୍‌ସ୍‍ଙ୍ଗ୍‍ ରିଲି, ତାର୍ କ୍‌ବର୍ ସେ ଚାରିହାକ୍ ଆଉଜି ଅଇଲି।


“ମାପ୍‌ରୁର୍ ପବିତର୍ ଆତ୍ମା ମର୍ ଉହ୍‍ରେ ଆଚେ। କାଇତାକ୍ ସେ ଗ୍‌ରିବ୍ ଲକ୍‍ମ୍‍ନ୍‍କାର୍ ଲ୍‌ଗେ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁକେ ମକେ ଅବିଶେକ୍ କ୍‌ଲାଆଚେ। ଜେଇଲ୍ ଗ୍‍ରେ ରିଲା ଲକ୍‌ମ୍‍ନ୍‌କେ ଉଦାର୍‌ କ୍‌ରୁକେ, କାଣା ଲକ୍‍ମ୍‍ନ୍‍କାର୍ ଆକି ଦ୍‌କୁକେ ଶ୍‌କ୍‌ତି ଦେମ୍‌କେ ଆର୍ ଦୁକ୍‍କ୍‍ଷ୍ଟ ହାଉତା ଲକ୍‌ମ୍‍ନ୍‌କେ ଉଦାର୍‌ କ୍‌ରୁକେ


ଡୁବେନ୍ ଦେତା ଯୋହନ୍ କଇଲା, “ପବିତର୍ ଆତ୍ମା ହାରୁଆ ହର୍ ଅଇ ଆକାଶେ ହ୍‍ଣି ଆସି ଯୀଶୁର୍ ଉହ୍‍ରେ ବ୍‍ସ୍‍ତାର୍ ମୁଇ ଦ୍‌କ୍‌ଲେ।


ଯାକେ ଇଶ୍ୱର୍‌ ହ୍‌ଟାଇଲା ଆଚେ, ସେ ଇଶ୍ଵରାର୍ କ୍‌ତା କଇଦ୍, କାଇତାକ୍ ସେ ଇଶ୍ଵରାର୍ ଆତ୍ମା ତ୍‌ଇ ହୁରା ଅଇଲାଆଚେ।


ସେ ଦିନ୍ ହ୍‌ତେକ୍ ଯୀଶୁ ଜୁଇସ୍‌ବୁ କାମ୍ କ୍‌ରୁକେ ଆର୍ ଶିକ୍ୟା ଦେମ୍‌କେ ଆରାମ୍ କ୍‌ରିରିଲା, ସେ ସ୍‌ବୁ ବିଷୟକେ ମୁଇ ହ୍‌ର୍‌ତୁର୍ ଶାସ୍‌ତରେ ଲେକ୍‌ଲେ ଆଚି।


ବଲେକ୍ ତୁମିମ୍‍ନ୍ ନାଜରିତିୟ ଯୀଶୁର୍ କ୍‌ତା, କ୍‍ନ୍‍କ୍‍ରି ଇଶ୍ୱର୍‌ ତାକେ ପବିତର୍ ଆତ୍ମା ଆର୍ ତାର୍ ଶ୍‌କ୍‌ତି ଦ୍‌ଇରିଲା। ଆର୍ ସେ ବ୍‌ଲ୍‌କାମ୍ ସ୍‌ବୁ କ୍‍ରି କ୍‍ରି, ଶଇତାନାର୍ ଜାଲେ ହ୍‌ଡିରିଲା ଲକ୍‌ମ୍‍ନ୍‌କେ ସ୍‍ବୁହାକ୍ ବୁଲି ବୁଲି ବ୍‌ଲ୍‌କ୍‍ଲା, କାଇତାକ୍ ଇଶ୍ୱର୍‌ ତାର୍‌ସ୍‍ଙ୍ଗ୍‍ ରିଲା ଲାଗି।


ଜ୍‌ଡେବ୍‌ଳ୍ ସେମ୍‍ନ୍ ହାଣି ବିତ୍‌ରେହ୍‌ଣି ହ୍‌ଦାଇ ବାରାଇ ଆଇଲାଇ, ସ୍‌ଡେବ୍‌ଳ୍ ଇଶ୍ଵରାର୍ ପବିତର୍ ଆତ୍ମା ଫିଲିପ୍ପକେ ନିଲା, ଆରେକ୍‌ ବ୍‌ଡ୍ ଅଦିକାରି ଫିଲିପ୍ପକେ ଦ୍‌କୁ ନ୍‌ହାର୍‌ଲା। ମ୍‍ତର୍ ତାକେ ଇଶ୍ୱର୍‌ ର୍‌କ୍ଷା କ୍‍ଲା, ସ୍‍ର୍‍ଦା ଅଇକ୍‌ରି ତାର୍ ବାଟେ ସେ ଇଣ୍ତିଗ୍‌ଲା।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ