ଲୁକ ଲେକ୍ଲା ଜିସୁ କ୍ରିସ୍ଟର୍ ନିକ କବୁର୍ 3:14 - ବ୍ଡ଼୍ ହ୍ର୍ଜା ବାଇବଲ14 କେତେକ୍ ରୋମୀୟ ସଇନିକ୍ ମ୍ନ୍ ହେଁ ହ୍ଚାର୍ଲାଇ, “ତ୍ବେ ଅମାର୍ ବିଷୟେ କାଇରି ଅଇଦ୍? ଆର୍ ଅମୁକ୍ କାଇରି କ୍ରୁକେ ହ୍ଳେଦ୍।” ସେ ସେମ୍ନ୍କେ କଇଲା, “ବିନ୍ଲକାର୍ ତ୍ଇହ୍ଣି ବପୁ ଦ୍କାଇକ୍ରି ଡାବୁ ନିଆନାଇ। କାର୍ ବିରୁଦେ ମିଚ୍କ୍ତା କ୍ଉଆନାଇ, ତୁମି ଜ୍ତେକ୍ ଡାବୁ ହାମ୍ଲାସ୍ ସ୍ତେକ୍ ଡାବୁ ତ୍ଇ ବ୍ଲ୍କ୍ରି ଚ୍ଲା।” အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍14 କଃତେକ୍ ଇଜାର୍ମଃନ୍ ହେଁ ଆସି ତାକ୍ ହଃଚାରୁକ୍ ଦଃର୍ଲାୟ୍, “ଆର୍ ଅଃମିମଃନ୍ କାୟ୍ କଃରୁନ୍ଦ୍ ?” ଜହନ୍ ସେମଃନ୍କେ କୟ୍ଲା, “ବଃଳ୍ମାଡେ କାର୍ ଦଃନ୍ ଚାଡାୟ୍ ନିଆନାଁୟ୍ କି କାକେ ସୁନେସୁନେ ଦସି କଃରାନାୟ୍ । ତୁମିକେ ଜଃତେକ୍ ବଃର୍ତାନ୍ ମିଳୁଲି ସେତି ମଃନ୍ ସଃର୍ଦାକଃରି ରିଆ ।” အခန်းကိုကြည့်ပါ။ |
ତାର୍ ହ୍ଚେ ମୁଇ ସ୍ର୍ଗେ ଗଟେକ୍ ବେଲ୍କି ଅଉତାର୍ ଶୁଣ୍ଲେ, “ଅବେ ଅମାର୍ ଇଶ୍ଵର୍ ଜିତ୍ତା, ଅଦିକାର୍, ଆର୍ ରାଜ୍ କ୍ର୍ତା ସ୍ମୟ୍ ଆଇଲିଆଚେ, ତାର୍ ଖ୍ରୀଷ୍ଟର୍ ଶାସନ୍କ୍ର୍ତା ଅଦିକାର୍ ସ୍ମୟ୍ ହେଁ ଆଇଲିଆଚେ। କାଇତାକ୍ ଯେ ଦିନ୍ରାତି ଇଶ୍ଵରାର୍ ସାମ୍ନାଇ ଅମାର୍ ବାଇମ୍ନ୍କାର୍ ବିଷୟେ ଲିନ୍ଦା କ୍ର୍ତିରିଲା ସେ ଲକ୍କେ ସ୍ର୍ଗେ ହ୍ଣି ହ୍ଦାଇ ଅଦ୍ରାଇ ଆଚ୍ତି।