Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 3:1 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

1 କାଇସର୍ ରମ୍ ଦେଶ୍‌କେ ତିବିରୀୟା ମହା ର୍‌ଜା ହ୍‍ନ୍ଦ୍‍ର ବର୍ଷ ଶାସନ୍ କ୍‌ଲାବ୍‌ଳ୍, ପନ୍ତିୟ ପିଲାତ ଯିହୁଦା ଜିଲାର୍ ର୍‍ଜା ରିଲା ଆର୍ ହେରୋଦ୍ ଗାଲିଲୀ ଜିଲାର୍ ର୍‍ଜା ରିଲା, ତାର୍ ବାଇସି ଫିଲିପ୍ ଇତୁରୀଆ ଆର୍ ତ୍ରାଖନୀତିର୍ ର୍‍ଜା ରିଲା ଆର୍ ଲୁସାନିଆ ଅବିଲନିର୍ ର୍‍ଜା ରିଲା।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

1 ତିବିରିଆ କାଇସର୍‌ ବଃଲେକ୍‌ ଚଃକର୍‌ବତିର୍‌ ରାଜ୍‌ କଃର୍ତା ବଃଳାର୍‌ ହଃନ୍ଦ୍ର ବଃର୍ସ୍‌ ବଃଳ୍‌, ଜଃଡେବଃଳ୍‌ ପନ୍ତିଅ ପିଲାତ ଜିଉଦାର୍‌ ଗର୍ନର୍‌ ରିଲା ଆର୍‌ ହେରଦ୍‌ ଗାଲିଲି ରାଜିର୍‌ ତଃଳ୍ୟା ରଃଜା ରିଲା, ଆର୍‌ ତାର୍‌ ବାୟ୍‌ସି ପିଲିପ୍ ଇତୁରିଆ ଆର୍‌ ତ୍ରାକନିତି ରାଜିର୍‌, ଆରେକ୍‌ ଲୁସାନିଆ ଅବିଲିନି ଗଃଳାର୍‌ ତଃଳ୍ୟା ରଃଜା ରିଲା ।

အခန်းကိုကြည့်ပါ။ ကော်ပီ




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 3:1
19 ပူးပေါင်းရင်းမြစ်များ  

ସେଡେବ୍‍ଳ୍ ଗାଲିଲୀ ଜିଲାର୍ ଶାସନ୍‌କ୍‌ର୍‌ତା ହେରୋଦ୍ ର୍‍ଜା ଯୀଶୁର୍ ବିଷୟାର୍ କ୍‌ବର୍ ଶୁଣି ନିଜାର୍ ଚାକର୍‌ମ୍‌ନ୍‍କେ କଇଲା,


କାଇତାକ୍ ଗାଲିଲୀ ଜିଲାର୍ ହେରୋଦ୍ ର୍‍ଜା ନିଜାର୍ ବାଇ ଫିଲିପ୍‍ର୍ ମାଇଜି ହେରୋଦିଆର୍ ଗିନେ ଯୋହନ୍‍କେ ଦ୍‍ରି ବାନ୍ଦିକ୍‌ରି ବନ୍ଦିଗ୍‍ରେ ହୁରାଇ ରିଲାଇ।


ମ୍‍ତର୍ ଜ୍‍ବେ ହେରୋଦାର୍ ଜ୍‍ର୍‍ନ୍‌ ଦିନ୍ ଆଇଲି, ହେରୋଦିଆର୍ ଟକି ଆଇଲା ଗତିଆ ମ୍‌ନ୍‌କାର୍ ମ୍‍ଜାଇ ନାଚିକ୍‍ରି ହେରୋଦ୍ ର୍‍ଜାର୍ ମ୍‌ନ୍‌କେ ସ୍‍ର୍‍ଦା କ୍‌ଲି।


ତ୍‍ବେ ଆମୁକ୍ ମ୍‌ନ୍ କ୍ଉ, ତର୍ ମ୍‌ତ୍ କାଇରି? କାଇସର୍ ର୍‌ଜାକେ ସିସ୍‌ତୁ ଦେତା ନିୟମ୍ କି ନାଇ?”


ଆର୍ ସେମ୍‍ନ୍ ତାକେ ବାନ୍ଦିକ୍‌ରି ପିଲାତ ନାଉର୍ ଗବର୍‍ନର୍ ଆତେ ସ୍‌ହ୍‍ରି ଦିଲାଇ।


ଜ୍‌ଡେବ୍‌ଳ୍ ଗାଲିଲୀ ଜିଲାର୍ ହେରୋଦ୍ ର୍‍ଜା ନିଜାର୍ ବାଇ ଫିଲିପ୍‍ର୍ ମାଇଜି ରାଣୀ ହେରୋଦିଆକେ ବିବା କ୍‌ରିରିଲାକ୍। ଇକ୍‍ତା ଡୁବେନ୍ ଯୋହନ୍ ଜାଣ୍‌ଲା। ତ୍‍ବେ ହାଇତାର୍ ଗିନେ ହେରୋଦ୍ ର୍‍ଜା ନିଜେ ଲକ୍ ହ୍‍ଟାଇ ଡୁବେନ୍ ଯୋହନ୍‍କେ ବାନ୍ଦିକ୍‌ରି ବନ୍ଦିଗ୍‍ରେ ହୁରାଇଲା।


ମ୍‍ତର୍ ଗଟେଦିନ୍। ହେରୋଦ୍ ନିଜାର୍ ଜ୍‍ର୍‍ନ୍‌ ଦିନ୍ ମାନ୍‍ଲା, ସେ ନିଜାର୍ ବ୍‌ଡ୍ ମୁକିଆ ମ୍‌ନ୍‌କେ ସେନାପ୍‍ତି ମ୍‌ନ୍‌କେ ଗାଲିଲୀ ଜିଲାର୍ ବ୍‍ଡ୍ ବ୍‍ଡ୍ ଲକ୍‌ମ୍‍ନ୍‌କେ ବଜିଲ୍‌ଗେ ଆସୁକେ କ୍‌ବର୍ ଦିଲା। ସେ ରାତିବ୍‌ଳ୍ ବଜିତ୍ଇ ଡୁବେନ୍ ଯୋହନ୍‍କେ ମାରୁକେ, ରାଣୀ ହେରୋଦିଆକେ ଗଟେକ୍ ସୁଜଗ୍ ମିଳ୍‍ଲି।


ସେଡେବ୍‍ଳ୍ କ୍‍ତେକ୍ ଫାରୂଶୀମ୍‍ନ୍‍ ଆସି ଯୀଶୁକେ କଇଲାଇ, “ତୁଇ ଇ ଜଗା ଚାଡିକ୍‌ରି ହ୍‍ଳାଉ, କାଇତାକ୍ ହେରୋଦ୍ ର୍‍ଜା ତକ୍ ମ୍‌ର୍‌ନେ ମାରିନ୍ ବ୍‍ଲି ମ୍‍ନ୍‍କ୍‍ରୁଲା।”


ସେଡେବ୍‍ଳ୍ ରୋମୀୟ ରାଇଜର୍ ବ୍‍ଡ୍ ର୍‍ଜା କାଇସର୍ ଅଗଷ୍ଟ, ସେ ଦେଶାର୍ ସ୍‌ବୁ ଲକ୍‌ମ୍‌ନ୍‌କାର୍‌ ନାଉଁ ଲେକ୍‍ତାର୍ ଗିନେ ଆଦେଶ୍ ଦିଲା।


ସେତାର୍‍ଗିନେ ପିଲାତ ର୍‍ଜା ସେମ୍‍ନ୍ ଜୁଇରି ମ୍‌ନ୍ କ୍‌ଲେକ୍ ସେରି କ୍‌ରତ୍‌ବ୍‌ଲି ଯୀଶୁକେ ମ୍‌ର୍‌ନ୍ ଡ୍‌ଣ୍ତ୍ ଆଦେଶ୍ ଦିଲା।


ମ୍‍ତର୍ ବଡ୍ ର୍‍ଜା ହେରୋଦ୍ ନିଜାର୍ ବାଇସିର୍ ଡକୁରିସ୍ ହେରୋଦିଆକେ ବିବା ଅଇରିଲା ଲାଗି ଆର୍ ତାର୍ ବିନ୍ କ୍‍ତେକ୍ କ୍‍ରାପ୍ କାମାର୍ ଗିନେ ତାକେ ଡୁବେନ୍ ଯୋହନ୍ ଉଡ୍‌ଲାକ୍,


ଜ୍‌ଡେବ୍‌ଳ୍ ବ୍‌ଡ୍ ହେରୋଦ୍ ର୍‍ଜାର୍ ହିଲା ଗାଲିଲୀ ଜିଲାକେ ଶାସନ୍ କ୍‌ର୍‌ତିରିଲା, ସେ ଯୀଶୁ କ୍‌ର୍‌ତିରିଲା କାମାର୍ କ୍‌ତା ଶୁଣିକ୍‍ରି ଚାନିଆ ଅଇଗ୍‌ଲା, କାଇତାକ୍ ଡୁବେନ୍ ଯୋହନ୍ ମ୍‌ଲା ଲକାର୍‌ ତ୍ଇହ୍‍ଣି ଉଟିଆଚେ ବ୍‍ଲି କ୍‍ତେକ୍ ଲକ୍‍ମ୍‍ନ୍ କ୍‌ଉତିରିଲାଇ।


ମାନ୍‍ତି ହାଇ ଗବର୍‍ନର୍ ଫେଲିସ୍ ର୍‌ଜାକେ କ୍ଲାଉଦିଆ ଲୁସିୟାକେ ଜୁଆର୍ ଜାଣାମ୍‌ଲେ।


ଅନ୍‌କ୍‌ରି ଦୁଇ ବର୍ଷ ଗ୍‍ଲାହ୍‌ଚେ ପର୍କୀୟ ଫେଷ୍ଟସ୍ ଦେଶ୍ ଚାଲାଉତା ହ୍‌ଦ୍ ହାଇଲା, ଫେଲିସ୍ ର୍‌ଜା ଯିହୁଦିମ୍‌ନ୍‌କାର୍ ଲ୍‌ଗେ ବ୍‍ଲ୍ ବ୍‌ଲି ଦ୍‍କାଇ ଅମ୍‍କେ ପାଉଲ୍‌କେ ମୁକ୍‌ଳାଇ କ୍‍ରି ଜ୍‌ଇଲେ ର୍‌କି ଦ୍‌ଇ ସେ ହ୍‌ଳାଇରିଲା।


ତାର୍‌ହ୍‌ଚେ ର୍‌ଜା ଆଗ୍ରିପ୍ପା, ରାଇଜାର୍‌ ଗବର୍‍ନର୍ ଫେଲିସ୍, ବର୍ଣୀକି ଆର୍ ସେମ୍‍ନ୍‍କାର୍ ସ୍‍ଙ୍ଗ୍‍ ବ୍‍ସିରିଲା ବିନ୍‌ସ୍‌ବୁ ଲକ୍‍ମ୍‍ନ୍ ଜ୍‌ମ୍‌କେ ଲାଗ୍‌ଲାଇ,


ସେ ସ୍‌ହରେ ହେରୋଦ୍ ର୍‌ଜା ଆର୍ ପନ୍ତିୟ ପିଲାତ ର୍‌ଜା ଯିହୁଦି ଚାଡି ବିନ୍‍ଜାତି ଲକ୍ ରିଲାଇ, ଇସ୍ରାଏଲ୍ ଲକ୍‌ମ୍‌ନ୍‌କାର୍‌ ସ୍‍ଙ୍ଗ୍‍ ମିସିକ୍‌ରି ସେମ୍‍ନ୍ ତୁଇ ବାଚିରିଲା, ପବିତର୍‌ ଦାସ୍ ଯୀଶୁ ଖ୍ରୀଷ୍ଟର୍ ବିରୁଦେ ଲିନ୍ଦା କ୍‌ଲାଇ,


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ