Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 24:4 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

4 ଆର୍ ସେତି ସେମ୍‍ନ୍ ଟିଆଅଇ ସେ ବିଷୟେ କ୍‌ନ୍ ଅଇଲି ବ୍‍ଲି କାବା କାବା ଅଉତି ରିଲାଇ ସେଡେବ୍‍ଳ୍ ଦ୍‌କା, ଦୁଇ ଲକ୍ ଦବ୍‍ଳା ହ୍‍ଚିଆ ହ୍‍ଜି ସେମ୍‍ନ୍‍କାର୍ ଲ୍‌ଗେ ହଚ୍‍ଲାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

4 ସେତାର୍‌ଗିନେ ସେମଃନାର୍‌ ବୁଦି ବାଣା ଅଃଉତି ରିଲି, ଆର୍‌ ଅଃନ୍‌କା ବେଳାୟ୍‌ ଦଃକା, ଉଜାଳ୍‌ ବଃସ୍ତର୍‌ ହିନ୍ଦ୍‌ଲା ଦୁୟ୍‌ ଲକ୍‌ ସେମଃନାର୍‌ ଲଃଗେ ହଚ୍‌ଲାୟ୍‌ ।

အခန်းကိုကြည့်ပါ။ ကော်ပီ




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 24:4
9 ပူးပေါင်းရင်းမြစ်များ  

ଜ୍‌ଡେବ୍‌ଳ୍ ସେ ମାଇଜିମ୍‍ନ୍ ମ୍‌ସୁଣ୍ ହାରେ କେଟି ବିତ୍‌ରେ ଗ୍‍ଲାଇ, ସେମ୍‍ନ୍ ଗଟେକ୍ ଦ୍‌ଙ୍ଗ୍‌ଳାକେ ଦବ୍‍ଳା ହ୍‍ଚିଆ ହିନ୍ଦି କାତାବାଟ୍ ବ୍‌ସି ରିଲାର୍ ଦ୍‍କି, ସେମ୍‍ନ୍ ଚ୍‌ମ୍‍କି ଡିରି ଗ୍‍ଲାଇ।


ସେଡେବ୍‍ଳ୍ ମାପ୍‌ରୁର୍ ଦୂତ୍ ସେମ୍‍ନ୍‍‍କେ ଦ୍‍କାଇ ଅଇଲା, ଆରେକ୍‌, ସେମ୍‍ନ୍‍କାର୍ ଚାରିହାକ୍ ମାପ୍‌ରୁର୍ ମଇମାର୍ ଉଜାଳ୍ ଅଇଲି, ଆର୍ ସେମ୍‍ନ୍ ବେସି ଡିରି ଗ୍‍ଲାଇ।


ସେମ୍‍ନ୍ ଡିରିକ୍‍ରି ତାକାର୍ ମୁଉ ଲସାଇ କ୍‍ରି ବୁଏଁ ଦ୍‍କ୍‍ଲାଇ, ସେଡେବ୍‍ଳ୍ ସେମ୍‍ନ୍ ସେ ଟକିମ୍‍ନ୍‍କେ କଇଲାଇ, “ମ୍‌ଲା ଲକ୍‍ମ୍‍ନ୍‍କାର୍ ବିତ୍‌ରେ କାଇତାକ୍ ତୁମି ଜୀବନ୍ ରିଲା ଲକ୍‌କେ କଜୁଲାସ୍?


ଯୀଶୁ ସ୍‌ର୍‌ଗେ ଗ୍‌ଲାବ୍‌ଳ୍ ସେ ସ୍‍ବୁ ଲକ୍‍ମ୍‍ନ୍ ସ୍‌ର୍‌ଗ୍‌ ବାଟ୍ ଦ୍‍କ୍‌ତି ରିଲାଇ। ସ୍‌ଡେବ୍‌ଳ୍ ଦ୍‌କା, ଦବ୍‍ଳା ହ୍‌ଚିଆ ହ୍‌ଜିରିଲା ଦୁଇ ଲକ୍ ସେମ୍‍ନ୍‍କାର୍ ମୁଏ ଆସିକ୍‍ରି ଟିଆ ଅଇଲାଇ,


ଆର୍ ଦ୍‌କା, ସ୍‌ଡେବ୍‌ଳ୍ ମାପ୍‌ରୁର୍ ଗଟେକ୍ ଦୂତ୍ ଆସି ଟିଆଅଇଲା, ଆର୍ ସେ ବ୍‌କ୍‌ରା ଉଜାଳ୍ ଅଇଲି, ସ୍‌ର୍‌ଗ୍‌ ଦୂତ୍ ପିତର୍‌କେ କ୍‍ନ୍ଦେ ଦ୍‌ରିକ୍‌ରି ତାକେ ଚୁଲ୍‌ବୁଲାଇ କ୍‍ରି କଇଲା, “ବେଗି ଉଟ୍।” ସେମାଡେ ତାର୍ ଆତେ ବାନ୍ଦିରିଲା ସିକ୍‍ଳି ଚିଡ୍‌ଲି।


କେ ଗଟେଲକ୍ ହେଁ ଟିକ୍‌ବାବେ ଇରି କ୍‌ମ୍‌ନାହାରେ ଯେ, ଇଶ୍ଵର୍ ଜୁଇରି ବ୍‌ଡ୍ ବିଷୟ୍ ଅମୁକେ ଦ୍‌କାଇଆଚେ ସେରି ମିଚ୍, ମ୍‍ତର୍ ଇ ଲୁକିରିଲା କ୍‌ତା ସ୍‌ତ୍ ଯେ, ଯୀଶୁ ଖ୍ରୀଷ୍ଟ ମାନାଇ ରୁପ୍ ଦ୍‌ରିକ୍‌ରି ଆଇଲା, ସେ ଇଶ୍ଵରାର୍ ହଇସିବ୍‌ଲି ପବିତର୍ ଆତ୍ମା ଜାଣାଇଲା, ସ୍‌ର୍‌ଗାର୍ ଦୂତ୍‌ମ୍‌ନ୍ ତାକେ ଦ୍‍କ୍‍ଲାଇ, ସ୍‌ବୁ ଜାତିଲ୍‌ଗେ ତାର୍ ସୁବ୍‍କ୍‍ବର୍ ପର୍‍ଚାର୍ ଅଇଲି, ହୁର୍‌ତିବିର୍ ସ୍‍ବୁହାକ୍ ତାକେ ବିଶ୍‌ବାସ୍‌ କ୍‌ଲାଇ, ସେ ମ୍‌ଲାହ୍‌ଚେ ଇଶ୍ଵର୍ ତାକେ ସ୍‌ର୍‌ଗ୍ ଉହ୍‍ରେ ନିଲା।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ