Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 22:19 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

19 ଆରେକ୍‌ ଯୀଶୁ ରୁଟି ନ୍‌ଇ ଆଶିର୍‌ବାଦ୍‌ କ୍‍ଲା ଆର୍ ସେରି ବାଙ୍ଗି ତାର୍ ଚେଲାମ୍‍ନ୍‍କେ ଦେଇକ୍‍ରି କଇଲା, “ଇରି ମର୍ ଗ୍‌ଗାଳ୍ ଜୁଇରି କି ମୁଇ ତୁମାର୍ ଗିନେ ଦେମ୍‍ଲେ, ମକେ ମ୍‌ନେ ହ୍‍କାମ୍‍କେ ଇରି ମାନା।”

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

19 ଆର୍‌, ଜିସୁ ରୁଟିକ୍‌ ଦଃରି ମାପ୍ରୁକେ ଜୁଆର୍‌ କଃରି, ସେରି ବାଙ୍ଗାୟ୍‌ ସେମଃନ୍‌କେ ଦଃୟ୍‌ କଃରି କୟ୍‌ଲା, “ତୁମାର୍‌ ଗିନେ ଦିଆଅୟ୍‌ଲା ମର୍‌ ଗଃଗାଳ୍‌ ଇରି; ମକେ ଏତାଉଁକେ ଇରି କଃରା ।”

အခန်းကိုကြည့်ပါ။ ကော်ပီ




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 22:19
27 ပူးပေါင်းရင်းမြစ်များ  

ଆରେକ୍‌, ଯୀଶୁ ଲକ୍‌ମ୍‍ନ୍‌କେ ର୍‍ନ୍ ଉହ୍‍ରେ ବ୍‌ସୁକେ ଆଦେଶ୍ ଦିଲା, ଆର୍ ସେ ସେ ହାଁଚ୍‍ଗଟ୍ ରୁଟି ଆର୍ ଜଳେକ୍ ମାଚ୍ ନ୍‌ଇ ସ୍‌ର୍‌ଗ୍‌ ବାଟ୍ ଦ୍‍କିକ୍‍ରି ଇଶ୍ଵରାର୍ ଦନ୍ୟବାଦ୍‌ ଦିଲା ଆର୍ ରୁଟି ଚିଡାଇ କ୍‍ରି ଲକ୍‌ମ୍‍ନ୍‌କେ ବାଟାକ୍‍ରିଦେମ୍‌କେ ଚେଲାମ୍‍ନ୍‍କେ ଦିଲା। ଆର୍ ଚେଲାମ୍‌ନ୍ ଲକ୍‌ମ୍‍ନ୍‌କେ ବାଟାକ୍‍ରି ଦିଲାଇ।


ଆରେକ୍‌ ହ୍‌ଚେ ସେ ସାତ୍‍ଗଟ୍ ରୁଟି ଆର୍ ମାଚ୍ ଆଣି ଇଶ୍ଵର୍‍କେ ଦନ୍ୟବାଦ୍‌ ଦେଇ ସେ ସ୍‍ବୁ ରୁଟି ଚିଡାଇ କ୍‍ରି ବାଟା କ୍‌ରୁକେ ନିଜାର୍ ଚେଲାମ୍‍ନ୍‍କେ ଦିଲା, ଆର୍ ସେମ୍‍ନ୍ ସ୍‍ବୁ ଲକ୍‌ମ୍‍ନ୍‌କେ ବାଟାକ୍‍ରି ଦିଲାଇ।


ତ୍‍ବେ ଯୀଶୁ ଗଟେକ୍ ଗିନାଇ ଅଙ୍ଗୁର୍‌ ର୍‌ସ୍ ଦ୍‍ରି ଇଶ୍ଵର୍‍କେ ଦନ୍ୟବାଦ୍‌ କ୍‍ରି କଇଲା, “ଇରି ନ୍ଇକ୍‌ରି ତୁମାର୍ ତୁମାର୍ ବିତ୍‌ରେ ବାଟାକ୍‍ରି କାହା,


ସେନ୍‍କ୍‌ରି ସେ କାଦି କାଇଲା ହ୍‌ଚେ ଗିନାର୍ ଅଙ୍ଗୁର୍‌ ର୍‌ସ୍ ସେମ୍‍ନ୍‍‍କେ ଦିଲା ଆର୍ କଇଲା, “ତୁମାର୍ ଗିନେ ମୁଇ ଦେମ୍‍ଲେ ଇରି ମର୍ ବ୍‌ନି, ଇରି ଗଟେକ୍ ନ୍ଉଆ ନିୟମାର୍ ଚିନା ଜୁଇରି କି ଇଶ୍ୱର୍‌ ଆର୍ ତାର୍ ଲକ୍‍ମ୍‍ନ୍‍କାର୍ ବିତ୍‌ରେ କ୍‌ଲାଆଚେ।


ଆର୍ ସେ ସେମ୍‍ନ୍‍କାର୍ ସ୍‍ଙ୍ଗ୍‍ କାମ୍‌କେ ବ୍‍ସ୍‍ଲା ଆର୍ ରୁଟି ଆତେ ଦ୍‍ରି ଦନ୍ୟବାଦ୍‌ ଦିଲା, ସେ ରୁଟିକେ ବାଙ୍ଗିକ୍‌ରି କାମ୍‌କେ ଦିଲା।


ଯୀଶୁ ଜୁଇ ଜାଗାଇ ମାପ୍‌ରୁକେ ଦନ୍ୟବାଦ୍‌ ଦ୍‌ଇକ୍‍ରି ଲକ୍‌ମ୍‍ନ୍‌କେ ରୁଟି କାମ୍‌କେ ଦ୍‌ଇରିଲା, ସେ ଜାଗାଇ ତିବିରୀଆ ଜିଲାଇ ହ୍‍ଣି କ୍‍ତେକ୍ ଡଙ୍ଗା ଆସି ହ୍‍ଚ୍‍ଲି।


ମୁଇ ସ୍‌ର୍‌ଗେ ହ୍‍ଣି ଆସିରିଲା ସେ ଜୀବନ୍ ଦେତା କାଦି, ଇ କାଦି ଯେ କାଇଦ୍, ସେ ସ୍‌ବୁଦିନ୍ ବଚି ର୍‌ଇଦ୍। ମୁଇ ଜୁଇ କାଦି ଦ୍‌ଇନ୍ଦ୍ ସେରି ଅମ୍‌ଲି ମର୍ ମାସ୍। ହୁର୍‌ତିବିକେ ବାଚାମ୍‍କେ ମୁଇ ସେରି ଦ୍‌ଇନ୍ଦ୍।


ପ୍ରବୁବଜ୍ ରୁଟି ଆର୍ ଅଙ୍ଗୁର୍ ରସ୍ ଅମିମ୍‌ନ୍ ଜୁଇ ଗିଲାସେ କାମ୍‌ଲୁ, ସେତାର୍‍ଗିନେ ଅମିମ୍‌ନ୍ ଇଶ୍ଵର୍‍କେ ଦନ୍ୟବାଦ୍‌ ଦେମ୍‌ଲୁ, ଇ ଗିଲାସେ ଡୁକ୍‍ତାବ୍‌ଳ୍ ଆର୍ ବାଙ୍ଗ୍‌ଲା ରୁଟି କାତାବ୍‍ଳ୍ ଅମିମ୍‌ନ୍ ଖ୍ରୀଷ୍ଟର୍ ବ୍‌ନିକେ ଡୁକୁଲୁ ବ୍‌ଲି ଆର୍ ତାର୍ ମାସ୍ କାମ୍‌ଲୁ ବ୍‌ଲି ବାବ୍‌ତା ଦ୍‌ର୍‌କାର୍।


ସେମ୍‌ନ୍‌କାର୍ ସ୍‌ଙ୍ଗ୍ ଜାତିରିଲା ସେ ସ୍‌ମାନ୍ ଆତ୍ମିକ୍ ଟେଡାଇ ହ୍‌ଣି ହାଣି ଡୁକିରିଲାଇ, ଆର୍ ସେ ଟେଡା ନିଜେ ଖ୍ରୀଷ୍ଟ।


ଅମାର୍ ଉବା ଇଶ୍ଵରାର୍ ଇଚାଇ ଖ୍ରୀଷ୍ଟ ଯୀଶୁ ନିଜେ ଅମାର୍ ପାପାର୍ ଗିନେ ବଳି ଅଇଲା, ଜ୍‌ନ୍‌କ୍‌ରି ଅମି ଇ କାଳାର୍ ଲକ୍‌ମ୍‌ନ୍‌କାର୍‌ କ୍‌ରାପ୍‌କାମେ ହ୍‌ଣି ଉଦାର୍‌ ହାମ୍‌ହାରୁ।


ଆରବ୍ ଦେଶେରିଲା ସୀନୟ ଡଙ୍ଗୁର୍‍କେ ବୁଜାମ୍‌ଲି, ଆର୍ ଅବାର୍ ଯିରୁଶାଲମ୍‌ ସ୍‌ହର୍‌କେ। ହାଗାର୍ ହର୍ ଯିରୁଶାଲମ୍‌ ଆର୍ ସେତି ବାସାକ୍‌ଲା ଲକ୍‍ମ୍‍ନ୍ ତାକାର୍ ଦାସ୍ ଅଇଲାଇ ଆତ୍‍ତି।


ଖ୍ରୀଷ୍ଟ ଯୀଶୁ ଜ୍‌ନ୍‌କ୍‌ରି ଅମୁକେ ଲାଡ୍‌କ୍‌ଲା, ଆର୍ ତୁମାର୍ ପାପ୍ ନେମ୍‍କେ ତାର୍ ନିଜାର୍ ଜୀବନ୍‍କେ ବଳିଦିଲା ହର୍ ସ୍‌ହ୍‌ରିଦିଲା, ଆରେକ୍‌ ସେ ବଳିଦାନାର୍ ବାସ୍‍ନା ଚିକାଣ୍ ହର୍ ରିଲାକେ ଇଶ୍ଵର୍‍କେ ସ୍‌ର୍‌ଦା ଅଇଲା, ତୁମାର୍ ଜୀବନ୍ ହେଁ ସେନ୍‍କ୍‌ରି ଲାଡ୍‌ସ୍‌ଙ୍ଗ୍ ବିତାଉଆ।


ସ୍‌ବୁ ଅବସ୍ତାରେ ଇଶ୍ଵର୍‍କେ ଦ୍‌ନ୍ୟବାଦ୍ ଦିଆସ୍, ଇଶ୍ଵର୍ ଖ୍ରୀଷ୍ଟ ଯୀଶୁର୍ ଲ୍‌ଗେ ତୁମାର୍‌ମ୍‌ନ୍‌କାର୍ ହାଇଁ ଇରି ମ୍‌ନ୍‌ କ୍‌ରୁଲାଇ।


ସେ ଖ୍ରୀଷ୍ଟ ଯୀଶୁ ଅମୁକେ ସ୍‌ବୁ ପାପେହ୍‌ଣି ମୁକ୍‌ତି କ୍‌ରୁକେ, ତାର୍ ନିଜାର୍ ଜୀବନ୍‍କେ ଦିଲା ଆର୍ ଅମୁକ୍‌ମ୍‌ନ୍‌କେ ନିଜାର୍ ଲକାର୍‌ ହର୍ ପବିତର୍‌ କ୍‍ରି ଅନ୍ୟାୟ୍ ଲ୍‌ଗେ ହ୍‍ଣି ମୁକ୍‌ତି କ୍‍ଲା, ଯାର୍ କି ବ୍‌ଲ୍‌କାମ୍ କ୍‌ରୁକେ ବେସି ଇଚା।


କୁର୍‍ଶକାଟ୍ ଉହ୍‌ରେ ଯୀଶୁ ଅମାର୍ ପାପ୍‌ସ୍‌ବୁ ନିଜାର୍ ଗ୍‌ଗାଳ୍ ଉହ୍‌ରେ ବଇ ନିଲା। ସେ ଇରି କ୍‍ଲା ଜ୍‌ନ୍‌କ୍‌ରି ଅମି ପାପ୍ ହାଇଁ ମ୍‌ରୁନ୍ଦ୍‌, ଜାଇରି ସ୍‌ତ୍ ତାର୍ ହାଇଁ ଜୀବନ୍ ରେମା। ଯୀଶୁର୍ ଗ୍‌ଗାଳ୍ କ୍‌ଣ୍ତିଆ କାବ୍‍ରା ଅଇଲାକେ ତୁମିମ୍‍ନ୍ ବ୍‍ଲ୍ ଅଇଲାସ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ