Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 19:17 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

17 ସେ କଇଲା, ‘ତୁଇ ବ୍‍ଲ୍ ବିଶ୍‍ବାସି ଦାସ୍, ଆର୍ ଗଟେକ୍ କ୍‌ତା ମାନ୍‌ତା ଦାସ୍, ତୁଇ ଗଟେକ୍ ସାନ୍ କାମେ ବିଶ୍‌ବାସ୍‌ ଅଇଲିସ୍ ଲାଗି ମୁଇ ତକେ ଦଶ୍‍ଗଟ୍ ସ୍‌ହର୍‌କେ ଶାସନ୍ କ୍‌ରୁକେ ଅଦିକାର୍ ଦେମ୍‍ଲେ।’

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

17 ସେ ତାକେ କୟ୍‌ଲା, ‘ନିକ କଃତା, ତୁୟ୍‌ ସଃତ୍‌ ଗତିଦଃଙ୍ଗ୍‌ଳା, ତୁୟ୍‌ କଃଡେକ୍‌ ସାନ୍‌ କଃତାୟ୍‌ ବିସ୍ୱାସ୍‌ ସଃଙ୍ଗ୍ କାମ୍‌ କଃରି ଆଚ୍‌ସି ବଃଲି ଦଃସ୍‌ ଗଟ୍‌ ଗଃଳ୍‌ ଉହ୍ରେ ଅଃଦିକାରି ଅଃଉ ।’

အခန်းကိုကြည့်ပါ။ ကော်ပီ




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 19:17
14 ပူးပေါင်းရင်းမြစ်များ  

ତାର୍ ମାପ୍‌ରୁ ତାକେ କଇଲା, ‘ବାସ୍, ତୁଇ ବ୍‍ଲ୍ ବିଶ୍‍ବାସି ଦାସ୍, ତୁଇ ଗଟେକ୍ ସାନ୍ କାମେ ବିଶ୍‌ବାସ୍‌ ଅଇଲିସ୍, ମୁଇ ତକେ ବେସି ବିଷଇ ଉହ୍‍ରେ ବାଚିନ୍ଦ୍, ତୁମି ନିଜାର୍ ମାପ୍‌ରୁର୍ ସ୍‍ଙ୍ଗ୍‍ ସ୍‍ର୍‍ଦା ଅଉଆ।’


ଜୁଇଲକ୍ ସାନ୍ କାମେ ହେଁ ବ୍‌ଲ୍‌କାମ୍ କ୍‍ରେଦ୍, ତ୍‍ବେ ସେ ବ୍‍ଡ୍ କାମେ ହେଁ ବ୍‌ଲ୍‌କାମ୍ କ୍‍ରେଦ୍, ତ୍‍ବେ ଯେ ସାନ୍‍ କାମେ ହେଁ ବ୍‌ଲ୍‌କାମ୍ ନ୍‌କେରେ, ତ୍‍ବେ ସେ ବ୍‍ଡ୍ କାମେ ହେଁ ବ୍‌ଲ୍‌କାମ୍ ନ୍‌କେରେ।


ସେତି ହ୍‍ର୍‌ତୁର୍ ଦାସ୍ ଆସି କଇଲା, ‘ହେ ମାପ୍‌ରୁ ତୁଇ ଦେଇରିଲା ସନାର୍ ଅଦ୍‍ଲି ତ୍ଇହ୍‍ଣି ମୁଇ ଆରେକ୍‌ ଦଶ୍‍ଗଟ୍ ସନାର୍ ଅଦ୍‍ଲି ଲାବ୍ କ୍‌ରିଆଚି।’


ତାର୍ ହ୍‌ଚେ ଆରେକ୍‌, ଗଟେକ୍ ଦାସ୍ ଆସି କଇଲା, ‘ର୍‍ଜା ତୁଇ ଦ୍‌ଇ ରିଲାର୍ ହାଁଚ୍‍ଗଟ୍ ସନାର୍ ଅଦ୍‍ଲି ତ୍ଇହ୍‍ଣି ମୁଇ ବେପାର୍ କ୍‍ରି ଆରେକ୍‌ ହାଁଚ୍‍ଗଟ୍ ସନାର୍ ଅଦ୍‍ଲି ଲାବ୍ କ୍‌ରିଆଚି।’


ଜ୍‌ନ୍‌କ୍‌ରି ତୁମିମ୍‍ନ୍ ମର୍ ରାଇଜେ ମର୍‌ସ୍‍ଙ୍ଗ୍‌ କାଦି କାହାସ୍, ଆର୍ ମର୍ ସିଙ୍ଗାସନେ ବ୍‌ସି ଇସ୍ରାଏଲ୍ ଦେଶାର୍ ବାରଗଟ୍ ଗଷ୍ଟିକେ ଶାସନ୍ କ୍‍ରାସ୍।”


ଗଟ୍ ଲକ୍ ଯ୍‌ଦି ସ୍‌ତ୍‌କ୍‌ରି ଯିହୁଦି ସେ ମ୍‌ନ୍ ବିତ୍‌ରେହ୍‌ଣି ଯିହୁଦି। ସ୍‌ତ୍ ସୁନତ୍ ମ୍‌ନ୍ ବିତ୍‌ରେ ହ୍‌କା ଅଇଦ୍। ଇରି ପବିତର୍ ଆତ୍ମା ଦ୍ୱାରା କ୍‌ରାଯାଇ ର୍‌ଇଦ୍। ଲେକା ବାବ୍‌ରେ ନ୍‌ଇ, ଜୁଇଲ୍‌କ୍ ମ୍‌ନ୍ ଆର୍ ଆତ୍ମା ଦ୍ୱାରା ସୁନତ୍ ଅଇର୍‌ଇଦ୍ ସେ ଇଶ୍ଵରାର୍ ତ୍ଇହ୍‍ଣି ସ୍‌ର୍‌ଦା ଅଇଦ୍, ମାନାଇମ୍‌ନ୍‌କାର୍ ତ୍ଇହ୍‍ଣି ନଇ।


ସେତାର୍‍ଗିନେ ଟିକ୍ ସମୟ୍ ନାସ୍‍ତା ଆଗେ ତୁମି କାର୍ ବିଚାର୍‌ କ୍‍ରାନାଇ, କାଇତାକ୍ ସ୍‌ରାସ୍‌ରି ବିଚାର୍‌ ମାପ୍‌ରୁର୍ ଆସ୍‌ତା ଦିନ୍ ଅଇଦ୍। ସେ ସେଦିନ୍ ଅନ୍ଦାରେ ଲୁକାଇ କ୍‌ରିରିଲା ବିଷୟ୍ ସ୍‌ବୁ ଉଜାଳେ ଦ୍‍କାଇ ଦେଇଦ୍। ଆର୍ ଲକ୍‌ମ୍‌ନ୍‌କାର୍‌ ଲୁକ୍‌ଣେ କ୍‌ଲାକାମ୍ ସ୍‍ବୁ ହ୍‌ଦାଇ ଜାଣା ହ୍‌ଳେଦ୍, ସ୍‌ଡେବ୍‌ଳ୍ ସ୍‌ବୁ ଲକ୍‍ମ୍‍ନ୍ ଇଶ୍ଵରାର୍ ତ୍‌ଇହ୍‌ଣି ଇନାମ୍ ହାଉତି।


ଇଶ୍ଵର୍ ବାଚ୍‌ଲା ଲକ୍‍ମ୍‍ନ୍ ଖ୍ରୀଷ୍ଟ ଯୀଶୁର୍ ତ୍‌ଇହ୍‌ଣି ଉଦାର୍‌ ଆର୍ ନ୍‌ସେର୍‌ତା ମଇମାକେ ହାଉତି, ସେତାର୍‍ଗିନେ ମୁଇ ଇ ସ୍‌ବୁ ଡ୍‌ଣ୍ତ୍ ବଗୁଲେ।


ଇ ସମସ୍ଯା ମ୍‌ନ୍ ଆସ୍‌ତା ଉଦେସ୍ କେବଳ୍ ତୁମାର୍ ବିଶ୍ବାସର୍ ସ୍‌ତ୍‌କେ ହ୍‌ର୍‌ମାଣ୍ କ୍‌ର୍‌ତାର୍ ଲାଗି ଅନ୍‌କ୍‌ରି ଗ୍‌ଟେଦ୍, ଇ ବିଶ୍ୱାସ୍‌ସାର୍ ହ୍‌ର୍‌ମାଣ୍ ସନାର୍ ତ୍‌ଇହ୍‌ଣି ଅଦିକ୍ ମୁଲ୍ଯବାନ୍, ନ୍‌ଷ୍ଟ ଅଉତା ସନାକେ ହେଁ ସେରି ଅବ୍‌କା ସନା କି ନାଇବ୍‍ଲି ଜାଣୁକେ ଜୟେ ହଡାଇ ପରିକ୍ୟା କ୍‌ର୍‌ତି। ଯୀଶୁ ଖ୍ରୀଷ୍ଟ ଲେଉଟି ଆସ୍‌ତାବ୍‌ଳ୍, ତୁମାର୍ ବିଶ୍‍ବାସାର୍ ପବିତର୍‌ ହାଇଁ ତୁମି ସ୍‌ର୍‌ଦା, ମଇମା ଆର୍ ସନ୍‌ମାନ୍ ହାଉଆସ୍।


ଜ୍‌ଡେବ୍‌ଳ୍ ଯୀଶୁ ଖ୍ରୀଷ୍ଟ ବ୍‌ଡ୍ ମେଣ୍ଢା ଗ୍‌ଉଡିଆ ଲେଉଟି ଆସେଦ୍, ତୁମାର୍ ମୁଣ୍ତାର୍ ହାଇଁ ମୁକୁଟ୍ ଇନାମ୍ ଦ୍‌ଇଦ୍। ସେରି କ୍‌ବେ ତାର୍ ସୁନ୍ଦୁର୍ କମ୍ ଅଇନ୍‌କେରେ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ