1 ଯୀଶୁ ଆର୍ ଚେଲାମ୍ନ୍ ଯୀରିହୋ ସ୍ହରାର୍ ବାଟ୍ ଅଇକ୍ରି ଜାତିରିଲା।
1 ହଃଚେ ଜିସୁ ଜିରିହ ଜାୟ୍ ସେବାଟ୍ୟା ଅୟ୍ ଜାତିରିଲା,
ହ୍ଚେ ଯୀଶୁ ଆର୍ ତାର୍ ଚେଲାମ୍ନ୍ ଯୀରିହୋ ସ୍ହର୍କେ ଆଇଲାଇ, ଆରେକ୍ ସେ ନିଜାର୍ ଚେଲାମ୍ନ୍କାର୍ ଲ୍ଗେ ଆର୍ ବେସି ଲକ୍ମ୍ନ୍କାର୍ ସ୍ଙ୍ଗ୍ ଯୀରିହୋର୍ ବାଟ୍ ଦ୍ଇ ଜାତାବ୍ଳ୍ ଟୀମାୟର୍ ହଇସି ବାଟୀମୟ ନାଉଁର୍ ଗଟେକ୍ କାଣା ବିକାରି ବାଟ୍ ହାଡି ଲ୍ଗେ ବ୍ସି ବିକ୍ ମାଗ୍ତି ରିଲା।
ଯୀଶୁ ଆର୍ ତାର୍ ଚେଲାମ୍ନ୍ ଯୀରିହୋ ସ୍ହର୍ ଲ୍ଗେ ଆସ୍ତି ରିଲାବ୍ଳ୍ ଗଟେକ୍ କାଣା ବିକାରିକେ ବାଟ୍ଲ୍ଗେ ବ୍ସି ବିକ୍ ମାଗ୍ତି ରିଲା।
ସେତି ଜଖୀୟ ନାଉର୍ ଗଟେକ୍ ଲକ୍ରିଲା। ସେ ସିସ୍ତୁ ମାଗ୍ତା ଲକ୍ମ୍ନ୍କାର୍ ବିତ୍ରେ ବ୍ଡ୍ଲକ୍ ରିଲା ଆର୍ ସେ ଗଟେକ୍ ଦନୀଲକ୍ ରିଲା।