Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 16:10 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

10 ଜୁଇଲକ୍ ସାନ୍ କାମେ ହେଁ ବ୍‌ଲ୍‌କାମ୍ କ୍‍ରେଦ୍, ତ୍‍ବେ ସେ ବ୍‍ଡ୍ କାମେ ହେଁ ବ୍‌ଲ୍‌କାମ୍ କ୍‍ରେଦ୍, ତ୍‍ବେ ଯେ ସାନ୍‍ କାମେ ହେଁ ବ୍‌ଲ୍‌କାମ୍ ନ୍‌କେରେ, ତ୍‍ବେ ସେ ବ୍‍ଡ୍ କାମେ ହେଁ ବ୍‌ଲ୍‌କାମ୍ ନ୍‌କେରେ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

10 ଜୁୟ୍‌ ଲକ୍‌ ସାନ୍ କାମେ ସଃତ୍‌ ଅୟ୍‌ଦ୍‌ ତଃବେ ସେ ବଃଡ୍ କାମେ ହେଁ ହଟ୍‌କାର୍‌ ନୟ୍‌, ଆରେକ୍‌ ଜୁୟ୍‌ ଲକ୍‌ ସାନ୍ କାମେ ଅଃଦଃର୍ମି ତଃବେ ସେ ବଃଡ୍ କାମେ ହେଁ ହଃଟ୍‌କାର୍‌ ଅୟ୍‌ଦ୍‌ ।

အခန်းကိုကြည့်ပါ။ ကော်ပီ




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 16:10
9 ပူးပေါင်းရင်းမြစ်များ  

“ତ୍‍ବେ ସାଉକାର୍ ନିଜାର୍ ଗ୍‍ରାର୍ ଲକ୍‌ମ୍‍ନ୍‌କେ ଟିକ୍ ସ୍‌ମୟେ କାଦି ଦେତାର୍ ଗିନେ ଯାକେ ସେମ୍‍ନ୍‍କାର୍ ଉହ୍‍ରେ ବାଚେଦ୍ ଅନ୍‌କ୍‌ରି ବିଶ୍‌ବାସ୍‌ ଆର୍ ବୁଦିମାନ୍ ଚାକର୍‌କେ?


ତାର୍ ମାପ୍‌ରୁ ତାକେ କଇଲା, ‘ବାସ୍, ତୁଇ ବ୍‍ଲ୍ ବିଶ୍‍ବାସି ଦାସ୍, ତୁଇ ଗଟେକ୍ ସାନ୍ କାମେ ବିଶ୍‌ବାସ୍‌ ଅଇଲିସ୍, ମୁଇ ତକେ ବେସି ବିଷଇ ଉହ୍‍ରେ ବାଚିନ୍ଦ୍, ତୁମି ନିଜାର୍ ମାପ୍‌ରୁର୍ ସ୍‍ଙ୍ଗ୍‍ ସ୍‍ର୍‍ଦା ଅଉଆ।’


ତାର୍ ମାପ୍‌ରୁ ତାକେ କଇଲା, ‘ବାସ୍, ବ୍‍ଲ୍ ଆର୍ ବିଶ୍‍ବାସାର୍ ଦାସ୍, ତୁମି ଅଳକ୍ ଡାବୁକେ ବ୍‌ଲ୍‌କ୍‍ରି ବେପାରେ ଲାଗାଇ ରିଲିସ୍, ମୁଇ ତୁମୁକ୍‌ମ୍‌ନ୍ ବେସି ବିଷୟ୍ ଉହ୍‍ରେ ବାଚିନ୍ଦ୍, ତୁମି ନିଜାର୍ ମାପ୍‌ରୁର୍ ସ୍‍ଙ୍ଗ୍‍ ସ୍‍ର୍‍ଦା ଅଉଆ।’


ସେ କଇଲା, ‘ତୁଇ ବ୍‍ଲ୍ ବିଶ୍‍ବାସି ଦାସ୍, ଆର୍ ଗଟେକ୍ କ୍‌ତା ମାନ୍‌ତା ଦାସ୍, ତୁଇ ଗଟେକ୍ ସାନ୍ କାମେ ବିଶ୍‌ବାସ୍‌ ଅଇଲିସ୍ ଲାଗି ମୁଇ ତକେ ଦଶ୍‍ଗଟ୍ ସ୍‌ହର୍‌କେ ଶାସନ୍ କ୍‌ରୁକେ ଅଦିକାର୍ ଦେମ୍‍ଲେ।’


ସେ ଗ୍‌ରିବ୍ ଲକ୍‌ମ୍‍ନ୍‌କେ ଯେ ଯିହୁଦାର୍ ଦ୍‍ନ୍ ଦେତା ମ୍‌ନ୍ ଆଚେ, ସେତାର୍‍ଗିନେ ସେ ନ୍‌କଇ, ମ୍‍ତର୍ ସେ ଗଟେକ୍ ଚର୍ ଲକ୍‌ରିଲା, ଆର୍ ତାର୍ ଲ୍‌ଗେ ସ୍‍ବୁ ଡାବୁ କାସୁ ସ୍‍ଙ୍ଗାଉତି ରିଲାଇ ଲାଗି, ସେ ସେତିହ୍‍ଣି ଅଳକ୍ ଅଳକ୍ ଡାବୁ ଚରି କାତିରିଲା ଲାଗି କଇଲା।


ଆର୍ ସେଦିନ୍ ରାତିବ୍‌ଳ୍ ଯୀଶୁ ଆର୍ ତାର୍ ଚେଲାମ୍‌ନ୍ କାଦି କାମ୍‌କେ ବ୍‍ସିରିଲାଇ। ଯୀଶୁକେ ଶ୍‍ତ୍‍ରୁ ଆତେ ଦ୍‍ରାଇ ଦେମ୍‌କେ ଶିମୋନାର୍ ହଇସି ଇଷ୍କାରିୟତ୍ ଯିହୁଦାର୍ ବିତ୍‌ରେ ଶଇତାନ୍ ଆଗ୍‍ତୁ ହ୍‌କା ହୁରିରିଲି।


ଯିହୁଦା ସେ ରୁଟିକେ କାଇଲା ଦାହ୍‍ରେ ଶଇତାନ୍ ତାର୍ ହୁର୍‍ଦୟେ ହୁର୍‍ଲି, ଯୀଶୁ ତାକେ କଇଲା, “ଜୁଇରି କ୍‌ରୁକେ ଜ୍‍ମ୍‍ଲିସ୍ ସେରି ବେଗିକ୍‍ର୍।”


ମୋଶା ଜ୍‌ନ୍‌କ୍‌ରି ଇଶ୍ଵରାର୍ ମନ୍ଦିରେ ଦ୍‌ର୍‌ମ୍ ବାବେ କାମ୍ କ୍‌ରିରିଲା, ସେନ୍‍କ୍‌ରି ଇଶ୍ଵରାର୍ ବାଚ୍‌ଲା ଯୀଶୁ ହେଁ ଅନ୍‌କ୍‌ରି ଦ୍‌ର୍‌ମ୍ କାମ୍ କ୍‌ରିରିଲା।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ