Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 10:42 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

42 ମ୍‍ତର୍ ଗଟେକ୍ ହ୍‌କା ବିଷୟ୍ ଦ୍‌ର୍‌କାର୍। ସେ ବ୍‍ଲ୍ ବିଷୟ୍‌କେ ମରୀୟମ୍ ବାଚ୍‍ଲି ଆଚେ, ଆର୍ ତାର୍ ତ୍ଇହ୍‍ଣି ସେରି କେ ଚାଡାଇ ନ୍‍ନେତି।”

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

42 ମଃତର୍‌ ଅଃଳକ୍‌ କଃତିଗଟ୍‌, ମଃତର୍‌ ଗଟେକ୍‌ ହଃକା ଲଳା; ମରିୟମ୍‌ ତ ମର୍‌ କଃତା ସୁଣ୍‌ଲି ଆର୍‌ ନିକ ବାଗ୍ ବାଚ୍‌ଲା ଆଚେ ଆର୍‌ ସେରି ତାର୍‌ ତଃୟ୍‌ହୁଣି ଚାଡାୟ୍‌ ନେଉଁ ନୟ୍‌ ।”

အခန်းကိုကြည့်ပါ။ ကော်ပီ




ଲୁକ ଲେକ୍‌ଲା ଜିସୁ କ୍ରିସ୍ଟର୍‌ ନିକ କବୁର୍‌ 10:42
36 ပူးပေါင်းရင်းမြစ်များ  

ଆରେକ୍‌ ମାନାଇ ଯ୍‌ଦି ସ୍‍ବୁ ଜ୍‍ଗତ୍‌କେ ହାଇ ନିଜାର୍ ଜୀବନ୍‍କେ ଆରାଇଦ୍, ତ୍‍ବେ ତାର୍ କାଇଲାବ୍?


ସେ ଟକିର୍ ଗଟେକ୍ ବେଣ୍‍ସି ରିଲି ତାର୍ ନାଉଁ ମରୀୟମ୍, ଯେ ମାପ୍‌ରୁର୍ ଗଡ୍‌ତ୍‌ଳେ ବ୍‍ସିକ୍‍ରି ତାର୍ ବାକ୍ୟ ଶୁଣ୍‍ତି ରିଲି।


ଆର୍ ଗଟେଦିନ୍ ଯୀଶୁ କୁଇ ଗଟେକ୍ ଜାଗାଇ ପାର୍‌ତେନା କ୍‌ର୍‌ତିରିଲା। ସେ ପାର୍‌ତେନା ଶେସ୍ କ୍‌ଲାହ୍‌ଚେ ତାର୍ ଚେଲାମ୍‌ନ୍‌କାର୍ ବିତ୍‌ରେ ଗଟେକ୍ ଲକ୍ ଯୀଶୁକେ କଇଲା, “ହେ ମାପ୍‌ରୁ ଡୁବେନ୍ ଦେତା ଯୋହନ୍ ଜ୍‌ନ୍‌କ୍‌ରି ତାର୍ ଚେଲାମ୍‍ନ୍‍କେ ପାର୍‌ତେନା କ୍‌ରୁକେ ଶିକାଇଲା, ତୁଇ ହେଁ ସେନ୍‍କ୍‌ରି ଅମୁକ୍ ପାର୍‌ତେନା କ୍‌ରୁକେ ଶିକାଉ।”


ମ୍‍ତର୍ ଇଶ୍ୱର୍‌ ତାକେ କଇଲା, ‘ହେ ବକୁଆ ମୁର୍‌କ ଦନୀ, ଆଜି ରାତି ତର୍ ତ୍ଇହ୍‍ଣି ତର୍ ଜୀବନ୍ ନିଆ ଅଇଦେ, ତ୍‍ବେ ଜ୍‌ତେକ୍ ସ୍‍ବୁ ଦ୍‍ନ୍ ସ୍‌ମ୍‍ପତି ମର୍ ବ୍‍ଲି ସ୍‍ର୍‍ଦା ଅମ୍‍ଲିସ୍, ସେ ସ୍‍ବୁ କେକାତି?’”


ତୁମାର୍ ଲ୍‌ଗେରିଲା ସ୍‍ବୁ ଦ୍‍ନ୍ ସ୍‌ମ୍‍ପତି ବିକିକ୍‌ରି ଗ୍‌ରିବ୍ ଲକ୍‌ମ୍‍ନ୍‌କେ ଦାନ୍ କ୍‍ରା, ଜୁଇରି କି ଚର୍‍ମ୍‍ନ୍‍ କ୍‌ତି ବାଙ୍ଗି ଜ୍‌ମ୍ ନ୍‌ହାର୍‌ତି ଆର୍ କିଳା ନ୍‍ଷ୍ଟ କ୍‌ରୁନାହାର୍‌ତି, ଅନ୍‌କ୍‌ରି ସ୍‌ର୍‌ଗ୍‌ ରାଇଜେ ନିଜାର୍ ନିଜାର୍ ଗିନେ ନ୍‍ଷ୍ଟ ନ୍‍ଉତା ଦ୍‍ନ୍ ସ୍‌ମ୍‍ପତି ସ୍‍ଙ୍ଗାଉଆ,


‘ମୁଇ ତର୍ ବିଷୟେ କାଇରି ସ୍‍ବୁ ଶୁଣୁଲେ, ତୁଇ ଇ କାମାର୍ ଡାବୁର୍ ହିସାବ୍ ମକେ ଦେ, କାଇତାକ୍ ତୁଇ ଆର୍ ଇ କାମ୍ କ୍‌ରୁ ନାହାର୍‌ସି।’


ମ୍‍ତର୍ ଅବ୍ରାହାମ୍ କଇଲା, ‘ମର୍ ହୋ, ତୁଇ ବାଚି ରିଲାବ୍‍ଳ୍ ବ୍‍ଲ୍ ବ୍‍ଲ୍ କାଦି କାତି ରିଲିସ୍ ଆର୍ ବ୍‍ଲ୍ ବ୍‍ଲ୍ ଜିନିଷ୍ ସ୍‍ବୁ ହାଉତି ରିଲିସ୍, ମ୍‍ତର୍ ଲାଜାର୍ ଇ ସ୍‌ବୁ ହାଇ ନ୍‍ରିଲା ସେ ଦୁକ୍‍କ୍‍ଷ୍ଟ ବଗିରିଲା କ୍‌ତା ମ୍‌ନେ ହ୍‍କାଉ, ଅବେ ଲାଜାର୍ ଇ ଲ୍‌ଗେ ଶାନ୍‌ତି ହାମ୍‍ଲା ଆର୍ ତୁଇ ଦୁକ୍‍କ୍‍ଷ୍ଟ ହାମ୍‍ଲିସ୍।


ଯୀଶୁ ଇକ୍‍ତା ଶୁଣି ତାକେ କଇଲା, “ତର୍ ଆର୍ ଗଟେକ୍ ବିଷୟ୍ ଉଣାଆଚେ, ତୁଇ ଯାଇ ନିଜାର୍ ସ୍‌ବୁକିଚି ବିକିକ୍‌ରି ଗ୍‌ରିବ୍ ମ୍‌ନ୍‌କେ ବାଟାକ୍‍ରି ଦେସ୍, ଆରେକ୍‌ ତୁଇ ସ୍‌ର୍‌ଗ୍‌ ଲ୍‌ଗେ ଦନ୍ ହାଉସି। ଆର୍ ମର୍‍ହ୍‌ଚେ ଆଉ।”


ସେତାକ୍, କ୍‍ନ୍‍କ୍‍ରି ଇଶ୍ଵରାର୍ ବାକ୍ୟ ଶୁଣୁଲାସ୍, ସେ ବିଷୟେ ଜାଗ୍‌ରତ୍ ଅଇରିଆ। ମ୍‍ତର୍ ଯାର୍ ଲ୍‌ଗେ ଅଦିକ୍ ବୁଦି ଗ୍ଯାନ୍ ଆଚେ, ସେ ଆରେକ୍‌ ଅଦିକ୍ ହାଇଦେ। ଆରେକ୍‌ ଯାର୍ ଲ୍‌ଗେ ବୁଦି ଗ୍ଯାନ୍ ନାଇ, ସେ ଜୁଇରି ନିଜାର୍ ବୁଦି ଗ୍ଯାନ୍ ଆଚେ ବ୍‍ଲି ମ୍‌ନେ କ୍‍ରେଦ୍, ସେରି ହେ ତାର୍ ତ୍ଇହ୍‍ଣି ନିଆ ଅଇଦ୍।”


ବେଥନିଆ ଗାମାର୍ ଲାଜାର୍ ନାଉଁର୍ ଗଟେକ୍‌ଲକ୍ ର୍‍ଗେ ହ୍‍ଳିରିଲା। ତାର୍ ଜ୍‌ତେକ୍ ବେଣ୍‍ସି ରିଲାଇ ସେମ୍‍ନ୍‍କାର୍ ନାଉଁ ଅଇଲି ମରୀୟମ୍ ଆର୍ ମାର୍‍ଥା ସେ ଗାମାର୍ ଲକ୍।


ଯିହୁଦି ଦେଶାର୍ ଗାଦିସ୍‍ବୁ ଲକ୍‍ମ୍‍ନ୍ ମାର୍‍ଥା ଆର୍ ମରୀୟମ୍‌କେ ତାର୍ ବାଇସି ମ୍‍ଲାଆଚେ ବ୍‍ଲି ଦୁକ୍ ହାସ୍‍ରାମ୍‍କେ ଆସିରିଲାଇ।


ସ୍‌ଡେବ୍‌ଳ୍ ମରୀୟମ୍ ଅଦା ଲିଟର୍ ଜଟା ମାସାର୍ ବାସ୍‍ନା ଚିକାଣ୍ ଆନ୍‍ଲି, ଆର୍ ଯୀଶୁର୍ ହାଦେ ଡାଳିତାର୍ ନିଜାର୍ ବାଳ୍‌ସ୍‍ଙ୍ଗ୍‍ ତାର୍ ହାଦ୍‍କେ ହୁଚିଦିଲି, ସେ ବାସ୍‍ନା ଗୁଳାଗ୍‍ର୍ ଗ୍‍ମ୍‍କି ଗ୍‍ଲି।


ତୁଇ ଯେ ଏକ୍‍ଲା ହ୍‌କା ସ୍‌ତ୍ ଇଶ୍ୱର୍‌, ଆର୍ ତୁଇ ଇ ହୁର୍‌ତିବି ତ୍‌ଇ ହ୍‌ଟାଇରିଲା ଯୀଶୁ ଖ୍ରୀଷ୍ଟକେ ଜାଣ୍‌ତାର୍ ଅମ୍‌ଲି, ନ୍‌ସେର୍‌ତା ଜୀବନ୍।


ମ୍‍ତର୍ ମୁଇ ଜୁଇ ହାଣି କାମ୍‌କେ ଦେଇନ୍ଦ୍ ଆର୍ ଯେ ସେ ହାଣି କାଇଦ୍, ସେ କ୍‌ବେ ଶସ୍ ନଇ, ମୁଇ ଦେଇରିଲା ହାଣି ତାର୍ ଜୀବନ୍ ବିତ୍‌ରେ ଗଟେକ୍ ନ୍‌ସେର୍‌ତା ଜୀବନ୍ ଦେତା ହାଜ୍‍ରା ହାଣି ହର୍ ବାରାଇଦ୍।”


ମୁଇ ତୁମୁକ୍‌ମ୍‌ନ୍ ସ୍‌ତ୍‌କ୍‌ରି କ୍‌ମ୍‌ଲେ, ଯେ ମର୍‍କ୍‍ତା ଶୁଣିକ୍‍ରି, ମକେ ହ୍‌ଟାଇରିଲା ଉବାକେ ବିଶ୍‍ବାସ୍ କ୍‍ରେଦ୍, ସେ ନ୍‌ସେର୍‌ତା ଜୀବନ୍ ହାଇଦ୍। ସେ ବିଚାର୍‌ ଅଇନ୍‌କେରେ କାଇତାକ୍ ସେ ମ୍‌ର୍‌ନେ ହ୍‍ଣି ଜିଣିକ୍‌ରି ନ୍‌ସେର୍‌ତା ଜୀବନେ ହଚି ଆଚେ।


ଜୁଇ କାଦି ନ୍‍ଷ୍ଟ ଅଇଦ୍, ତାର୍ ଗିନେ କ୍‌ଷ୍ଟ କ୍‍ରାନାଇ, ମ୍‍ତର୍ ଜୁଇ କାଦି ନ୍‍ଷ୍ଟ ନଇଦ୍ ଆର୍ ନ୍‌ସେର୍‌ତା ଜୀବନ୍ ଦ୍‌ଇଦ୍, ସେ କାଦିର୍ ଗିନେ କ୍‌ଷ୍ଟ କ୍‍ରା। କାଇତାକ୍ ସେ କାଦି ମୁଇ ମାନାଇ ହିଲା ଦ୍‌ଇନ୍ଦ୍‌, କାଇତାକ୍ ଉବା ଇଶ୍ୱର୍‌ ସେତାର୍‍ଗିନେ ମକେ ଅଦିକାର୍ ଦିଲାଆଚେ।”


ଯଦି ମୁଇ ଅର୍ଜିରିଲା ସ୍‌ବୁ ଗ୍‌ରିବ୍ ଲକ୍‌ମ୍‍ନ୍‌କେ ଦାନ୍ କ୍‌ରୁହାର୍‌ଲେକ୍ କି ଜୟ୍‌ଲ୍‌ଗେ ମ୍‌ର୍‌ତାର୍ ଗିନେ ମୁଇ ମର୍ ଗ୍‌ଗାଳ୍ ସ୍‌ହ୍‌ରି ଦେମ୍‌ହାରି, ତ୍‌ବେ ହେଁ ଯଦି ମର୍ ହୁର୍‌ଦୟ୍ ଲ୍‌ଗେ ଲାଡ୍‌ନାଇ ତ୍‌ବେ ସେସ୍‌ବୁ ବେକାର୍।


କାଇତାକ୍ ଖ୍ରୀଷ୍ଟ ଯୀଶୁର୍ ସ୍‌ଙ୍ଗ୍ ମିସିକ୍‌ରି ଜୀବନ୍ ବିତାଇଲେକ୍, ସୁନତ୍ ଅଇଲେକ୍ କି ନଇଲେକ୍ କାଇରି ଲଡାନାଇ। ଗଟେକ୍ ହ୍‌କା ଲଡା ସେରି ଅଇଲି ବିଶ୍‍ବାସେ ଅଟୁଆ ରେଇକ୍‌ରି ଲାଡ୍‌ସ୍‌ଙ୍ଗ୍ ସ୍‌ବୁ କାମ୍‌କ୍‌ରା।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ