2 ଇଶ୍ୱରାର୍ ଦୟା ଲାଡ୍ ଆର୍ ଶାନ୍ତି ବେସି ବାବ୍ରେ ତୁମିମ୍ନ୍ ହାଉଆ।
2 ଇସ୍ୱରାର୍ ଦଃୟା, ସୁସ୍ତା ଆର୍ ଲାଡ୍ ହୁର୍ନ୍କଃରି ତୁମାର୍ ଉହ୍ରେ ଅଃଉଅ ।
କାଇତାକ୍ ରୋମ୍ ରାଇଜାର୍ ଜୁଇସ୍ବୁ ଲକ୍ମ୍ନ୍କେ ଇଶ୍ୱର୍ ଲାଡ୍ କ୍ରୁଲା, ଆର୍ ତାର୍ ନିଜାର୍ ଲକ୍ ଅମ୍କେ ବାଚ୍ଲା ଆଚେ ସେସ୍ବୁ ଲକ୍ମ୍ନ୍କେ ମୁଇ ଇ ଚିଟି ଲେକୁଲେ। ଅମାର୍ ଉବା ଇଶ୍ୱର୍ ଆର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟ ତୁମୁକେ ଆଶିର୍ବାଦ୍ ଆର୍ ଶାନ୍ତି ଦେଉଅ।
ଜ୍ତେକ୍ ଲକ୍ମ୍ନ୍ ତାକାର୍ ଜୀବନେ ମୁଇ କଇଲା ହର୍ କାମ୍ କ୍ରୁଲାଇ, ସେମ୍ନ୍କାର୍ ଆର୍ ଇଶ୍ଵର୍ ସ୍ବୁ ଇସ୍ରାଏଲ୍ ଜୀବନେ ଶାନ୍ତି ଆର୍ ଆଶିର୍ବାଦ୍ ଅଉଅ।
ମର୍ ବିଶ୍ବାସାର୍ ହିଲାହର୍ ତୀମଥିର୍ ଗିନେ ଇ ଚିଟି ଲେକୁଲେ, କାଇତାକ୍ ତୁମି ମର୍ହର୍ ଖ୍ରୀଷ୍ଟର୍ ତ୍ଇ ବିଶ୍ବାସ୍ କ୍ରୁଲାସ୍। ମୁଇ ପାର୍ତେନା କ୍ରୁଲେ ଯେ ଉବା ଇଶ୍ଵର୍ ଆର୍ ଅମାର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟର୍ ଦୟା, ଆଶିର୍ବାଦ୍ ଆର୍ ଶାନ୍ତି ତୁମାର୍ ଉହ୍ରେ ଅଉଅ।
ଉବା ଇଶ୍ଵର୍ ଆଗେହ୍ଣି ତାର୍ ପବିତର୍ ଲକ୍ ଅଉତା ହାଇଁ ତୁମୁକ୍ମ୍ନ୍କେ ବାଚୁକେ ଜଜ୍ନା କ୍ରିରିଲା। ତୁମୁକ୍ ପବିତର୍ କ୍ରୁକେ ଆତ୍ମାର୍ କାମ୍। ଯୀଶୁ ଖ୍ରୀଷ୍ଟର୍ ବ୍ନି ଦ୍ବାରା ପବିତର୍ ତୁମି ଜ୍ନ୍କ୍ରି ଇଶ୍ଵରାର୍ ଆଦେଶ୍ ମାନୁହାରାସ୍, ଇରି ସେ ଇଚା କ୍ରିରିଲା। ଇଶ୍ଵରାର୍ ଦୟା ଆର୍ ଶାନ୍ତି ବେସିରେ ବେସି ତୁମାର୍ ଉହ୍ରେ ଅଉଅ।
ମୁଇ ପାର୍ତେନା କ୍ରୁଲେ ଯେ ଇଶ୍ଵର୍ ତୁମୁକେ ବେସି ଦୟା ଆର୍ ଶାନ୍ତି ଦେଉଅ, ତୁମିମ୍ନ୍ ଇଶ୍ଵରାର୍ ଆର୍ ଅମାର୍ ମାପ୍ରୁ ଯୀଶୁର୍ ବିଷୟେ ତୁମାର୍ ଗ୍ଯାନ୍ସ୍ଙ୍ଗ୍ ବାଡା।