5 ଇ ହୁର୍ତିବି ଲ୍ଗେ ରେତା ହ୍ତେକ୍, ମୁଇ ଇ ହୁର୍ତିବିର୍ ଉଜାଳ୍।”
5 ଇ ଜଃଗତେ ରେତା ହଃତେକ୍ ମୁୟ୍ ଜଃଗତାର୍ ଉଜାଳ୍ ।”
ଇଶ୍ୱର୍ ସେମ୍ନ୍କେ ବ୍ଡ୍ ଉଜାଳାର୍ ଦିପ୍ ଦ୍କାଇଦ୍, ଜୁଇ ଲକ୍ମନ୍ କି ଇଶ୍ୱର୍କେ ନ୍ଜାଣି ଅନ୍ଦାରେ ଆତ୍ତି। ସେ ଦିପ୍ ସେମ୍ନ୍କେ ନ୍ସେର୍ତା ଜୀବନାର୍ ବାଟ୍ ଦ୍କାଇଦ୍ ଜୁଇ ଲକ୍ମ୍ନ୍ ଇଶ୍ୱର୍କେ ନ୍ଜାଣି ନ୍ସେର୍ତା ମ୍ର୍ନାର୍ ବାଟେ ଜାତିରିଲାଇ।”
ତୁମିମ୍ନ୍ ସାରା ଜ୍ଗତ୍ ଗିନେ ଉଜାଳ୍ ହର୍। ଡଙ୍ଗୁର୍ ଉହ୍ରେ ରିଲା ସ୍ହର୍ କ୍ବେ ଲୁକିକ୍ରି ରେମ୍ ନାହାରେ।
ଜୁଇ ଲକ୍ମ୍ନ୍ ଯିହୁଦି ଚାଡି ବିନ୍ଜାତିର୍ ଅଇ ଜ୍ର୍ନ୍ ଅଇରିଲାଇ ସେମ୍ନ୍ ଉଦାର୍ ହାଉତି, ଆର୍ ଇସ୍ରାଏଲ୍ ଲକ୍ମ୍ନ୍ ସ୍ବୁ ମଇମା ହାଉତି।”
ମୁଇ ଇ ହୁର୍ତିବିକେ ଗଟେକ୍ ଉଜାଳ୍ ହର୍ ଅଇ ଆସିଆଚି, ଯେ ମର୍ଲ୍ଗେ ବିଶ୍ବାସ୍ କ୍ରେଦ୍, ସେ କ୍ବେ ଅନ୍ଦାରେ ନ୍ରେଇ।
ଯୀଶୁ ଆରେକ୍ ଫାରୂଶୀମ୍ନ୍କେ କଇଲା, “ମୁଇ ହୁର୍ତିବିର୍ ଉଜାଳ୍। ଯେ ମର୍ହ୍ଚେ ହ୍ଚେ ଆସେଦ୍, ତାର୍ ଜୀବନ୍ ଉଜାଳ୍ ଅଇଦ୍, ଆରେକ୍ କ୍ବେ ଅନ୍ଦାରେ ଇଣ୍ତି ନ୍କେରେ।”
କାଇତାକ୍ ମାପ୍ରୁ ଅମୁକ୍ ଇ ଆଦେଶ୍ ଦିଲାଆଚେ ଯେ, ଅମି ତକେ ଯିହୁଦି ଚାଡି ବିନ୍ଜାତି ଲକ୍ମ୍ନ୍କାର୍ ଲ୍ଗେ ଉଜାଳ୍ ହର୍ କ୍ରିଆଚୁ, ଜ୍ନ୍କ୍ରି ଗୁଳା ହୁର୍ତିବି ଉଦାର୍ ହାଇଦ୍।”
ତୁଇ ସେମ୍ନ୍କାର୍ ଆକିକେ ଡିସାଇ ଦେସି ଆର୍ ଅନ୍ଦାରେ ହ୍ଣି ସେମ୍ନ୍କେ ଉଜାଳେ ଆଣ୍ସି, ଶଇତାନାର୍ ଅଦିକାରେ ହ୍ଣି ସେମ୍ନ୍କେ ଇଶ୍ଵରାର୍ ଲ୍ଗେ ଆଣ୍ସି। ସେମ୍ନ୍ ମର୍ଲ୍ଗେ ବିଶ୍ବାସ୍ କ୍ଲେକ୍ ସେମ୍ନ୍କାର୍ ପାପ୍ କେମା ଅଇଦ୍, ଆର୍ ସେମ୍ନ୍ ଇଶ୍ଵରାର୍ ବାଚ୍ଲା ଲକ୍ମ୍ନ୍କାର୍ ହ୍ର୍ ସ୍ମାନ୍ ଅଦିକାର୍ ହାଉତି।”
ଖ୍ରୀଷ୍ଟ ସ୍ତ୍କ୍ରି ଦୁକ୍ ବଗ୍ କ୍ରେଦ୍, ଆର୍ ମ୍ଲା ଲକ୍ମ୍ନ୍କାର୍ ତ୍ଇହ୍ଣି ହ୍ର୍ତୁ ଜୀବନ୍ ହାଇକ୍ରି ଉଟେଦ୍, ଯିହୁଦି ଆର୍ ଯିହୁଦି ଚାଡି ବିନ୍ଜାତି ଲକ୍ମ୍ନ୍କାର୍ ଲ୍ଗେ ଉଜାଳ୍ ଦ୍କାଇ ଦ୍ଇଦ୍।”
କାଇତାକ୍ ଉଜାଳ୍ ହ୍କା ସ୍ବୁ ବିଷୟ୍କେ ଜାଣାଇଦ୍, ସେତାର୍ଗିନେ ଅନ୍କ୍ରି ଲେକାଆଚେ, “ହେ ନିଦାଇଲା ଲକ୍ମ୍ନ୍ ଚେତ୍ନା ଅଉଆ, ମ୍ଲା ଲକ୍ମ୍ନ୍କାର୍ ତ୍ଇହ୍ଣି ଉଟିଆଶା, ତ୍ବେ ଖ୍ରୀଷ୍ଟ ତୁମୁକେ ଉଜାଳ୍ ଦ୍ଇଦ୍।”
ସେ ସ୍ହରେ ଉଜାଳାର୍ ହାଇଁ ବେଳ୍ କି ଜନ୍ ଦ୍ର୍କାର୍ ନ୍ରିଲି। ଇଶ୍ଵରାର୍ ମଇମା ସ୍ହରେ ଉଜାଳ୍ କ୍ରେଦ୍। ମେଣ୍ଢା ଯେ କି ଯୀଶୁ ସେତିର୍ କୁପି ହର୍।