43 ସେତାକ୍ ଯୀଶୁର୍ ଗିନେ ଲକ୍ମ୍ନ୍କାର୍ ବିତ୍ରେ ବାଗ୍ ବାଗ୍ ଅଇଲି।
43 ସେତାକ୍ ଲକ୍ମଃନାର୍ ବିତ୍ରେ ଜିସୁର୍ ଗିନେ ଲକ୍ମଃନାର୍ କଃତା ବିନ୍ବିନ୍ ଅୟ୍ଲି ।
କାଇତାକ୍ ମ୍ର୍ଗିନେ ହଇସି ଉବାସିର୍ ସ୍ଙ୍ଗ୍ ବିରଦ୍ ଅଇଦ୍ ଆର୍ ଜିସି ଆଇସି ସ୍ଙ୍ଗ୍ ବିରଦ୍ ଅଇଦ୍, ଆରେକ୍ ବୁଆର୍ସି ସ୍ତୁର୍ସି ସ୍ଙ୍ଗ୍ ବିରଦ୍ ଅଇଦ୍,
ମୁଇ ଇ ହୁର୍ତିବି ତ୍ଇ ଶାନ୍ତି ଦେମ୍କେ ଆସିଆଚି ବ୍ଲି ତୁମିମ୍ନ୍ କାଇରି ବାବୁଲାସ୍ କି? ମୁଇ ଶାନ୍ତି ଦେମ୍କେ ଆସି ନ୍କେରି, ମ୍ତର୍ ବାଗ୍ ବାଗ୍ କ୍ରୁକେ ଆସିଆଚି।
ଯୀଶୁ ଇକ୍ତା କଇଲାକ୍ ଯିହୁଦି ଲକ୍ମ୍ନ୍କାର୍ ବିତ୍ରେ ଆରେକ୍ ବାଗ୍ ବାଗ୍ ଅଇଲି।
ଲକ୍ମ୍ନ୍ ତାର୍ ବିଷୟେ ଦିରେ ଦିରେ କ୍ତାବାର୍ତା କ୍ର୍ତିରିଲାଇ। କ୍ତେକ୍ ଲକ୍ମ୍ନ୍ କ୍ଉତିରିଲାଇ, “ସେ ଗଟେକ୍ ବ୍ଲ୍ ଲକ୍।” ଆରେକ୍ କ୍ତେକ୍ ଲକ୍ମ୍ନ୍ କ୍ଉତିରିଲାଇ, “ନାଇ। ସେ ଲକ୍ମ୍ନ୍କେ କ୍ରାପ୍ ବାଟ୍କେ ନେମ୍ଲା।”
ଫାରୂଶୀମ୍ନ୍ କଇଲାଇ, “ଯେ ଇ କାମ୍ କ୍ଲାଆଚେ ସେ ଇଶ୍ଵରାର୍ ତ୍ଇହ୍ଣି ନାସେ, କାଇତାକ୍ ସେ ହୁଣ୍ତ୍ତାଦିନାର୍ ନିୟମ୍କେ ନ୍ମାନି ଆଚେ।” ବିନ୍ ଲକ୍ମ୍ନ୍ କଇଲାଇ, “ସେ ଗଟେକ୍ ପାପିଲକ୍ ଅଇରିଲେକ୍ କ୍ନ୍କ୍ରି ଅନ୍କା ଚାନିଆକାମ୍ କ୍ରୁହାର୍ଲା ହ୍ଣି?” ଇବିଷୟ୍ ସେମ୍ନ୍କାର୍ ବିତ୍ରେ ବାଗ୍ ବାଗ୍ ଅଇଲି।
ମ୍ତର୍ ସେ ସ୍ହରାର୍ ଲକ୍ମ୍ନ୍ ଦୁଇବାଗ୍ ଅଇଲାଇ, ଗଟେକ୍ ଦ୍ଳ୍ ଯିହୁଦିମ୍ନ୍କାର୍ ବାଟ୍ ଆର୍ଗଟ୍ ଦ୍ଳ୍ ହ୍ଟାଇଲା ଚେଲାମ୍ନ୍କାର୍ ବାଟ୍।