8 ଯୀଶୁର୍ ଆରେକ୍ ଗଟେକ୍ ଚେଲା ଶିମୋନ୍ ପିତରାର୍ ବାଇସି ଆନ୍ଦ୍ରିୟ କଇଲା, ଇତି ଗଟେକ୍ ହିଲା ଆଚେ,
8 ଜିସୁର୍ ଆରେକ୍ ଗଟ୍ ଚେଲା ସିମନ୍ ପିତର୍ ତାର୍ ବାୟ୍ସି ଆନ୍ଦ୍ରିଅ କୟ୍ଲା,
ଯୀଶୁ ଗାଲିଲୀ ଜିଲାର୍ ସ୍ମ୍ଦୁର୍ କ୍ଣ୍ତି ବାଟ୍ ଦେଇ ଜାତାବ୍ଳ୍ ଶିମୋନ୍, ଯାକେ ପିତର୍ ବ୍ଲି କ୍ଉତିରିଲାଇ, ଆରେକ୍ ତାର୍ ସାନ୍ ବାଇସି ଆନ୍ଦ୍ରିୟ, ଇ ଦୁଇ ବାଇକେ ସ୍ମ୍ଦୁର୍ କ୍ଣ୍ତିଲ୍ଗେ ଭଉଁରି ଜାଲ୍ ହ୍କାଉତି ରିଲାର୍ ଦ୍କ୍ଲା, କାଇତାକ୍ ସେମ୍ନ୍ କେଉଟ୍ ଲକ୍ ରିଲାଇ।
ଯୀଶୁ ଆର୍ ତାର୍ ଚେଲାମ୍ନ୍କେ ହେଁ ସେ ବଜିଏ କୁଦିରିଲାଇ।