48 ମୁଇ ନ୍ସେର୍ତା ଜୀବନ୍ ଦେତା କାଦି।
48 ମୁୟ୍ ଜିବନ୍ ଦେତା କାଦି ।
ଦ୍ର୍ମ୍ କାମ୍ କ୍ରୁକେ ବେସି ଇଚା କ୍ର୍ତା ଲକ୍ ଦନ୍ୟ, କାଇତାକ୍ ଇଶ୍ୱର୍ ସେମ୍ନ୍କେ ସୁସ୍ତା କ୍ରେଦ୍।
ଯୀଶୁ ନିଜ୍କେ ସ୍ର୍ଗେ ହ୍ଣି ଆସି ରିଲାର୍ କାଦିବ୍ଲି କଇଲାକ୍, ଯିହୁଦିମ୍ନ୍ ଇକ୍ତା ଶୁଣିକ୍ରି ମ୍ନ୍ ଉଣା କ୍ଲାଇ,
ମୁଇ ସ୍ର୍ଗେ ହ୍ଣି ଆସିରିଲା ସେ ଜୀବନ୍ ଦେତା କାଦି, ଇ କାଦି ଯେ କାଇଦ୍, ସେ ସ୍ବୁଦିନ୍ ବଚି ର୍ଇଦ୍। ମୁଇ ଜୁଇ କାଦି ଦ୍ଇନ୍ଦ୍ ସେରି ଅମ୍ଲି ମର୍ ମାସ୍। ହୁର୍ତିବିକେ ବାଚାମ୍କେ ମୁଇ ସେରି ଦ୍ଇନ୍ଦ୍।