16 ଯୀଶୁ ତାକେ କଇଲା, “ଜାଇ ତର୍ ଡକ୍ରାଦିକେ କୁଦିକ୍ରି ଆଣ୍।”
16 ଜିସୁ ତାକେ କୟ୍ଲା, “ଜା, ଆର୍ ତର୍ ଡକ୍ରାଦିକ୍ ଇତି କୁଦି ଆଣ୍ ।”
ଆନ୍ଦ୍ରିୟ ଶିମୋନ୍କେ ଯୀଶୁର୍ ଲ୍ଗେ କୁଦିକ୍ରି ନିଲା। ଯୀଶୁ ଶିମୋନ୍କେ ବ୍ଲ୍କ୍ରି ଦ୍କି କଇଲା, “ତୁଇ ଯୋହନାର୍ ହଇସି ଶିମୋନ୍, ମ୍ତର୍ ତୁଇ କେଫା ନାଉଁଏ ଡାକ୍ହୁଟ୍ସି।” ଇ କେଫା ନାଉର୍ ଅର୍ତ ଅଇଲି ପିତର୍ ବଲେକ୍ ଟେଳା।
ଯୀଶୁ ଶିମୋନ୍କେ ତିନିତର୍ ହ୍ଚାର୍ଲା, “ଯୋହନାର୍ ହଇସି ଶିମୋନ୍ ତୁଇମକେ ଲାଡ୍ କ୍ରୁଲିସ୍ କି?” ଯୀଶୁ ତାକେ ଅନ୍କ୍ରି ତିନିତର୍ ହ୍ଚାର୍ଲାକ୍ ପିତର୍ ଦୁକ୍ ଅଇ କଇଲା, “ମାପ୍ରୁ ତୁଇ ତ ସ୍ବୁ ବିଷୟ୍ ଜାଣୁଲିସ୍ ଆର୍ ମୁଇ ଯେ ତକେ ଲାଡ୍ କ୍ରୁଲେ ଇକ୍ତା ତୁଇ ଜାଣୁଲିସ୍।” ଯୀଶୁ ତାକେ କଇଲା, “ମର୍ ମେଣ୍ଢାମ୍ନ୍କାର୍ ଜ୍ତୁନ୍କ୍ର୍।
ସେ ମାଇଜି କଇଲି, “ଆଗ୍ୟା ସେ ହାଣି ମକେ ଦେ ତ୍ବେ କ୍ବେହେଁ ମୁଇ ଶସ୍ ନ୍ଇ, ଆର୍ ଅତେକ୍ ଦୁରିକେ ଜ୍ନ୍କାର୍ କି ମକେ ହାଣି ନେମ୍କେ ଇ କୁଇ କାଲେ ଆସୁକେ ନ୍ହେଳେ।”
ସେ ଟକି କଇଲି, “ମକେ ଅଣ୍ଡ୍ରା ନାୟ୍,” ଯୀଶୁ ତାକେ କଇଲା, “ତର୍ ଡକ୍ରାଦି ନାୟ୍ ବ୍ଲି ଇରି ତୁଇ ସ୍ତ୍ କଇଲିସ୍।
କାଇତାକ୍ ତର୍ ହାଁଚ୍ଗଟ୍ ଡକ୍ରାଦି ରିଲାଇ, ଆର୍ ଅବେ ତୁଇ ଜାର୍ ସ୍ଙ୍ଗେ ଆଚ୍ସି ସେ ହେଁ ତର୍ ଡକ୍ରାଦି ନୟ୍। ଇରି ସ୍ତ୍ କଇଆଚି।”
ଇଶ୍ଵରାର୍ ଲ୍ଗେ କାଇରି ହେଁ ଲୁକିକ୍ରି ନ୍ରେଇ, ହୁର୍ତିବିର୍ ସେ ସୁସ୍ଟି କ୍ଲାର୍ ସ୍ବୁ ଜିନିଷ୍ ତାର୍ ଆକି ଲ୍ଗେ ଲୁକିକ୍ରି କି ଡାହି ଅଇକ୍ରି ନ୍ରେଇ। ସେ ଇଶ୍ଵରାର୍ ଲ୍ଗେ ଅମିସ୍ବୁ ଲକ୍ମ୍ନ୍କେ ଇସାବ୍ ଦେମ୍କେ ହ୍ଳେଦ୍।
ମୁଇ ତାର୍ ହ୍ଚେ ଇଣ୍ଡ୍ତା ଲକ୍କେ ହେଁ ମ୍ର୍ନେ ମାରିନ୍ଦ୍। ସେଡେବ୍ଳ୍ ସ୍ବୁ ମ୍ଣ୍ତଳି ଜାଣ୍ତି ଯେ, ମୁଇ, ଲକ୍ମ୍ନ୍କାର୍ ବାବ୍ନା ଆର୍ ବିଚାର୍ମ୍ନ୍ ଜାଣିନ୍ଦ୍ ଆର୍ ସେରି ପରିକ୍ୟା କ୍ରିନ୍ଦ୍। ମୁଇ ତୁମୁକ୍ମ୍ନ୍ ତୁମାର୍ କାମାର୍ ହିସାବେ ହ୍ଳ୍ ଦ୍ଇନ୍ଦ୍।