Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଜହନ୍‌ 4:11 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

11 ସେ ମାଇଜି ଯୀଶୁକେ କଇଲି, “ଆଗ୍ୟା, ତର୍‍ଲ୍‌ଗେ ତୋ ହାଣି ଜିକୁକ୍ କାଇରି ହେଁ ନାଇ, ଆର୍ କୁଇଁକାଲ୍ ହେଁ ବେସି ଡେଙ୍ଗ୍ ଆଚେ, ତ୍‍ବେ ତୁଇ କୁଇତିହ୍‍ଣି ସେ ଜୀବନ୍ ଦେତା ହାଣି ହାଇ ଆଚିସି?

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

11 ସେ ମାଇଜି ତାକ୍‌ କୟ୍‌ଲି, “ଏ ମାପ୍ରୁ, ହାଣି କାଡୁକ୍‌ ତର୍‌ହାକ୍‌ ବାଲ୍‌ଟି ନାୟ୍‌, ଆରେକ୍‌ କୁଇଁକାଲ୍‌ ତ ଡେଙ୍ଗ୍ । ତୁୟ୍‌ କୁୟ୍‌ତିହୁଣି ଜିବନ୍ ଦେତା ହାଣି ହାଉସି ?

အခန်းကိုကြည့်ပါ။ ကော်ပီ




ଜହନ୍‌ 4:11
10 ပူးပေါင်းရင်းမြစ်များ  

ନୀକଦିମ ତାକେ ହ୍‌ଚାର୍‌ଲା, “ଗଟେକ୍ ବଇଷ୍ ଅଇଲା ଲକ୍ କ୍‍ନ୍‍କ୍‍ରି ଆରେକ୍‌ ଜ୍‍ର୍‍ନ୍‌ ଅମ୍‌ହାରେ? ଆର୍ କ୍‍ନ୍‍କ୍‍ରି ସେ ତାର୍ ଆଇସିର୍ ହେଟେ ହୁରିକ୍‌ରି ଜ୍‍ର୍‍ନ୍‌ ଅମ୍‌ହାରେ?”


ମ୍‍ତର୍ ମୁଇ ଜୁଇ ହାଣି କାମ୍‌କେ ଦେଇନ୍ଦ୍ ଆର୍ ଯେ ସେ ହାଣି କାଇଦ୍, ସେ କ୍‌ବେ ଶସ୍ ନଇ, ମୁଇ ଦେଇରିଲା ହାଣି ତାର୍ ଜୀବନ୍ ବିତ୍‌ରେ ଗଟେକ୍ ନ୍‌ସେର୍‌ତା ଜୀବନ୍ ଦେତା ହାଜ୍‍ରା ହାଣି ହର୍ ବାରାଇଦ୍।”


ହ୍‌ର୍‍ବାର୍ ସ୍‌ରାସ୍‌ରି ଦିନ୍ ଯୀଶୁ ଟିଆଅଇ ବ୍‍ଡ୍ ଟଣ୍ତ୍‌କ୍‌ରି କଇଲା, “ଯେ ଶସ୍ ଅଇଆଚେ ସେ ମର୍‍ଲ୍‌ଗେ ଆସିକ୍‍ରି ଡୁକ।


ମ୍‍ତର୍ ପିତର୍ କଇଲା, “ମାପ୍‌ରୁ ମୁଇ କ୍‍ବେହେଁ ଅନ୍‌କ୍‌ରି କ୍‌ରୁ ନ୍‌ହାରି, ମୁଇ କ୍‌ବେ ଅଶୁଚି ଆର୍ ବ୍‌ର୍‍ନ୍ କାଦି କାଇ ନ୍‌କେରି।”


ମ୍‌ତର୍ ଯେ ଆତ୍ମିକ୍ ଲକ୍‌ନଇ ସେ ପବିତର୍ ଆତ୍ମାର୍ ଶିକ୍ୟା ସ୍‌ବୁକେ ମ୍‌ନ୍ କ୍‌ରୁନାହାରେ, ସ୍‌ତ୍‌କ୍‌ରି ସେମ୍‌ନ୍ ଇସ୍‌ବୁ ଶିକ୍ୟା ସ୍‌ବୁ ବୁଜୁ ନ୍‌ହାର୍‌ତି କାଇତାକ୍ ସେସ୍‌ବୁ ସେମ୍‌ନ୍‌କାର୍ ଗିନେ ମିଚ୍। ମ୍‌ତର୍ ଜୁଇଲକ୍ ଇଶ୍ଵରାର୍ ଆତ୍ମା ହାଇଲାଇ ଆତ୍‍ତି ସେମ୍‌ନ୍ ତାର୍ ଶିକ୍ୟା ହାମ୍‌କେ ମ୍‌ନ୍‌କ୍‌ର୍‌ତି।


ସେ ମକେ ଆରେକ୍‌ କଇଲା, “ସ୍‌ବୁକାମ୍ ସ୍‌ରାଇ ଆଚି। ମୁଇ ଆଲ୍‌ପା ଆର୍ ଓମେଗା, ଆରମ୍ ଆର୍ ଶେସ୍। ମୁଇ ସସାର୍ ଲକ୍‌କେ ବିନାମୁଲ୍ଯରେ ଜୀବନ୍ ଦେତା ଜର୍‌ଣା ହାଣି କାତାର୍ ହାଇଁ ଦ୍‌ଇନ୍ଦ୍।


ତାର୍ ହ୍‌ଚେ ଦୂତ୍ ମକେ ଜୀବନ୍ ଦେତା ହାଣିର୍ ଗାଡ୍ ଦ୍‌କାଇଲା। ସେ ଗାଡ୍ ହିରା ହର୍ ଜ୍‌କ୍‌ମ୍‌କି ଜାତିରିଲି। ସେ ଗାଡ୍ ଇଶ୍ଵରାର୍ ଆର୍ ମେଣ୍ଢା ଯେ କି ଯୀଶୁର୍ ରାଜ୍‌ଗାଦି ତ୍‌ଇହ୍‌ଣି ବାରି ଆସୁଲି।


ଇଶ୍ଵରାର୍ ଆତ୍ମା ଆର୍ ତାର୍ ଲକ୍ ଯେ କି ଖ୍ରୀଷ୍ଟର୍ କ୍‌ନ୍ୟା ହର୍‌ କ୍‌ଉତି, “ଆଶା!” ଇ ସ୍‌ବୁ ଶୁଣ୍‌ତା ସ୍‌ବୁ ଲକ୍ ହେଁ କ୍‌ଉଆ, “ଆଶା!” ଜୁଇ ଲକ୍‌ ସସେ ଆଚେ ସେ ଆଶା, ଜୁଇ ଲକ୍‌ମ୍‌ନ୍‌ କ୍‌ର୍‌ତି ସେ ବିନାମୁଲ୍ଯରେ ଜୀବନ୍ ଦେତା ହାଣି କାମ୍ ହାରେ।


ରାଜ୍‌ଗାଦିର୍ ମ୍‌ଜାଇ ରେତା, ମେଣ୍ଢା ଯେ କି ଯୀଶୁ ସେମ୍‌ନ୍‌କାର୍ ମେଣ୍ଢା ଗ୍‌ଉଡିଆ ଅଇଦ୍ ସେ ସେମ୍‌ନ୍‌କେ ଜୀବନ୍ ଦେତା ଜର୍‌ଣା ହାଣିଲ୍‌ଗେ ବାଟ୍ କାଡାଇ ନ୍‌ଇଦ୍, ଇଶ୍ଵର୍ ସେମ୍‌ନ୍‌କାର୍ ଆକିର୍ ସ୍‌ବୁ ଆସୁ ହୁଚି ଦ୍‌ଇଦ୍।”


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ